ମମତା ବାନାର୍ଜୀ

ଉଇକିପିଡ଼ିଆ‌ରୁ
ମମତା ବାନାର୍ଜୀ
মমতা বন্দ্যোপাধ্যায়
Portrait of Mamata Banerjee
ପଶ୍ଚିମ ବଙ୍ଗର ଅଷ୍ଟମ ମୁଖ୍ୟମନ୍ତ୍ରୀ
Assumed office
୨୦ ମେ ୨୦୧୧
ରାଜ୍ୟପାଳଏମ କେ ନାରାୟଣନ
ପୂର୍ବ ଅଧିକାରୀବୁଦ୍ଧଦେବ ଭଟ୍ଟାଚାର୍ଜି
ଭାରତୀୟ ରେଳ ମନ୍ତ୍ରୀ
କାର୍ଯ୍ୟକାଳ
୨୨ ମେ ୨୦୦୯ – ୧୯ ମେ ୨୦୧୧
ପୂର୍ବ ଅଧିକାରୀଲାଲୁ ପ୍ରସାଦ ଯାଦବ
ପର ଅଧିକାରୀମନମୋହନ ସିଂହ
ସାଂସଦ
କାର୍ଯ୍ୟକାଳ
୧୯୯୧ – ୨୦୧୧
ପୂର୍ବ ଅଧିକାରୀବିପ୍ଲବ ଦାଶଗୁପ୍ତା
ପର ଅଧିକାରୀସୁବ୍ରତ ବକ୍ସି
ସଭ୍ୟ, ପଶ୍ଚିମ ବଙ୍ଗ ବିଧାନ ସଭା
(ଭବାନୀପୁର ନିର୍ବାଚନ ମଣ୍ଡଳୀ)
ପୂର୍ବ ଅଧିକାରୀବୁଦ୍ଧଦେବ ଭଟ୍ଟାଚାର୍ଜି
ବ୍ୟକ୍ତିଗତ ସବିଶେଷ
ଜନ୍ମ (1955-01-05) ୫ ଜାନୁଆରୀ ୧୯୫୫ (ବୟସ ୬୯)[୧]
Kolkata, West Bengal, India
ଜାତୀୟତାଭାରତୀୟ
ରାଜନୀତିକ ଦଳଭାରତୀୟ ଜାତୀୟ କଂଗ୍ରେସ (୧୯୭୦-୧୯୯୭)
ତୃଣମୂଳ କଂଗ୍ରେସ
(୧୯୯୭–ଏପର୍ଯ୍ୟନ୍ତ)
ଘରHarish Chatterjee Street, କଲିକତା, West Bengal, India
ଶିକ୍ଷାନୁଷ୍ଠାନUniversity of Calcutta
Shri Shikshayatan College
Jogamaya Devi College
Jogesh Chandra Chaudhuri Law College
ପେଷାPolitician
EthnicityBengali

ମମତା ବାନାର୍ଜୀ ଜଣେ ଭାରତୀୟ ରାଜନେତ୍ରୀ ଯିଏକି ୨୦୧୧ ମସିହାଠାରୁ ପଶ୍ଚିମବଙ୍ଗରେ ମୁଖ୍ୟମନ୍ତ୍ରୀ ପଦରେ ଅଛନ୍ତି । ସେ ୧୯୫୫ମସିହା ଜାନୁୟାରୀ ୫ ତାରିଖରେ ପଶ୍ଚିମବଙ୍ଗରେ ଜନ୍ମ ହୋଇଥିଲେ ।[୨] ସେ ମଧ୍ୟ ପଶ୍ଚିମବଙ୍ଗର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ହେବାର ଗୈାରବ ଲାଭ କରିଥିଲେ |

ରାଜନୈତିକ ଜୀବନ

ମମତା ଜାତୀୟ କଂଗ୍ରେସରୁ ଅଲଗା ହୋଇ ୧୯୯୭ ମସିହାରେ ତୃଣମୂଳ କଂଗ୍ରେସ ଗଠନ କରିଥିଲେ ।[୩]

ସକ୍ରିୟ ଆନ୍ଦୋଳନ

ବାମପନ୍ଥୀ ସରକାରଙ୍କ ପକ୍ଷରୁ ସିଙ୍ଗୁରଠାରେ ପ୍ରସ୍ତାବିତ ଟାଟା ନାନୋ ପ୍ରକଳ୍ପ ପାଇଁ ଚାଷ ଜମି ଅଧିଗ୍ରହଣକୁ ବିରୋଧ କରି ମମତା ବେଶ ଚର୍ଚ୍ଚିତ ହୋଇଥିଲେ । ଏହାକୁ ବିରୋଧ କରି ସେ ଆନ୍ଦୋଳନକୁ ମଧ୍ୟ ଓହ୍ଲାଇଥିଲେ । ଶେଷରେ ବାଧ୍ୟ ହୋଇ ବାମପନ୍ଥୀ ସରକାର ଜମି ଅଧିଗ୍ରହଣକୁ ସ୍ଥଗିତ ରଖିଥିଲେ । [୪]

ଆଧାର

  1. "Mamata Banerjee's Biodata in Lok Sabha's Document". loksabha.nic.in.
  2. "CM Mamata reveals her true age; says she is 5 years younger". OneIndia.
  3. Kohari, Alizeh (20 May 2011). "Mamata Banerjee sworn in as West Bengal chief minister". BBC News.
  4. "Trinamool unleashes violence in W Bengal". 30 November 2006. Archived from the original on 30 September 2007. Retrieved 2 December 2006.