ମହେନ୍ଦ୍ରଗଡ଼
Appearance
[[Category:Lua error in package.lua at line 80: module 'Module:Pagetype/disambiguation' not found. with short description]]
Mahendragarh
महेन्द्रगढ | |
---|---|
Town | |
ଦେଶ | India |
ରାଜ୍ୟ | Haryana |
ଜିଲ୍ଲା | Mahendragarh |
Elevation | 262 m (860 ft) |
Population (2001) | |
• Total | ୨୯,୧୨୮ |
ଭାଷା | |
• ସରକାରୀ | Hindi |
Time zone | UTC+5:30 (IST) |
PIN | 123029 |
ଯାନବାହାନ ପଞ୍ଚୀକରଣ | HR 34 |
Website | www |
ମହେନ୍ଦ୍ରଗଡ଼ ଏକ ଭାରତୀୟ ସହର ଅଟେ । ଏହା ହରିଆଣାର ମହେନ୍ଦ୍ରଗଡ଼ ଜିଲ୍ଲାରେ ଅବସ୍ଥିତ ।
ଭୌଗଳିକ ଅବସ୍ଥିତି[ସମ୍ପାଦନା]
ମହେନ୍ଦ୍ରଗଡ଼ ୨୮.୨୬୯୪ ଉତ୍ତର ଅକ୍ଷାଂଶ ଓ ୭୬.୧୫୨୫ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୮୬୬ ଫୁଟ ଉଚ୍ଚତାରେ ରହିଛି ।[୧]
ଜନସଂଖ୍ୟା ଓ ସାକ୍ଷରତା[ସମ୍ପାଦନା]
୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ମହେନ୍ଦ୍ରଗଡ଼ ସହରର ମୋଟ ଜନସଂଖ୍ୟା ୫୬୭୧ ଅଟେ ।[୨] ସେଥି ମଧ୍ୟରୁ ୫୩.୫୯% ଜଣ ପରୁଷ ହୋଇଥିବା ବେଳେ ୪୬.୪୧% ଜଣ ନାରୀ ଅଟନ୍ତି । ମହେନ୍ଦ୍ରଗଡ଼ର ସାକ୍ଷରତା ହାର ୭୨.୯୫% ଅଟେ । ଏହା ଜାତୀୟ ହାରଠାରୁ ୮.୧୧% ପ୍ରତିଶତ କମ ଅଟେ । ସେଥିରୁ ୪୨.୫୭% ପ୍ରତିଶତ ପୁରୁଷ ଓ ୩୦.୩୮% ନାରୀ ଅଟନ୍ତି । ୧୨.୯୬% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୨]
ଭାଷା[ସମ୍ପାଦନା]
ହିନ୍ଦୀ ମହେନ୍ଦ୍ରଗଡ଼ର ସରକାରୀ ଭାଷା ଅଟେ ।
ଆହୁରି ପଢନ୍ତୁ[ସମ୍ପାଦନା]
ଆଧାର[ସମ୍ପାଦନା]
- ↑ "Directory of Cities, Towns, and Regions in India". Retrieved 27 September 2015.
- ↑ ୨.୦ ୨.୧ "way back machine - ସେନ୍ସସ୍ ଓଫ୍ ଇଣ୍ଡିଆ". Archived from the original on 16 June 2004. Retrieved 24 September 2015.