ଭାବନା ବଲ୍ସାୱର

ଉଇକିପିଡ଼ିଆ‌ରୁ
ଭାବନା ବଲ୍ସାୱର
ଭାବନା ତାଙ୍କ ମାଆ ଶୁଭା ଖୋଟେଙ୍କ ସହିତ
ଜନ୍ମ (1967-10-21) ୨୧ ଅକ୍ଟୋବର ୧୯୬୭ (ବୟସ ୫୬)
ଜାତୀୟତାଭାରତୀୟ
ଶିକ୍ଷାଏସ୍ଏନ୍‌ଡିଟି ମହିଳା ବିଶ୍ୱବିଦ୍ୟାଳୟ
ବୃତ୍ତିଅଭିନେତ୍ରୀ
ସକ୍ରିୟ ବର୍ଷ୧୯୯୩–ଏବେଯାଏଁ
ବୈବାହିକ-ସାଥୀକରନ ଶାହା (ବିବାହ: ୨୦୦୨)
ପିତାମାତାଶୁଭା ଖୋଟେ (ମହିଳା)
ପରିବାରବିଜୁ ଖୋଟେ (ସମ୍ପର୍କୀୟ)

ଭାବନା ବଲ୍ସାୱର (ଜନ୍ମ: ୨୧ ଅକ୍ଟୋବର ୧୯୬୭) ଜଣେ ଭାରତୀୟ କଥାଚିତ୍ର, ମଞ୍ଚ ଓ ଦୂରଦର୍ଶନ ଅଭିନେତ୍ରୀ ।[୧] ସେ ନୀରବ କମେଡ଼ି ସିରିଜ୍ ଗୁଟୁର ଗୁ (୨୦୧୦) ରେ କାମ କରିଥିଲେ ।[୨][୩]

ବ୍ୟକ୍ତିଗତ ଜୀବନ[ସମ୍ପାଦନା]

ଭାରନା ହିନ୍ଦୀ କଥାଚିତ୍ର ଅଭିନେତ୍ରୀ ଶୁଭା ଖୋଟେଙ୍କ ଝିଅ । ତାଙ୍କ ବାପାଙ୍କ ନାମ ଡି.ଏମ୍. ବଲ୍ସାୱର । ତାଙ୍କ ଭାଇ ଅଶ୍ୱିନୀ ବଲ୍ସାୱର ଜଣେ ସାଉଣ୍ଡ ରେକର୍ଡ଼ିଷ୍ଟ ।[୪] ବିଜୁ ଖୋଟେ, ଦୁର୍ଗା ଖୋଟେ ଆଦି ତାଙ୍କର ସମ୍ପର୍କୀୟମାନେ କଥାଚିତ୍ର ଜଗତରେ ବିଭିନ୍ନ କାମରେ ସକ୍ରିୟ ଅଛନ୍ତି ।[୫]

ସେ ମୁମ୍ବାଇର ବାଣ୍ଡ୍ରା ସ୍ଥିତ ଆର୍ଯ୍ୟ ବିଦ୍ୟା ମନ୍ଦିର ହାଇ ସ୍କୁଲରେ ପଢ଼ୁଥିଲେ । ସେ ଦଶମ ଶ୍ରେଣୀରେ ଆଇସିଏସ୍ଇର ଟପ୍ପର ଥିଲେ ।[୬] ସେ ମୁମ୍ବାଇର ଜୁହୁସ୍ଥିତ ଏସ୍.ଏନ୍.ଡି.ଟି. ମହିଳା ବିଶ୍ୱବିଦ୍ୟାଳୟରୁ ଫ୍ୟାଶନ୍ ଡିଜାଇନିଂରେ ସ୍ନାତକ କରିଥିଲେ ।

୧୩ ବର୍ଷର ସମ୍ପର୍କ ପରେ, ୨୦୦୨ ମସିହାରେ, ସେ ଅଭିନେତା କରନ ଶାହାଙ୍କୁ ବିବାହ କରିଥିଲେ ।[୭][୮]

ଅଭିନୟ ଜୀବନ[ସମ୍ପାଦନା]

ଅଭିନୀତ କଥାଚିତ୍ର[ସମ୍ପାଦନା]

  • ଧୁମ୍ ଧଡ଼ାକ୍କା
  • ସୁଖି ସଂସାରଚି ୧୨ ସୁତ୍ରେ
  • ଆମଚ୍ୟା ସରଖେ ଆମିଚ୍

ଅଭିନୀତ ଧରାବାହିକ[ସମ୍ପାଦନା]

  • ଫିର୍ ଭି ଦିଲ୍ ହୈ ହିନ୍ଦୁସ୍ତାନୀ (୨୦୦୩)
  • ଦେଖ ଭାଇ ଦେଖ (୧୯୯୩)
  • ଜବାନ୍ ସମ୍ଭାଲ୍‌କେ (୧୯୯୩)
  • ନୋ ପ୍ରୋବ୍ଲେମ୍ (୧୯୯୩)
  • ତେହ୍‌କିକାତ୍ (୧୯୯୪)
  • କରମଚାନ୍ଦ
  • ଇଧର ଉଧର
  • ଆସ୍ମାନ୍ ସେ ଆଗେ
  • ଓଃ ଡାଡି (୧୯୯୬)
  • ଆକାଂକ୍ଷା
  • ମୃତ୍ୟୁ
  • ଅତୀତ
  • ଜାନେ ମେରା ଜିଗର କିଧର୍ ଗୟା ଜୀ (୧୯୯୬-୧୯୯୭)
  • ହମ୍ ଆପକେ ହୈ ୱୋ (୧୯୯୭)
  • ଦମ୍ ଦମା ଦମ୍ (୧୯୯୮)
  • ହେରା ଫେରି (୧୯୯୯)
  • ଜୁଗଲ୍ ବନ୍ଦୀ
  • ହମ୍ ସବ୍ ବରାତୀ (୨୦୦୪)
  • ଗୁଟୁର ଗୁ (୨୦୧୦-୨୦୧୨)
  • ଅଦାଲତ (୨୦୧୦)
  • ଲାଖୋଁ ମେ ଏକ୍ (୨୦୧୨) [୧][୯]
  • ଗୁଟାର୍ ଗୁ ୨ (୨୦୧୨-୨୦୧୩)
  • ସତରଙ୍ଗୀ ସସୁରାଲ୍ (୨୦୧୪-୨୦୧୬)
  • ଗୁତର ଗୁ ୩ (୨୦୧୪)
  • ବେଲନ୍ ବାଲି ବୋହୂ (୨୦୧୮)
  • ଗୁଡ଼ିୟା ହମାରୀ ସଭି ପେ ଭାରି (୨୦୨୦)
  • ସ୍ପାଏ ବୋହୂ (୨୦୨୨)
  • ସ୍କାମ୍ ୨୦୦୩ (୨୦୨୩)

ନାଟକ/ଥିଏଟର[ସମ୍ପାଦନା]

  • ଆନ୍ଧୟୁଗ୍

ଆଧାର[ସମ୍ପାଦନା]

  1. "Bhavana Balsavar to be seen as Kanchan bua in Meri Saas Bhoot Hai".
  2. "Fans love Gutur Gu cast". The Times of India. 12 March 2011. Archived from the original on 11 April 2013.
  3. "Hush: Gutur Gu, India's first silent comedy show, goes on air from March 5". The Indian Express. 7 March 2010.
  4. "Shubha Khote – Memories". cineplot.com. Retrieved 12 August 2016.
  5. The Forgotten Bollywood bhai-behan Brigade[dead link]ଛାଞ୍ଚ:Cbignore Bollywood Hungama, 9 August 2006.
  6. "'Comedy is about timing, not buffoonery' : with Bhavana Balsaver". Indian Television Dot Com. 2 August 2005. Retrieved 12 August 2016.
  7. Shobha Khote with daughter Bhavna Balsaver during 'SAB Ke Anokhe Awards' The Times of India, 26 June 2012.
  8. "An Interview with Bhavana Balsaver". indiantelevision.com. 2 August 2005. Retrieved 10 March 2013.
  9. "Bhavna Balsavar,Rahul Vohra & Rajesh Jais in Lakhon Mein Ek". The Times of India. 11 September 2012. Archived from the original on 23 October 2012.

ବାହାର ଲିଙ୍କ୍[ସମ୍ପାଦନା]