ପଞ୍ଜାବ, ପାକିସ୍ତାନ

ଉଇକିପିଡ଼ିଆ‌ରୁ
(Punjab, Pakistanରୁ ଲେଉଟି ଆସିଛି)

[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

ପଞ୍ଜାବ
پنجاب
Masjid Wazir Khan - Lahore]].
Counter-clockwise from top left:

Chenab River, Lahore Fort, Nankana Sahib, Faisalabad, Noor Mahal - Bahawalpur,

[[:|Masjid Wazir Khan - Lahore]].
Flag of ପଞ୍ଜାବ
Official logo of ପଞ୍ଜାବ
Location of Punjab in Pakistan
Location of Punjab in Pakistan
Map of Punjab, Pakistan
Map of Punjab, Pakistan
ଦେଶପାକିସ୍ତାନ
Established୧ ଜୁଲାଇ ୧୯୭୦
ରାଜଧାନୀଲାହୋର
Largest cityଲାହୋର
Government
 • TypeProvince
 • BodyProvincial Assembly
 • GovernorLatif Khosa (PPP)
 • Chief MinisterShehbaz Sharif (PML (N))
Area
 • ସମୁଦାୟ205344 km2 (79,284 sq mi)
Population
 (2012)
 • Total୯,୧୩,୭୯,୬୧୫
 • Density450/km2 (1,200/sq mi)
 2012 census preliminary
Time zoneUTC+5 (PKT)
Main Language(s)
Other languages: Saraiki, Potohari, Hindko, Jhangochi, Mewati
Assembly seats371[୧]
ଜିଲ୍ଲା୩୬
Tehsils/Towns୧୨୭
Websitepunjab.gov.pk

ପାକିସ୍ତାନୀ ପଞ୍ଜାବ, ପାକିସ୍ତାନର ଏକ ସୁବୋ ବା ରାଜ୍ୟ ଅଟେ। ଏହା ୩୬ଟି ଜିଲ୍ଲାକୁ ନେଇ ଗଠିତ ।ପଞ୍ଜାବ ଜନବସତି ଅନୁଯାୟୀ ସବୁଠୁ ବଡ଼ ରାଜ୍ୟ ଅଟେ।

ବ୍ୟୁତ୍ପତ୍ତି ତ‌ତ୍ତ୍ୱ[ସମ୍ପାଦନା]

ଗ୍ରୀକମାନଙ୍କୁ ଏହା ପେଣ୍ଟାପୋଟାମିଆ ଭାବେ ଜଣା ଥିଲା, ଅର୍ଥାତ୍ ପଞ୍ଚ ନ‌ଦିର ସମାହାର ।[୨] ପଞ୍ଜାବ ଶବ୍ଦଟି ୧୭ଶ ଶତାବ୍ଦୀରେ ପ୍ରଚଳନ ହୋଇଥିଲା, ପାର୍ସି ଭାଷାରେ ଯାହାର ଅର୍ଥ panj (ପାଞ୍ଚ) and āb (ଜଳ)ର ମିଳନ, ଅର୍ଥତ୍ ପଞ୍ଚ ନ‌ଦୀର ମିଳନ, ଯାହା ଗ୍ରୀକ ନାମ ସ‌ହ ଏକାର୍ଥ ଥିଲା ।[୩] ଏହି ପାଞ୍ଚ ନ‌ଦୀ ଯଥାକ୍ରମେ ଚେନାବ, ଝେଲମ, ରାବି, ବେଆସ, ଓ ସତଲେଜ, ଯାହା ସିନ୍ଧୁ ନ‌ଦୀ ଦେଇ ଆରବ ସାଗରରେ ପଡ଼ିଛି । ପାଞ୍ଚୋଟି ନ‌ଦୀ ମଧ୍ୟରୁ ଚାରୋଟି ପାକିସ୍ତାନ ପଞ୍ଜାବରେ ଅଛି ।

==ଭୂଗୋଳ==1947 ମସିହାରେ ଭାରତୀୟ ପଞ୍ଜାବ ସୃଷ୍ଟି ହୋଇଥିଲା ଯେତେବେଳେ ଭାରତର ବିଭାଜନ ପଞ୍ଜାବର ପୂର୍ବ ରାଜ ପ୍ରଦେଶକୁ ଭାରତ ଏବଂ ପାକିସ୍ଥାନ ମଧ୍ୟରେ ବିଭକ୍ତ କରିଥିଲା। ପ୍ରଦେଶର ଅଧିକାଂଶ ମୁସଲମାନ ପଶ୍ଚିମ ଭାଗ ପାକିସ୍ତାନର ପଞ୍ଜାବ ପ୍ରଦେଶରେ ପରିଣତ ହେଲା; ଅଧିକାଂଶ ଶିଖ୍ ପୂର୍ବ ଭାଗ ଭାରତର ପଞ୍ଜାବ ରାଜ୍ୟ ହୋଇଗଲା | ସଚ୍ଚା ସିନ୍ଧୁ ପ୍ରାଚୀନ କାଳରେ ଏହି ଅଞ୍ଚଳର ଅନ୍ୟାନ୍ୟ ନାମ ଥିଲା | ବ ed ଦିକ ଗ୍ରନ୍ଥ ଅନୁଯାୟୀ ଏହା ସଚ୍ଚା ସିନ୍ଧୁ ନାମରେ ଜଣାଶୁଣା | ଗ୍ରୀକ୍ମାନେ ଏହାର ନାମ ପେଣ୍ଟାପୋଟାମିଆ ରଖିଲେ | ମହାଭାରତ ଏବଂ ରାମାୟଣ ସମୟରେ ଏହାକୁ ପଞ୍ଚନାଡା ଏବଂ ବ୍ରହ୍ମ ଭ୍ରାତା କୁହାଯାଉଥିଲା।

ଇତିହାସ[ସମ୍ପାଦନା]

ମୋଗଲ ସାମ୍ରାଜ୍ୟ[ସମ୍ପାଦନା]

ମୋଗଲମାନେ ଏହି ଅଞ୍ଚଳକୁ ୧୫୨୪ରୁ ୧୭୩୯ ପର୍ଜ୍ୟନ୍ତ ଶାସନ କରିଥିଲେ ଓ ବ‌ହୁତ ନିର୍ମାଣ କାର୍ଯ୍ୟ କରିଥିଲେ, ଯେପରି ଲାହୋରର ଶାଲିମାର ବଗିଚା [୪]ଓ ବଡ଼ସାହି ମସଜିଦ ।ମୁସଲିମ ସୈନ୍ୟ, ବଣିକ, ନିର୍ମାତା ଓ ସୁଫିମାନେ ପରଥିବୀର ଅନ୍ୟ ଅଞ୍ଚଳରୁ ଦକ୍ଷିଣ ଏସିଆର ଇସଲାମ ସୁଲତାନ୍ ସାମ୍ରାଜ୍ୟକୁ ଆସିଥିଲେ ।

ଆଫଗାନ ଦୁରାନୀ ସାମ୍ରାଜ୍ୟ[ସମ୍ପାଦନା]

ସ୍ୱାତ ଅଞ୍ଚଳ ଯାହା ଆଫଗାନ ଆକ୍ରମଣକାରୀ ଅହମ୍ମଦ ଶାହ ଦୁରାନିଙ୍କଦ୍ୱାରା ୧୭୪୭ ମସିହାରେ ଦୁରାନୀ ସାମ୍ରାଜ୍ଯ ସ‌ହ ସଂଯୁକ୍ତ ହୋଇଥିଲା, ୧୭୬୨ ପର୍ଯ୍ୟନ୍ତ ଥିଲା ।[୫]

ମରାଠା ସାମ୍ରାଜ୍ୟ[ସମ୍ପାଦନା]

୧୭୫୮ରେ ହିନ୍ଦୁ ମରାଠା ସାମ୍ରାଜ୍ୟର ଗେନେରାଲ ରଘୁନାଥ ରାଓ ଲାହୋର ଓ ଆଟ୍ଟୋକ ଅଧିକାର କଲେ । ତିମୁର ଶାହ ଦୁରାନୀ ଓ ଭାଇସ୍‌ରାୟ ଅହମ୍ମଦ ଶାହ ଅବଦଲୀ ପଞ୍ଜାବରୁ ବିତାଡ଼ିତ ହେଲେ । ପେଶ‌ୱାରର ଦକ୍ଷିନ ଓ ଉତ୍ତରରେ ଥିବା ଅଞ୍ଚଳ ଏବଂ ଲାହୋର, ମୁଲତାନ, ଦେରା ଘାଜି ଖାନ, କାଶ୍ମୀର ମରାଠା ଅଞ୍ଚଳ ଅଧୀନ‌କୁ ଆସିଗଲା ।[୬] ପଞ୍ଜାବ ଓ କାଶ୍ମୀରରେ ମରାଠାମାନେ ମୁଖ୍ୟ ଥିଲେ ।[୭][୮] ୧୭୬୧ରେ ପାନିପତ ଯୁଦ୍ଧ ୩ ହୋଇଥିଲା, ଯେଉଁଥିରେ ଅହମ୍ମଦ ଶାହ ଅବଦଲୀ ପଞ୍ଜାବ ଓ କାଶ୍ମୀରର ମରାଠା ଅଞ୍ଚଳ ପୁଣିଥରେ ଅଧିକାର କଲେ ।[୯]

ଭାଷା ଓ ସଂସ୍କୃତି[ସମ୍ପାଦନା]

ପର୍ଯ୍ୟଟନ[ସମ୍ପାଦନା]

Provincial symbols of Punjab (unofficial)
Provincial animal
Provincial bird
Provincial tree
Provincial flower
Provincial sport

ଆଧାର[ସମ୍ପାଦନା]

  1. "Provincial Assembly - Punjab".
  2. Manmohan Singh, H. K. "Punjab". Encyclopaedia of Sikhism. Punjabi University Patiala. Retrieved 15 May 2016.
  3. Singh, Pritam (2008). Federalism, Nationalism and Development: India and the Punjab Economy. London; New York: Routledge. p. 3. ISBN 0-415-45666-5.
  4. "Shalamar Garden". Gardens of the Mughal Empire. Retrieved July 2016. {{cite web}}: Check date values in: |access-date= (help)
  5. "The History of Afghanistan". Retrieved 20 March 2015.
  6. Advanced Study in the History of Modern India: 1707 – 1813 – Jaswant Lal Mehta – Google Books. Books.google.co.in. Retrieved on 12 July 2013.
  7. Roy, Kaushik. India's Historic Battles: From Alexander the Great to Kargil. Permanent Black, India. pp. 80–1. ISBN 978-81-7824-109-8.
  8. Elphinstone, Mountstuart (1841). History of India. John Murray, Albermarle Street. p. 276.
  9. For a detailed account of the battle fought, see Chapter VI of The Fall of the Moghul Empire of Hindustan by H. G. Keene.

ବାହାର ତଥ୍ୟ[ସମ୍ପାଦନା]