କ୍ରେମ ଲିଆଟ ପ୍ରାହ

ଉଇକିପିଡ଼ିଆ‌ରୁ

କ୍ରେମ ଲିଆଟ ପ୍ରାହ ଭାରତର ଦୀର୍ଘତମ ପ୍ରକୃତିକ ଗୁମ୍ଫା । 

ପ୍ରଚ୍ଛଦ [ସମ୍ପାଦନା]

ଲିଆଟ ପ୍ରାହ ( ଖାସୀ ଭାଷାରେ କ୍ରେମକୁ ଗୁମ୍ଫା କୁହାଯାଏ ) ଷୋନମଗିରି ଅଞ୍ଚଳରେ ଥିବା 150ଟି ଗୁମ୍ଫା ମଧ୍ୟରେ ଅନନ୍ୟତମ । ଏହା ଭାରତୀୟ ରାଜ୍ୟ ମେଘାଳୟର ଜୟନ୍ତିଆର ପୂର୍ବ ପଟରେ ରହିଛି । ଅନୁସନ୍ଧାନ ସମୟରେ ଏହାର ଲମ୍ବ 34 କିଲୋମିଟର ଥିବାର ଜଣା ଯାଇଥିଲା । ଏହି ଦୈର୍ଘ୍ୟ ଆହୁରି ବୃଦ୍ଧି ପାଇବା ଯଦି ନିକଟସ୍ଥ ଗୁମ୍ଫା ଗୁଡିକର ସଂଯୋଗୀକରଣ କାର୍ଯ୍ୟ ସମାପ୍ତ ହେବ । ପ୍ରାହର ବିଶିଷ୍ଟତା ହେଲା ଏହାର ବିଶାଳ ରାସ୍ତା ଯାହା ବିମାନ ବନ୍ଦରର ହାଙ୍ଗର ସଦୃଶ ରହିଥାଏ । 


ଆଧାର [ସମ୍ପାଦନା]