ସୋମା ବାନାର୍ଜୀ

ଉଇକିପିଡ଼ିଆ‌ରୁ
ସୋମା ବାନାର୍ଜୀ
ଜନ୍ମ
ଜାତୀୟତାଭାରତୀୟ
ବୃତ୍ତିଅଭିନେତ୍ରୀ
ଉଲ୍ଲେଖନୀୟ କୃତିଅପରାଜିତା ଅପୁ
ଉମା

ସୋମା ବାନାର୍ଜୀ ଜଣେ ଭାରତୀୟ ଅଭିନେତ୍ରୀ, ଯିଏକି ମୁଖ୍ୟତଃ ବଙ୍ଗଳା କଥାଚିତ୍ର ଓ ଧାରାବାହିକରେ କାମ କରନ୍ତି ।[୧] ସେ ଡିଡି ବାଂଲାରେ ବଙ୍ଗଳା ଦୂରଦର୍ଶନ ଧାରାବାହିକ ଜନ୍ମଭୂମି ଜରିଆରେ ଅଭିନୟ ଜଗତରେ କାମ କରିବା ଆରମ୍ଭ କରିଥିଲେ । ଏହାପରେ ଷ୍ଟାର୍ ଜଲ୍‌ସାରେ ପ୍ରସାରିତ ଧାରାବାହିକ ମା... ତୋମାଏ ଚରା ଘୁମ ଆଶେନା ଜରିଆରେ ଲୋକପ୍ରିୟତା ପାଇଥିଲେ । ସେ ଭଜ ଗୋବିନ୍ଦ, ଅପରାଜିତା ଅପୁ, ଉମା ଭଳି ଧାରାବାହିକରେ କାମ କରିଛନ୍ତି ।[୨]

ଅଭିନୟ ଜୀବନ[ସମ୍ପାଦନା]

ଅଭିନୀତ କଥାଚିତ୍ର[ସମ୍ପାଦନା]

  • ବନ୍ଧୁ (୨୦୦୭)
  • ନୋବେଲ୍ ଚୋର (୨୦୧୨)
  • ଚିରୋଦିନୀ ତୁମେ ଯେ ଆମାର ୨ (୨୦୧୪)
  • ବିନ୍ଦାସ୍ (୨୦୧୪)
  • ଅରୁନ୍ଧତୀ (୨୦୧୪)
  • ନକାବ୍ (୨୦୧୮)
  • ବ୍ରହ୍ମା ଜାନେଁ ଗୋପନ କୋମ୍ମୋଟି[୩] (୨୦୨୦)

ଅଭିନୀତ ଧାରାବାହିକ[ସମ୍ପାଦନା]

ବର୍ଷ ଧାରାବାହିକ ଭୂମିକା ଚ୍ୟାନେଲ୍
୧୯୯୬–୨୦୦୨ ଜନ୍ମଭୂମି ପରି ଡିଡି ବାଂଲା
୨୦୦୩–୨୦୦୫ ଏକ ଆକାଶେର ନିଚେ ମନିଷା ଜୀ ବାଂଲା
୨୦୦୯–୨୦୧୪ ମା... ତୋମାଏ ଚରା ଘୁମ ଆଶେନା ହୀରା ଆମ୍ମା[୪] ଷ୍ଟାର୍ ଜଲ୍‌ସା
୨୦୧୧–୨୦୧୨ କନକାଞ୍ଜଲି ପୁରବୀ ଜୀ ବାଂଲା
୨୦୧୧–୨୦୧୩ କେୟା ପଟର ନୌକୋ ଫିରୋଜା
୨୦୧୨ ଚେକ୍‌ମେଟ୍ ଅଞ୍ଜଲିମାସି ଷ୍ଟାର୍ ଜଲ୍‌ସା
୨୦୧୪–୨୦୧୬ ଚୋକେର ତାରା ତୁଇ ରାଜଲକ୍ଷ୍ମୀ
୨୦୧୫–୨୦୧୬ କୋଜାଗୋରୀ ନୂରି ଜୀ ବାଂଲା
୨୦୧୫–୨୦୧୭ ପୁନ୍ୟି ପୁକୁର ହୋଇମୋଣ୍ଟି ମୁଖାର୍ଜୀ ଷ୍ଟାର୍ ଜଲ୍‌ସା
୨୦୧୬ ଭଲୋବଷା ଭଲୋବଷା ମନ୍ଦା କଲର୍ସ ବାଂଲା
ଝଞ୍ଝ ଲବଙ୍ଗ ଫୁଲ ବୃହଷ୍ପତି ଷ୍ଟାର୍ ଜଲ୍‌ସା
୨୦୧୬–୨୦୧୭ ଭୂଟୁ ଗୁରୁମା ଜୀ ବାଂଲା
୨୦୧୭ ଜରୋୱାର ଝୁମ୍‌କୋ ବୀରୁର ମାଆ
୨୦୧୭–୨୦୧୮ ଭଜ ଗୋବିନ୍ଦ ସନ୍ଧ୍ୟା ସେନ୍ ଷ୍ଟାର୍ ଜଲ୍‌ସା
୨୦୧୯ ହୃଦୟ ହରଣ ବି.ଏ. ପାସ୍ ସିଡ୍‌ର ମାଆ[୫] ଜୀ ବାଂଲା
୨୦୧୯–୨୦୨୦ କୋଲେର ବୋଉ ଦୀପାର ମାଆ[୬] ଷ୍ଟାର୍ ଜଲ୍‌ସା
୨୦୧୯–୨୦୨୦ କନକ କକୋନ ଆକାଶର ମାଆ[୭] କଲର୍ସ ବାଂଲା
୨୦୨୦–୨୦୨୧ ଅଲୋ ଛାୟା ଶଶିକଳା ଦେବୀ ଜୀ ବାଂଲା
୨୦୨୦–୨୦୨୨ ଅପରାଜିତା ଅପୁ ଅବଳା ମୁଖାର୍ଜୀ[୮]
୨୦୨୧–୨୦୨୨ ଉମା ସୁତପା ଦାସ
୨୦୨୨–୨୦୨୩ ଇନ୍ଦ୍ରାଣୀ ମିତାଲି[୯] କଲର୍ସ ବାଂଲା
୨୦୨୨ – ଏବେଯାଏଁ ହରଗୌରୀ ପାଇସ୍ ହୋଟେଲ୍ ମିତାଲିଙ୍କର ମାଆ ଷ୍ଟାର୍ ଜଲ୍‌ସା
୨୦୨୩–୨୦୨୪ ଇଚ୍ଛେ ପୁତୁଲ ମଧୁମିତା ଜୀ ବାଂଲା
୨୦୨୩– ଏବେଯାଏଁ କର କଛେ କୋଇ ମନର କଥା ବିପାଶାଙ୍କର ଶାଶୁମାଆ
୨୦୨୩–୨୦୨୪ ମିଲି
୨୦୨୪–ଏବେଯାଏଁ ମଙ୍ଗଳମୟୀ ମାଆ ଶୀତଳା ଦାଇମା ଷ୍ଟାର୍ ଜଲ୍‌ସା

ଆଧାର[ସମ୍ପାଦନା]

  1. "Soma Banerjee: Movies, Photos, Videos, News, Biography & Birthday". The Times of India. Retrieved 6 August 2022.
  2. "এক্সক্লুসিভ ইন্টারভিউঃ পঁচিশ বছর আগে 'নেপোটিজম' শব্দটা জানলে অনেক কথা বলার ছিলঃ সোমা ব্যানার্জি". News Front (in Bengali). Retrieved 6 August 2020.
  3. "'আমার মেয়েদের বলেছি পিরিয়ডের সময়েও পুজো করতে'". Anandabazar (in Bengali). Retrieved 6 August 2022.
  4. "Catch 'Heera Amma' On Jiyo Bangla!". Jiyo Bangla. January 1970. Retrieved 6 August 2022.
  5. "Hridoy Haran BA Pass". Blueskol.in. Archived from the original on 9 August 2022. Retrieved 9 August 2022.
  6. "Koler Bou". Blueskol.in. Archived from the original on 9 August 2022. Retrieved 9 August 2022.
  7. "Kanak Kakon". Blueskol.in. Archived from the original on 9 August 2022. Retrieved 9 August 2022.
  8. "Soma Banerjee". Hoophaap. Retrieved 6 August 2020.
  9. "Soma Banerjee on Indrani: শাশুড়িদের জন্য মানবিক টিপস অভিনেত্রী সোমা বন্দ্যোপাধ্যায়ের". ETV Bharat (in Bengali). Retrieved 6 August 2022.

ବାହାର ଲିଙ୍କ୍[ସମ୍ପାଦନା]