ଆଇଭୋସିଡେନିବ

ଉଇକିପିଡ଼ିଆ‌ରୁ
ଆଇଭୋସିଡେନିବ
Clinical data
Pronunciationeye"voe sid' e nib
Trade namesTibsovo
SynonymsAG-120
AHFS/Drugs.commonograph
MedlinePlusa618042
data
Routes of
administration
By mouth
Legal status
Legal status
Identifiers
  • (2S)-N-{(1S)-1-(2-chlorophenyl)-2-[(3,3- difluorocyclobutyl)amino]-2-oxoethyl}-1-(4-cyanopyridin2-yl)-N-(5-fluoropyridin-3-yl)-5-oxopyrrolidine2-carboxamide
Chemical and physical data
FormulaC28H22ClF3N6O3
Molar mass୫୮୨.୯୭ g·mol−1
3D model (JSmol)
  • C1CC(=O)N(C1C(=O)N(C2=CC(=CN=C2)F)C(C3=CC=CC=C3Cl)C(=O)NC4CC(C4)(F)F)C5=NC=CC(=C5)C#N

ଆଇଭୋସିଡେନିବ (ଇଂରାଜୀ ଭାଷାରେ Ivosidenib), ଟିବସୋଭୋରେ ନାମରେ ବିକ୍ରି ହେଉଛି, ହେଉଛି ଏକ ଔଷଧ ଯାହା ତୀବ୍ର ମାୟେଲଏଡ ଲିଉକେମିଆ (AML) ଏବଂ କୋଲାଞ୍ଜିଓକାର୍ସିନୋମା ରୋଗମାନଙ୍କର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[୧] [୨] ନିର୍ଦ୍ଦିଷ୍ଟ ଭାବରେ ଆଇଡିଏଚ୧ (IDH1) ମ୍ୟୁଟେସନ ଥିବା ରୋଗୀଙ୍କ ନିମନ୍ତେ ବ୍ୟବହୃତ ହୁଏ ।[୩] [୨] ଏହା ପାଟିରେ ଦିଆଯାଏ ।[୩]

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ତରଳ ଝାଡ଼ା, ଥକ୍କା, ଫୁଲା, ଅଇ, ପେଟ ଯନ୍ତ୍ରଣା, ଅଣନିଶ୍ୱାସ, କ୍ୟୁଟି ବିସ୍ତାର QT ବା ଲଙ୍ଗ କ୍କ୍ୟୁଟି ସିଣ୍ଡ୍ରମୋ, ସ୍ନାୟୁ ଚିକିତ୍ସା, ନିଉରୋପାଥି, ଯକୃତ ସମସ୍ୟା, କମ୍ ରକ୍ତ ପୋଟାସିୟମ୍ ଏବଂ ବୃକ୍‌କ ସମସ୍ୟା ହୋଇପାରେ ।[୩] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଗୁଇଲେନ-ବାରେ ସିଣ୍ଡ୍ରୋମ ଏବଂ ଭିନ୍ନତା ("Differentiation syndrome")ସିଣ୍ଡ୍ରୋମ ଅନ୍ତର୍ଭୁକ୍ତ ହୋଇପାରେ ।[୩] ଗର୍ଭାବସ୍ଥାରେ ବ୍ୟବହାର ଶିଶୁର କ୍ଷତି ହୋଇପାରେ ।[୩] ଏହା ଏକ ଆଇସୋସାଇଟ୍ରେଟ ଡିହାଇଡ୍ରୋଜେନେଜ-୧ (IDH1) ପ୍ରତି ରୋଧକ ଯାହା ୨-ହାଇଡ୍ରୋକ୍ସିଗ୍ଲୁଟାରେଟର (2-HG) ଅସ୍ୱାଭାବିକ ଉତ୍ପାଦନ ହ୍ରାସ କରି କାର୍ଯ୍ୟକ୍ଷମ ହୁଏ ଯାହା ଫଳରେ କର୍କଟ କୋଷଗୁଡ଼ିକର ଭିନ୍ନତାକୁ ନେଇଥାଏ ।

୨୦୧୮ ମସିହାରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ଆଇଭୋସିଡେନିବ ଅନୁମୋଦିତ ହୋଇଥିଲା ।[୩] ୨୦୨୧ ସୁଦ୍ଧା ଏହା ୟୁରୋପ କିମ୍ବା ବ୍ରିଟେନରେ ଅନୁମୋଦିତ ହୋଇନାହିଁ ।[୪] ଯୁକ୍ତରାଷ୍ଟ୍ରରେ ୨୦୨୧ ସୁଦ୍ଧା ଏହା ପିଛା ମାସକୁ ପ୍ରାୟ ୩୦,୦୦୦ ଡଲାର ଖର୍ଚ୍ଚ ହୋଇଥାଏ ।[୫]

ଆଧାର[ସମ୍ପାଦନା]

  1. ୧.୦ ୧.୧ "Tibsovo- ivosidenib tablet, film coated". DailyMed. 24 April 2019. Archived from the original on 2 July 2019. Retrieved 18 December 2019.
  2. ୨.୦ ୨.୧ "FDA approves ivosidenib for advanced or metastatic cholangiocarcinoma". U.S. Food and Drug Administration (FDA). 26 August 2021. Archived from the original on 26 August 2021. Retrieved 26 August 2021.
  3. ୩.୦ ୩.୧ ୩.୨ ୩.୩ ୩.୪ ୩.୫ "Ivosidenib Monograph for Professionals". Drugs.com (in ଇଂରାଜୀ). Archived from the original on 4 March 2021. Retrieved 26 November 2021.
  4. "Ivosidenib". SPS - Specialist Pharmacy Service. 13 December 2017. Archived from the original on 11 December 2021. Retrieved 1 December 2021.
  5. "Tibsovo Prices, Coupons & Patient Assistance Programs". Drugs.com (in ଇଂରାଜୀ). Archived from the original on 26 February 2021. Retrieved 1 December 2021.