ଲକ୍ସାପାଇନ

ଉଇକିପିଡ଼ିଆ‌ରୁ
(Loxapineରୁ ଲେଉଟି ଆସିଛି)
ଲକ୍ସାପାଇନ
Clinical data
Trade namesLoxitane, Adasuve, others
AHFS/Drugs.commonograph
MedlinePlusa682311
data
Routes of
administration
By mouth, powder for inhalation
Legal status
Legal status
  • AU: S4 (Prescription only)
  • US: ℞-only
  • EU: Rx-only
Pharmacokinetic data
Protein binding96.8%[୧]
MetabolismExtensive hepatic; active metabolites include amoxapine and 8-hydroxyloxapine. Inhibits P-gp and is a substrate of CYP1A2, CYP3A4 and CYP2D6[୧]
Elimination half-life4 hours (oral); 7.61 hours (inhalation)[୧]
ExcretionMajority are excreted within 24 hours, main route through urine (conjugated metabolites), small amounts through the feces (unconjugated metabolites)
Identifiers
  • 8-chloro-6-(4-methylpiperazin-1-yl)benzo[b][1,4]benzoxazepine
ECHA InfoCard100.016.215 Edit this at Wikidata
Chemical and physical data
FormulaC18H18ClN3O
Molar mass୩୨୭.୮୧ g·mol−1
3D model (JSmol)
Melting point109 to 110 °C (228 to 230 °F)
  • Clc2ccc1Oc4c(/N=C(\c1c2)N3CCN(C)CC3)cccc4
  • InChI=1S/C18H18ClN3O/c1-21-8-10-22(11-9-21)18-14-12-13(19)6-7-16(14)23-17-5-3-2-4-15(17)20-18/h2-7,12H,8-11H2,1H3 checkY
  • Key:XJGVXQDUIWGIRW-UHFFFAOYSA-N checkY
  (verify)

ଲକ୍ସାପାଇନ, ଅନ୍ୟମାନଙ୍କ ମଧ୍ୟରେ ଏକ ବେପାର ନାମ ଲକ୍ସିଟାନ, ହେଉଛି ଏକ ସାଧାରଣ ଆଣ୍ଟିସାଇକୋଟିକ ଔଷଧ ଯାହା ସିଜୋଫ୍ରେନିଆ ସମେତ ସାଇକୋସିସ ଏବଂ ଉତ୍ତେଜନାର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[୨] [୩]

ବୌଦ୍ଧିକ ଅକ୍ଷମତା ଥିବା ଲୋକଙ୍କ ଉପକାର ମିଳିବା ଅସ୍ପଷ୍ଟ ଅଟେ ।[୨] ଏହା ପାଟିରେ ଦିଆଯାଏ କିମ୍ବା ପ୍ରଶ୍ୱାସରେ ନିଆଯାଏ ।[୨] [୩]

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଚଳପ୍ରଚଳ ସମସ୍ୟା, ନିଦ୍ରାଳୁ ଭାବ, ଶୁଖିଲା ପାଟି, ଅସ୍ପଷ୍ଟ ଦୃଷ୍ଟିଶକ୍ତି, ଠିଆ ହେବା ସହିତ ନିମ୍ନ ରକ୍ତଚାପ ଏବଂ ଦ୍ରୁତ ହୃଦସ୍ପନ୍ଦନ ଗତି ହୋଇପାରେ ।[୨] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ସ୍ତନରୁ ଅଧିକ ଦୁଗ୍ଧ ଉତ୍ପାଦନ, ବାତ, ଆତପଦାହ, ନିଉରୋଲେପ୍ଟିକ୍ ମାଲିଗନାଣ୍ଟ ସିଣ୍ଡ୍ରୋମ ଏବଂ ଡିମେନ୍ସିଆ ରୋଗୀଙ୍କ ମୃତ୍ୟୁ ହେବାର ଆଶଙ୍କା ରହିପାରେ।[୨] ଡୋପାମାଇନ ଔଷଧ ଡି୨ ଏବଂ ୫-ଏଚଟି୨ଏ ରିସେପ୍ଟରଗୁଡ଼ିକୁ ଅବରୋଧ କରି କାର୍ଯ୍ୟକ୍ଷମ ହୁଏ ବୋଲି ବିଶ୍ୱାସ କରାଯାଏ ।[୩]

୧୯୭୫ ମସିହାରେ ଯୁକ୍ତରାଷ୍ଟ୍ରରେ ଡାକ୍ତରୀ ବ୍ୟବହାର ପାଇଁ ଲକ୍ସାପାଇନ ଅନୁମୋଦିତ ହୋଇଥିଲା ।[୨] ଯୁକ୍ତରାଷ୍ଟ୍ରରେ ଏହାର ୫୦ ମିଗ୍ରା ବିଶିଷ୍ଟ ୬୦ଟି ବଟିକାର ମୂଲ୍ୟ୨୦୨୧ରେ ୩୮ ଡଲାର ଥିଲା [୪]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ Truven Health Analytics, Inc. DrugPoint System (Internet) [cited 2013 Sep 21]. Greenwood Village, CO: Thomsen Healthcare; 2013.
  2. ୨.୦ ୨.୧ ୨.୨ ୨.୩ ୨.୪ ୨.୫ "Loxapine Monograph for Professionals". Drugs.com (in ଇଂରାଜୀ). Archived from the original on 27 January 2021. Retrieved 24 November 2021.
  3. ୩.୦ ୩.୧ ୩.୨ BNF 81: March-September 2021. BMJ Group and the Pharmaceutical Press. 2021. p. 407. ISBN 978-0857114105.
  4. "Loxapine Prices, Coupons & Savings Tips". GoodRx (in ଆମେରିକୀୟ ଇଂରାଜୀ). Archived from the original on 11 December 2021. Retrieved 24 November 2021.