Jump to content

ରାମଚଣ୍ଡୀ କୋଶଳା ଅନୁଗୁଳ

ଉଇକିପିଡ଼ିଆ‌ରୁ

ଅନୁଗୁଳଠାରୁ ଜାତୀୟ ରାଜପଥରେ ଦେଓଗଡ଼ ଅଭିମୁଖେ ପ୍ରାୟ ୨୬ କି.ମି ଯିବା ପରେ ପଡେ ଏହି ଗାଁ କୋଶଳା ।ଏହି ଗ୍ରାମର ଅଧିଷ୍ଠାତ୍ରୀ ଦେବୀ ହେଲେ ମା ରାମଚଣ୍ଡୀ ।ଭାରି ପ୍ରତ୍ୟକ୍ଷ , ପ୍ରତି ବର୍ଷ ଭାଦ୍ରବ ମାସ ଦ୍ୱିତୀୟା ତିଥିରେ ମା'ଙ୍କ ଯାତ୍ରା ଆରମ୍ଭ ହୋଇ ତିନି ଚାରି ଦିନ ଧରି ମହା ଧୂମ୍ ଧାମ୍ରେ ଚାଲେ ।ରାଜ୍ୟର ବିଭିନ୍ନ ଜାଗାରୁ ଭକ୍ତମାନଙ୍କର ସୁଅ ଏଠାକୁ ଛୁଟି ଥାଏ ଏବଂ ମନୋସ୍କାମନା ପୂରଣ ପାଇଁ ଭକ୍ତମାନେ ମା'ଙ୍କ ନିକଟରେ ଅଧିଆ ପଡନ୍ତି ।ଗାଁ ଲୋକଙ୍କଦ୍ୱାରା ଗଠିତ ଏକ ଟ୍ରଷ୍ଟ ବୋର୍ଡ ବର୍ତ୍ତମାନ ମନ୍ଦିର ପରିଚାଳନା କରୁଛି ।--ସବ୍ୟସାଚୀ ଗଡ଼ନାୟକ (ମୋ ଆଲୋଚନା) ୧୦:୪୧, ୧୬ ଅଗଷ୍ଟ ୨୦୧୪ (UTC)