ଅନୁକୂଳଚନ୍ଦ୍ର ଚକ୍ରବର୍ତ୍ତୀ
ଦେଖଣା
(ଠାକୁର ଅନୁକୁଳ ଚନ୍ଦ୍ରରୁ ଲେଉଟି ଆସିଛି)
ଶ୍ରୀଶ୍ରୀଠାକୁର ଅନୁକୂଳଚନ୍ଦ୍ର (୧୪ ସେପ୍ଟେମ୍ବର ୧୮୮୮ - ୨୬ ଜାନୁଆରୀ ୧୯୬୯) ଜଣେ ଆଧ୍ୟାତ୍ମିକ ଧର୍ମଗୁରୁ ଓ ସତସଙ୍ଗ ଆଶ୍ରମ, ଦେଓଘରର ସଂସ୍ଥାପକ।
ଜୀବନୀ
[ସମ୍ପାଦନା]ଅନୁକୂଳଚନ୍ଦ୍ର ବିଂଶ ଶତାବ୍ଦୀର ଜଣେ ସମାଜ ସଂସ୍କାରକ ଥିଲେ, ଅଧୁନା ବଙ୍ଗଳାଦେଶର ପାବନା ନିକଟରେ ହିମାୟିତପୁର ଗ୍ରାମରେ ପିତା ଶିବଚନ୍ଦ୍ର ଚକ୍ରବର୍ତ୍ତୀଙ୍କ ଔରସରୁ ଓ ମାତା ମନମୋହିନୀ ଦେବୀଙ୍କ ଗର୍ଭରୁ ଜନ୍ମ ନେଇଥିଲେ । ଅଧୁନା ଦେଓଘରରେ ଥିବା ସତସଙ୍ଗର ପ୍ରତିଷ୍ଠାତା ତଥା ମାନବ ଜୀବନର ବହୁବିଧ ସମସ୍ୟାର ସମାଧାନ ନିମନ୍ତେ ଅନେକ ଉପଦେୟ ବାଣୀର ସଂକଳୟିତା ଥିଲେ ।
ଦେଓଘରସ୍ଥିତ ସତସଙ୍ଗ ଆଶ୍ରମ ଏବେ ଦେଓଘରର ମୁଖ୍ୟ ଆକର୍ଷଣ। [୧] ସେ ୧୯୪୬ରେ ଦେଓଘରକୁ ଯାଇଥିଲେ, ଯେଉଁଠି ସେ ୨୬ ଜାନୁଆରୀ ୧୯୬୯ରେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ।
ଦର୍ଶନ ଓ ଶିକ୍ଷା
[ସମ୍ପାଦନା]ଶ୍ରୀଶ୍ରୀଠାକୁରଙ୍କ ରଚିତ ପୁସ୍ତକ
[ସମ୍ପାଦନା]ଆଧାର
[ସମ୍ପାଦନା]- ↑ "ଆର୍କାଇଭ୍ କପି". Archived from the original on 2005-04-05. Retrieved 2012-06-07.
{{cite web}}
: Cite has empty unknown parameter:|1=
(help)
ଅଧିକ ତଥ୍ୟ
[ସମ୍ପାଦନା]ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |