ଆଲୋଚନା:ହସ୍ତ ଶୁଚିରକ୍ଷାକାରୀ

Page contents not supported in other languages.
ଉଇକିପିଡ଼ିଆ‌ରୁ

ଏହି ଲେଖାଟିର ନାଁ ଆଊ ଟିକେ ସରଳ କଲେ ଭଲ ହୁଅନ୍ତା । ମତାମତ ଜଣାଇବେ ।--Jnanaranjan Sahu (ଜ୍ଞାନ) ମୋତେ କିଛି କହିବେ ୦୧:୫୦, ୧୦ ସେପ୍ଟେମ୍ବର ୨୦୧୮ (IST)[reply]

କିଛି ସମ୍ଭାବିତ ଶବ୍ଦ ହେଲା-> ହାତସଫା ଲିକୁଇଡ, ହସ୍ତ ପ୍ରକ୍ଷାଳନକାରୀ, ହାତ ସ୍ୱଚ୍ଛକାରୀ, ହାତଧୁଆ ତରଳ ପଦାର୍ଥ, ହାତ ସଫାକାରୀ, ହାତସଫା ତରଳ ଇତ୍ୟାଦି ଇତ୍ୟାଦି । ସୌମେନ୍ଦ୍ର (ମୋ ଆଲୋଚନା) ୦୯:୪୯, ୧୦ ସେପ୍ଟେମ୍ବର ୨୦୧୮