ଟାଫ୍ଲୁପ୍ରୋଷ୍ଟ

ଉଇକିପିଡ଼ିଆ‌ରୁ
ଟାଫ୍ଲୁପ୍ରୋଷ୍ଟ
Clinical data
Trade namesSaflutan, Taflotan, Tapros, Zioptan, others
AHFS/Drugs.comMultum Consumer Information
Pregnancy
category
  • US: C (Risk not ruled out)
Routes of
administration
Topical (eye drops)
Legal status
Legal status
Pharmacokinetic data
MetabolismActivation by ester hydrolysis, deactivation by beta oxidation
Onset of action2–4 hrs
Duration of action≥ 24 hrs
Identifiers
  • Isopropyl (5Z)-7-{(1R,2R,3R,5S)-2-[(1E)-3,3-difluoro-4-phenoxybut-1-en-1-yl]-3,5-dihydroxycyclopentyl}hept-5-enoate
ECHA InfoCard100.207.745 Edit this at Wikidata
Chemical and physical data
FormulaC25H34F2O5
Molar mass୪୫୨.୫୪ g·mol−1
3D model (JSmol)
  • CC(C)OC(=O)CCC\C=C/CC(C(O)CC1O)C1\C=C\C(F)(F)COc2ccccc2
  • InChI=1S/C25H34F2O5/c1-18(2)32-24(30)13-9-4-3-8-12-20-21(23(29)16-22(20)28)14-15-25(26,27)17-31-19-10-6-5-7-11-19/h3,5-8,10-11,14-15,18,20-23,28-29H,4,9,12-13,16-17H2,1-2H3/b8-3-,15-14+/t20-,21-,22+,23-/m1/s1
  • Key:WSNODXPBBALQOF-VEJSHDCNSA-N

ଟାଫ୍ଲୁପ୍ରୋଷ୍ଟ (ଇଂରାଜୀ ଭାଷାରେ Tafluprost), ଅନ୍ୟମାନଙ୍କ ମଧ୍ୟରେ ଜିଓପ୍ଟାନ (Zioptan) ଏକ ବେପାର ନାମ, ହେଉଛି ଏକ ଔଷଧ ଯାହା ଓପନ-ଆଙ୍ଗଲ୍ ଗ୍ଲୁକୋମା ଏବଂ ନେତ୍ର ସମ୍ବନ୍ଧୀୟ ଉଚ୍ଚ ରକ୍ତଚାପର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[୧] ଏହା ଆଖି ବୁନ୍ଦା ଭାବରେ ବ୍ୟବହୃତ ହୁଏ ।[୧] ଏହା ଏକାକୀ କିମ୍ବା ଅନ୍ୟାନ୍ୟ ଔଷଧ ସହିତ ବ୍ୟବହୃତ ହୋଇପାରେ ।[୧]

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଆଖି ଲାଲ ରଙ୍ଗ, ଗଲୁ, ଆଖିବାଳ ବୃଦ୍ଧି ଏବଂ ଅସ୍ପଷ୍ଟ ଦୃଷ୍ଟିଶକ୍ତି ହୋଇପାରେ ।[୧] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଆଇରାଇଟିସ ଏବଂ ମାକୁଲାର ଇଡିମା ହୋଇପାରେ ।[୧] ଏହା ଏକ ପ୍ରୋଷ୍ଟାଗ୍ଲାଡିନ୍ ଆନାଲଗ ଯାହା ଆଖିରୁ ଜଳୀୟ ତରଳ ପଦାର୍ଥର ପ୍ରବାହକୁ ବୃଦ୍ଧି କରି କାର୍ଯ୍ୟକ୍ଷମ ହୁଏ ବୋଲି ବିଶ୍ୱାସ କରାଯାଏ ।[୧]

୨୦୧୨ ମସିହାରେ ଯୁକ୍ତରାଷ୍ଟ୍ରରେ ଏବଂ ୨୦୧୪ରେ କାନାଡ଼ାରେ ଡାକ୍ତରୀ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ଟାଫ୍ଲୁପ୍ରୋଷ୍ଟକୁ ଅନୁମୋଦନ କରାଯାଇଥିଲା ।[୧] [୨] ଯୁକ୍ତରାଷ୍ଟ୍ରରେ ୨୦୨୧ ସୁଦ୍ଧା ମାସକୁ ପ୍ରାୟ ୧୫୦ ଡଲାର ଖର୍ଚ୍ଚ ହୋଇଥାଏ [୩] ୨୦୨୦ରେ ବିମାଟୋପ୍ରୋଷ୍ଟ ତୁଳନାରେ କାନାଡାରେ ଏହା କମ୍ ବ୍ୟୟବହୁଳ ଥିଲା ।[୪]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ "Tafluprost Monograph for Professionals". Drugs.com (in ଇଂରାଜୀ). Archived from the original on 4 March 2021. Retrieved 20 September 2021.
  2. Canada, Health (2 July 2014). "Notice: Prescription Drug List (PDL): Multiple additions". www.canada.ca. Archived from the original on 8 July 2021. Retrieved 20 September 2021.
  3. "Tafluprost Prices, Coupons & Savings Tips - GoodRx". GoodRx. Archived from the original on 1 May 2016. Retrieved 20 September 2021.
  4. "Prostaglandin Analogues for Ophthalmic Use: A Review of Comparative Clinical Effectiveness, Cost-Effectiveness, and Guidelines | CADTH". www.cadth.ca. Archived from the original on 22 September 2021. Retrieved 20 September 2021.