ପ୍ରିୟଙ୍କା ଗାନ୍ଧୀ

ଉଇକିପିଡ଼ିଆ‌ରୁ

ପ୍ରିୟଙ୍କା ଗାନ୍ଧୀ (ପ୍ରିୟଙ୍କା ରବର୍ଟ ଭଦ୍ରା) ହେଉଛନ୍ତି ଭାରତୀୟ ଜାତୀୟ କଂଗ୍ରେସ ଦଳର ଜଣେ ପ୍ରମୁଖ ସଦସ୍ୟା ତଥା ଜଣେ ରାଜନେତ୍ରୀ । ସେ ଭାରତର ପୂର୍ବତନ ପ୍ରଧାନ ମନ୍ତ୍ରୀ ରାଜୀବ ଗାନ୍ଧୀସୋନିଆ ଗାନ୍ଧୀଙ୍କ ଝିଅ ଓ ବର୍ତ୍ତମାନର କଂଗ୍ରେସ ମୁଖ୍ୟ ରାହୁଲ ଗାନ୍ଧୀଙ୍କ ଭଉଣୀ । ସେ ଫିରୋଜ ଗାନ୍ଧୀଇନ୍ଦିରା ଗାନ୍ଧୀଙ୍କ ନତୁଣୀ ଏବଂ ନେହେରୁ-ଗାନ୍ଧୀ ବଂଶର ଜଣେ ଉତ୍ତରାଧିକାରୀ ।

ପ୍ରିୟଙ୍କା ଗାନ୍ଧୀ
Born (1972-01-12) ୧୨ ଜାନୁଆରୀ ୧୯୭୨ (ବୟସ ୫୨)
ଦିଲ୍ଲୀ, ଭାରତ
Nationalityଭାରତୀୟ
Alma materଦିଲ୍ଲୀବିଶ୍ୱବିଦ୍ୟାଳାୟ (B.A.)
Political partyଭାରତୀୟ ଜାତୀୟ କଂଗ୍ରେସ
Spouseରୋବେର୍ଟ ବଦ୍ରା
Children2
Parent(s)ରାଜୀବ ଗାନ୍ଧୀ (ଫାଂଥେର)
ସୋନିଆ ଗାନ୍ଧୀ (ମୋଥେର )
Relativesରାହୁଲ ଗାନ୍ଧୀ (ବରତହେର)
Signature

ରାଜନୈତିକ ଜୀବନ[ସମ୍ପାଦନା]

୧୯୯୯ ମସିହାର ଏକ ନିର୍ବାଚନ ସଭା ଚାଲିଥିବା ବେଳେ ବି.ବି.ସି. ନ୍ୟୁଜ ସହ ସାକ୍ଷାତକାର ସମୟରେ ପ୍ରିୟଙ୍କା କହିଥିଲେ "ମୁଁ ମୋର ଚିନ୍ତାଧାରାକୁ ନେଇ ସ୍ୱଚ୍ଛ ଓ ସ୍ଥିର । ମୋ ପାଇଁ ରାଜନୀତିଠାରୁ ଅଧିକା ଦେଶର ଜନତା ମହତ୍ୱ ରଖନ୍ତି ଏବଂ ମୁଁ ନିଜେ ରାଜନୀତିରେ ନ ରହି ମଧ୍ୟ ଜନତାର ସେବା କରିପାରିବି" । ମୋର ରାଜନୀତିରେ ଯୋଗଦେବା ସହ କେବଳ ଦେଶର ଭାଇଚାରାର ସଂପର୍କ ରହିଛି ନଚେତ ମୁଁ ହଜାର ଥର କହିଛି ମୋର ରାଜନୀତିରେ ଯୋଗ ଦେବାରେ ଅନ୍ୟ କୌଣସି ଉଦ୍ଦେଶ୍ୟ ନହିଁ । [୧] [୨]

ବ୍ୟକ୍ତିଗତ ଜୀବନ[ସମ୍ପାଦନା]

୧୯୯୭ ଫେବୃଆରି ୧୮ ତାରିଖ ଦିନ, ସମ୍ପୂର୍ଣ୍ଣ ହିନ୍ଦୁ ରୀତିନିତୀ ସହିତ ସେ ଦିଲ୍ଲୀର ଜଣେ ସଫଳ ବ୍ୟବସାୟୀ ରବର୍ଟ ଭଦ୍ରାଙ୍କୁ ବିବାହ କରିଥିଲେ । ଏହି ବିବାହ ଜନପଥଠାରେ ଥିବା ଗାନ୍ଧୀ ଭବନଠାରେ ଅନୁଷ୍ଠିତ ହୋଇଥିଲା । ବର୍ତ୍ତମାନ ତାଙ୍କର "ରିହାନ୍" ନାମରେ ଗୋଟିଏ ପୁଅ ଏବଂ "ମିରାୟା" ନାମରେ ଗୋଟିଏ ଝିଅ ଅଛନ୍ତି । ସେ ବୌଦ୍ଧଧର୍ମର ଜଣେ ଆନୁଗାମୀ ଅଟନ୍ତି । [୩][୪] [୫]

ଅଧିକା ତଥ୍ୟ[ସମ୍ପାଦନା]

  1. Mike Wooldridge, BBC News, Priyanka: Daughter of the dynasty, 1 October 1999
  2. "Rediff On The NeT: The Rediff Election Interview/ Priyanka Vadra". rediff.com.
  3. "ଆର୍କାଇଭ୍ କପି". Archived from the original on 2013-09-13. Retrieved 2016-05-05. {{cite web}}: Cite has empty unknown parameter: |1= (help)
  4. "Who is Robert Vadra?", India Today, 10 October 2011. Retrieved on 15 February 2013.
  5. "Priyanka Gandhi Vadra". The Outlook. Retrieved 18 October 2012.