ସାଧବ ବୋହୁ
ଉଇକିପିଡ଼ିଆ ରୁ
| ସାଧବ ବୋହୁ | |
|---|---|
| ପତ୍ର ଉପରେ ସାଧବ ବୋହୁ | |
| ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ | |
| ଜଗତ: | Animalia |
| ସଂଘ: | Arthropoda |
| ଉପସଙ୍ଘ: | Chelicerata |
| ବର୍ଗ: | Arachnida |
| ଉପ-ବର୍ଗ: | Acari |
| ଗଣ: | Trombidiformes |
| ଅଧିକୁଳ: | Trombidioidea |
| କୁଳ: | Trombidiidae |
ସାଧବ ବୋହୁ ଏକ ନାଲି ରଙ୍ଗ ର ଛୋଟ ପୋକ । ଏହା ଓଡିଶା ର ଗଣ ପର୍ବ ରଜରେ ପୂଜା କରାଯାଇଥାଏ । ସାଧାରଣତଃ ବର୍ଷାଦିନେ ଏଗୁଡିକ ବୁଦାଳିଆ ଅଞ୍ଚଳ ରେ ଦେଖାଯାଏ । ରଜ ସଙ୍କ୍ରାନ୍ତି ଦିନ କୁଆଁରୀ ଝିଅ ମାନେ ଏମାନଙ୍କୁ ସଂଗ୍ରହ କରିଥାନ୍ତି ଓ ଭଲ ବର୍ଷା ନିମନ୍ତେ ପୂଜା କରିଥାନ୍ତି ।