ବାରବାଡୋସ
ଦେଖଣା
(ବାରବାଡସରୁ ଲେଉଟି ଆସିଛି)
ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |
ବାରବାଡୋସ (/bɑːrˈbeɪdɒs/ (listen) କିମ୍ବା /bɑːrˈbeɪdoʊs/) ଲେସର ଆଣ୍ଟିଲେସର ଏକ ସାଧାରଣତନ୍ତ୍ର ଦ୍ୱୀପ ଦେଶ । ଏହାର ଲମ୍ବରେ 34 kilometres (21 mi) ଓ ଓସାର ପ୍ରାୟତଃ 23 kilometres (14 mi) ଅଞ୍ଚଳରେ ପରିବ୍ୟାପ୍ତ । ଏହା ଉତ୍ତର ଆଟଲାଣ୍ଟିକର ପଶ୍ଚିମ ଭାଗରେ ଓ କାରିବିଆନ ସାଗର ଏବଂ ଉଇଣ୍ଡୱାର୍ଡ଼ ଦ୍ୱୀପପୁଞ୍ଜର ପୂର୍ବ ଭାଗରେ ଅବସ୍ଥିତ ।[୧] ସେଣ୍ଟ ଭିନସେଣ୍ଟ ଓ ଗ୍ରେନାଡିନ୍ସର 168 kilometres (104 mi) ପୂର୍ବରେ ଓ ତ୍ରିନିଦାଦ ଓ ଟବାଗୋର 400 kilometres (250 mi) ଉତ୍ତର-ପୂର୍ବରେ ଅବସ୍ଥିତ । ବାରବାଡୋସ ମୁଖ୍ୟ ଆଟଲାଣ୍ଟିକ ଝଡ଼ ମେଖଳାର ବାହାରେ ରହିଛି ।
ଇତିହାସ
[ସମ୍ପାଦନା]ଭୂଗୋଳ
[ସମ୍ପାଦନା]ଧର୍ମ
[ସମ୍ପାଦନା]ପ୍ରାସାସନିକ ବିଭାଜନ
[ସମ୍ପାଦନା]ଭାଷା
[ସମ୍ପାଦନା]ଆଧାର
[ସମ୍ପାଦନା]- ↑ Chapter 4 – The Windward Islands and Barbados – U.S. Library of Congress