ଉଇକିପିଡ଼ିଆ:Main Page/Proposed

ଉଇକିପିଡ଼ିଆ‌ରୁ
          ଓଡ଼ିଆ ଉଇକିପିଡ଼ିଆ
            ଏକ ଖୋଲା ଜ୍ଞାନକୋଷ, ଯାହା ସଭିଙ୍କୁ ଲେଖିବା ଓ ବଦଳାଇବାର ସୁବିଧା ଦେଇଥାଏ ।
             ଏହା ୧୮,୧୫୨ ଗୋଟି ପ୍ରସଙ୍ଗରେ ଭରା ।

ରଜ ଓଡ଼ିଶାର ଏକ ପାରମ୍ପାରିକ ପର୍ବ ଓ ରାଜ୍ୟର ଗଣପର୍ବ । ଏହା ତିନିଦିନ ଧରି ପାଳନ କରାଯାଇଥାଏ । ଏହାର ଦ୍ଵିତୀୟ ଦିନରେ ମିଥୁନ ମାସର ଆରମ୍ଭ ଓ ଏହା ପରେ ବର୍ଷା ଆରମ୍ଭ ହୁଏ । ରଜ ସଂକ୍ରାନ୍ତିର ପୂର୍ବଦିନ ପହିଲି ରଜ, ଦ୍ଵିତୀୟ ଦିବସ ହେଉଛି ରଜ ସଂକ୍ରାନ୍ତି, ତୃତୀୟ ଦିବସ ହେଉଛି ଭୂମିଦାହ ବା ଭୂମି ଦହନ, ଚତୁର୍ଥ ତଥା ଅନ୍ତିମ ଦିବସ ହେଉଛି ବସୁମତୀ ସ୍ନାନ । [୧] ଏହା ଚାଷର ଆରମ୍ଭକୁ ସୂଚାଇଥାଏ । ରଜ ଶବ୍ଦର ଆକ୍ଷରିକ ଅର୍ଥ ରଜବତୀ ହେବା, ଯାହା ପୃଥିବୀକୁ ମାତା ଭାବରେ ବିବେଚନା କରି ବର୍ଷାର ଆଗମନରେ ସେ ରଜସ୍ଵଳା ହେବାର ଓ ନୂଆ ଶସ୍ୟ ଜନ୍ମ ହେବାର ସାଙ୍କେତିକ ଭାବ ବହନ କରିଥାଏ । ଏହି ଦିନରେ ଚାଷୀମାନେ ବସୁମତୀ ତଥା ହଳଲଙ୍ଗଳ ପୂଜନ କରିବା ସହ ଚାଷ କାମରୁ ତିନି ଦିନ ପାଇଁ ବିରତି ନେଇଥାନ୍ତି । ରଜରେ ପୋଡ଼ ପିଠା ଓ ପାନ ଖିଆ ସହିତ ଝିଅମାନଙ୍କ ରଜ ଦୋଳି ଓ ପୁଚି ଖେଳ ସହ ପୁଅମାନଙ୍କ ଲୁଡୁ, ତାସ, ବାଗୁଡ଼ି ଆଦି ଖେଳି ଏହି ଦିବସଟି ପାଳନ କରାଯାଇଥାଏ ।

ପୁରା ପଢନ୍ତୁ...

ଏଇଟି ଗତବର୍ଷ ପୁରୁଣା ବଛା ଲେଖା, ନୁଆ ତିଆରି କରନ୍ତୁ


କେମିତି ବ୍ୟବହାର କରିବେ ଉଇକିପିଡ଼ିଆ
ବ୍ୟବହାର ଶିକ୍ଷଣ





ଉଇକିମିଡ଼ିଆ ଅଧୀନରେ ଥିବା ବିବିଧ ପ୍ରକଳ୍ପ

ମେଟା-ଉଇକି ମେଟା-ଉଇକି (ଉଇକିମିଡ଼ିଆ ପ୍ରକଳ୍ପର ପରିଚାଳନା)    କମନ୍ସ ଉଇକିକମନ୍ସ (ମାଗଣା ମାଧ୍ୟମର ଭଣ୍ଡାର)    Wikidata ଉଇକିଡାଟା (ଖୋଲା ତଥ୍ୟ ଭଣ୍ଡାର)    ଉଇକିଅଭିଧାନ ଉଇକିଅଭିଧାନ (ଶବ୍ଦକୋଷ ଓ ବିଶେଷଣ ପୋଥି)    ଉଇକିକଥା ଉଇକିକଥା (ଢଗଢମାଳି ଓ ବିଶେଷ କଥା)    ଉଇକିପାଠାଗାର ଉଇକିପାଠାଗାର (ମାଗଣା ପଢ଼ାଘର)    ଉଇକି ସମ୍ବାଦ ଉଇକି ସମ୍ବାଦ (ଖୋଲା ସମ୍ବାଦ)    ଉଇକିପୋଥି ଉଇକିପୋଥି (ମାଗଣା ପଢ଼ାବହି ଓ ମାନୁଆଲ)    ଉଇକିସ୍ପିସିସ ଉଇକିସ୍ପିସିସ (ଜାତିମାନଙ୍କର ତାଲିକା)    ଉଇକି ମହାବିହାର ଉଇକି ମହାବିହାର (ମାଗଣା ଶିକ୍ଷଣ ଓ ଉପକରଣ)    ଉଇକିଭ୍ରମଣ ଉଇକିଭ୍ରମଣ (ଖୋଲା ଭ୍ରମଣ-ପୁସ୍ତିକା)

ବାକିସବୁ ଭାଷାରେ ଉଇକିପିଡ଼ିଆ

ଏହି ଉଇକିପିଡ଼ିଆଟି ଓଡ଼ିଆରେ ଲେଖା ହେଇଅଛି । ଏହା 2002 (2002)ରେ ଆରମ୍ଭ ହେଇଥିଲା, ଏବେ ଏଥିରେ ୧୮,୧୫୨ ଗୋଟି ଲେଖା ଅଛି । ଆଉରି ଅନେକ ଭାଷାରେ ଉଇକିପିଡ଼ିଆ ଅଛି; କେତୋଟି ବଡ଼ ବଡ଼ ଉଇକିପିଡ଼ିଆ ହେଲା:

  • ୧୦,୦୦,୦୦୦ରୁ ଅଧିକ ଲେଖାରେ ଭରା: English · Svenska · Deutsch · Nederlands · Français  · Winaray · Русский  · Sinugboanong Binisaya · Italiano  · Español  · Tiếng Việt · Polski
  • ୩,୦୦,୦୦୦ରୁ ଅଧିକ ଲେଖାରେ ଭରା: 日本語 · Português · 中文 · Українська · Català · فارسی · Norsk (bokmål)  · Srpskohrvatski / Српскохрватски · Suomi · العربية · Bahasa Indonesia · Română  · Čeština · Magyar  · Српски / Srpski · 한국어
  • ୧,୦୦,୦୦୦ରୁ ଅଧିକ ଲେଖାରେ ଭରା: Bahasa Melayu · Türkçe · Minangkabau · Esperanto  · Қазақша · Euskara · Slovenčina · Dansk  · Български · עברית · Lietuvių · Հայերեն · Hrvatski · Slovenščina · Eesti  · O‘zbek · Galego · Norsk (nynorsk)  · Volapük · Latina · English (simple) · Ελληνικά