ସତ୍ଯ ଖ୍ରିସ୍ଥ ଗିର୍ଜା ଘର
ଉଇକିପିଡ଼ିଆ ରୁ
| ଏହି ଲେଖାଟି ଏକ ମୁଣ୍ଡିଆ ଲେଖା, ଆପଣ ଏହାକୁ ଏଠାରେ ବଦଳାଇ ଉଇକିପିଡ଼ିଆକୁ ଉନ୍ନତ କରିପାରନ୍ତେ । |
|
|
This article has multiple issues. Please help improve it or discuss these issues on the talk page.
|
"ସତ୍ଵ ଖ୍ରୀଷ୍ଟ ଗିର୍ଜା ଘର"େଗାଟିଏ ସ୍ଵାଧୀନ ଗିର୍ଜା ଘର, ୧୯୧୭ ମସିହାରେ ସଙ୍ଘାଇ,ଚିନଠାରେ ପ୍ରତିଷ୍ଠା ହୋଇଥିଲା | ବର୍ତ୍ତମାନ ୪୮ ଦେଶ ଓ ୬ ମହାଦେଶରେ ଏହାର ୨.୫ ନିଯୁତରୁ ଅଧିକ ସଦସ୍ୟ ଅଛନ୍ତି | ଗିର୍ଜା ଘରଟି ଖ୍ରୀଷ୍ଟ ଧର୍ମ ବିରୋଧୀ/protestant ଶାଖା ଅନ୍ତର୍ଭୁକ୍ତ ଯାହାକି ବିଂଶ ଶତାବ୍ଦୀ ପ୍ରାରମ୍ଭରେ ନଜରକୁ ଅସିଥିଲା | ୧୯୩୨ ମସିହାରେ ଗିର୍ଜା ଘରଟିର ଶାଖା ଭାରତରେ ପ୍ରତିଷ୍ଠିତ ହୋଇଥିଲା | ସେମାନେ ଖ୍ରୀଷ୍ଟ ଧର୍ମ ବାଣୀ ପ୍ରତ୍ୟେକ ଦେଶରେ ପ୍ରଚାର କରିବାକୁ ଲକ୍ଷ୍ୟ ରଖିଛନ୍ତି ଯାହା ସେମାନେ ଖ୍ରୀଷ୍ଟଙ୍କ ଦ୍ଵିତୀୟ ପର ଅବତାର ପର୍ଯ୍ୟନ୍ତ ଚାଲୁ ରଖିବେ | ଗିର୍ଜା ଘରର ଦଶଟି ବାଣୀ ଓ ବିଶ୍ଵାସ ହେଲା :
- ପବିତ୍ର ଆତ୍ମା
- ପୁଜା ଅର୍ଚନା
- ପାଦ ଧୋଇବା : "ପାଦ ଧୋଇବା ଜଣକୁ ସୁଯୋଗ ଦିଏ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଏକ ଅଙ୍ଗ ହେବାରେ । ଜଣକୁ ଏହା ପ୍ରତିକ୍ଷଣେ ଚେତେଉଥାଏ ଯେ ସେ ସର୍ବଦା ପ୍ରେମ,ସ୍ଵର୍ଗୀୟ,ବିନମ୍ରତା,ଦାନ ଓ ସେବା ଆଦି ଗୁଣର ଅଧିକାରୀ ହେବା ଉଚିତ । ପ୍ରତ୍ୟେକ ମଣିଷ,ଯେଉଁମାନେ ଜଳ କ୍ରିୟାରେ ଭାଗନେଇଛନ୍ତି ସେମାନେ ନିଶ୍ଚିତଭାବେ ଯୀଶୁଖ୍ରୀଷ୍ଟଙ୍କ ନାମରେ ପାଦ ଧୋଇବା ଉଚିତ । ଯେବେବି ଉଚିତ ମନେହେବ,ସେତେବେଳେ ପରସ୍ପରର ପାଦ ଧୋଇବା ଅଭ୍ୟାସ କରିବା ଉଚିତ ।"
- ପବିତୃ ବାଣୀ ଆଦାନ ପ୍ରଦାନ
- ପବିତ୍ର ଦିନ : "ସପ୍ତାହର ସପ୍ତମ ଦିନ ଅର୍ଥାତ ଶନିବାର ଏକ ପବିତ୍ର ଦିବସ ।ଏହି ଦିନ ଜୀବନରେ ଆସିବାକୁ ଥିବା ସନାତନ ଶାନ୍ତିର ଆଶାରେ,ଭଗବତକୃପାନୁସାରେ ତାଙ୍କ ସୃଷ୍ଟି ଓ ବିନାଶକୁ ଅନୁଧ୍ୟାନ କରିବା ଉଚିତ ।"
- ଯୀଶୁ ଖ୍ରୀଷ୍ଟ
- ବାଇବେଲ
- ମୋକ୍ଷ
- ଗିର୍ଜା ଘର
- ଅନ୍ତିମ ବିଚାର