Jump to content

କଷ୍ଟମ ବିମାନ ବନ୍ଦର

ଉଇକିପିଡ଼ିଆ‌ରୁ

କଷ୍ଟମ ବିମାନବନ୍ଦର ଏକ ଶ୍ରେଣୀର ବିମାନ ବନ୍ଦର ଯେଉଁଠାରେ ଦେଶର କଷ୍ଟମ ବିଭାଗ ତାହାକୁ ଆମଦାନୀ କରାଯାଇଥିବା ଦ୍ରବ୍ଯକୁ ଅବତରଣ ତଥା ରପ୍ତାନି କରାଯାଉଥିବା ଦ୍ରବ୍ୟର ପରିବହନ ପାଇଁ ପାଇଁ ଅନୁମତି ଦେଇଥିବେ । କେବଳ ସେପରି ବିମାନ ବନ୍ଦରରେ ଦେଶ ବାହାରକୁ ଯେ କୌଣସି ଦ୍ରବ୍ୟର ନେବା ବା ଆଣିବା ସମ୍ଭବ ଓ ସେହି ଶ୍ରେଣୀର ବିମାନ ବନ୍ଦରରେ ସବୁ ଦ୍ରବ୍ୟକୁ ନିରୀକ୍ଷଣ ତଥା ଆମଦାନୀ ବା ରପ୍ତାନି ଶୁଳ୍କ ସଂଗ୍ରହ ପାଇଁ ସେଠାରେ କଷ୍ଟମ ବିଭାଗ ତରଫରୁ କାଉଣ୍ଟର ଖୋଲା ଯାଇଥାଏ । 

କଷ୍ଟମବିମାନ ବନ୍ଦରରେ ଅନ୍ତର୍ଜାତିକ ଉଡାଣ ନ ଥାଇ ପାରେ କିନ୍ତୁ କଷ୍ଟମ ଅଫିସର ସେଠାରୁ ଅନ୍ୟାନ୍ୟ ବିମାନ ବନ୍ଦରକୁ ଯାଉଥିବା ଦ୍ରବ୍ଯର ନିରୀକ୍ଷଣ କରିପାରନ୍ତି । []

ଉଦାହରଣ 

[ସମ୍ପାଦନା]

ବିଶ୍ୱରେ ଅନେକ ପ୍ରକାରର କଷ୍ଟମ ବିମାନ ବନ୍ଦର ସବୁ ରହିଛି । ଭାରତରେ ଥିବା କଷ୍ଟମ ବିମାନ ବନ୍ଦର ଏହି ପରି ,


ଆଧାର 

[ସମ୍ପାଦନା]
  1. The Customs Act, 1962 (India)