କିଶନ ବପତ୍ ବାବୁରାଓ ହଜାରେ

ଉଇକିପିଡ଼ିଆ‌ରୁ
ଅନ୍ନା ହଜାରେ
ଜନ୍ମ (1937-06-15) ୧୫ ଜୁନ ୧୯୩୭ (ବୟସ ୮୬)
ଜାତୀୟତାଭାରତୀୟ
ଅନ୍ୟ ନାମକିଶନ ବପତ୍ ବାବୁରାଓ ହଜାରେ
ପିତାମାତା(s)ଲକ୍ଷ୍ମୀବାଇ ହଜାରେ (ମା)
ବାବୁରାଓ ହଜାରେ
ୱେବସାଇଟannahazare.org

କିଶନ ବାପତ୍ ବାବୁରାଓ ହଜାରେ (ଜନ୍ମ: ୧୫ ଜୁନ, ୧୯୩୭), ଭାରତରେ ଗାନ୍ଧୀବାଦୀ ସାମାଜିକ କାମ ପାଇଂ ସେ ପ୍ରସିଦ୍ଧ। ଆନ୍ନା ହଜାରେ ନାମରେ ସେ ଲୋକଙ୍କ ମଧ୍ୟରେ ପରିଚିତ । ସିଏ ଅନେକ ପୁରସ୍କାରରେ ସମ୍ମାନୀତ ହେଇଅଛନ୍ତି। ସେ ମହାରାଷ୍ତ୍ର୍ ରାଜ୍ୟର ରାଲେଗାଓନ୍ ସିଦ୍ଦିରେ ଜନ୍ମ୍ ଗ୍ରହଣ କରିଥିଲେ। ଅରବିନ୍ଦ୍ କେଜ୍ରିବାଲ୍ଙ୍କ ସାଙ୍ଗରେ ମିଶି ସେ ଦୁର୍ନିତି ବିରୁଦ୍ଦରେ ଆନ୍ଦୋଳନ ଆରମ୍ବ କରି ଦେଶ ସାରା ଜନ ମାନସରେ ସଚେତନତା ସ୍ରୁଷ୍ଟି କରିପାରିଛନ୍ତି।