ଡିପ୍ଲୁପ୍ରେଡନେଟ

ଉଇକିପିଡ଼ିଆ‌ରୁ
ଡିପ୍ଲୁପ୍ରେଡନେଟ
Clinical data
AHFS/Drugs.commonograph
MedlinePlusa609025
data
Routes of
administration
Topical
Legal status
Legal status
Identifiers
  • [(6S,8S,9R,10S,11S,13S,14S,17R)-17-(2-acetyloxyacetyl)-6,9-difluoro-11-hydroxy-10,13-dimethyl-3-oxo-6,7,8,11,12,14,15,16-octahydrocyclopenta[a]phenanthren-17-yl] butanoate
ECHA InfoCard100.041.636 Edit this at Wikidata
Chemical and physical data
FormulaC27H34F2O7
Molar mass508.551
  (verify)

ଡିପ୍ଲୁପ୍ରେଡନେଟ (ଇଂରାଜୀ ଭାଷାରେ Difluprednate/ DFBA), ଡ୍ୟୁରେଜୋଲ ବ୍ରାଣ୍ଡ ଏହାର ଏକ ବିକ୍ରୟ ନାମ, ହେଉଛି ଏକ କର୍ଟିକୋଷ୍ଟିରଏଡ ଯାହା ଆଖି ଅସ୍ତ୍ରୋପଚାର ପରେ ଯନ୍ତ୍ରଣା ଏବଂ ପ୍ରଦାହର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[୧] ଏହା ଆଖି ବୁନ୍ଦା ଭାବରେ ବ୍ୟବହୃତ ହୁଏ ।[୧] ଯେଉଁମାନେ ଏହାକୁ ବ୍ୟବହାର କରନ୍ତି ସେମାନେ କଣ୍ଟାକ୍ଟ ପିନ୍ଧିବା ଉଚିତ୍ ନୁହେଁ ।[୧]

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଆଖିପତା ପ୍ରଦାହ, ଆଲୋକ ପ୍ରତି ସମ୍ବେଦନଶୀଳତା ଏବଂ ଆଖି ଲାଲ ରଙ୍ଗ ହୋଇପାରେ ।[୧] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଆଖି ଚାପ ବୃଦ୍ଧି, ମୋତିଆବିନ୍ଦୁ, ଧୀର ଆରୋଗ୍ୟ ଏବଂ ସଂକ୍ରମଣ ହୋଇପାରେ ।[୨] ଗର୍ଭାବସ୍ଥାରେ ସୁରକ୍ଷା ଅସ୍ପଷ୍ଟ ଅଟେ ।[୨]

୨୦୦୮ ମସିହାରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ଡିପ୍ଲୁପ୍ରେଡେଟ୍ ଅନୁମୋଦିତ ହୋଇଥିଲା ।[୧] ଏହା ଏକ ସାଧାରଣ ଔଷଧ ଭାବରେ ଉପଲବ୍ଧ ।[୩] ଯୁକ୍ତରାଷ୍ଟ୍ରରେ ୨୦୨୧ ସୁଦ୍ଧା ୫ ମିଲି ଔଷଧର ମୂଲ୍ୟ ପ୍ରାୟ ୬୦ ଡଲାର ଥିଲା ।[୩] ଏହା ମୂଳତଃ ପ୍ରେଡନିସୋଲୋନରୁ ତିଆରି ହୋଇଥିଲା ।[୧]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ "Difluprednate Monograph for Professionals". Drugs.com (in ଇଂରାଜୀ). Archived from the original on 29 September 2021. Retrieved 24 December 2021.
  2. ୨.୦ ୨.୧ "DailyMed - DIFLUPREDNATE- difluprednate ophthalmic emulsion". dailymed.nlm.nih.gov. Archived from the original on 11 January 2022. Retrieved 26 December 2021.
  3. ୩.୦ ୩.୧ "Difluprednate Prices, Coupons & Savings Tips - GoodRx". GoodRx. Archived from the original on 19 May 2016. Retrieved 26 December 2021.