ଋତୁସ୍ରାବ ଯନିତ ଅନ୍ଧବିଶ୍ୱାସ

ଉଇକିପିଡ଼ିଆ‌ରୁ

ମହିଳାମାନଙ୍କ ମାସିକ ପୁଷ୍ପବତୀ ହେବାକୁ ନେଇ ସମାଜରେ କିଛି ଅନ୍ଧବିଶ୍ୱାସ ରହିଛି । କେତେକ କ୍ଷେତ୍ରରେ ଏହି ସମୟକୁ ଅଶୁଦ୍ଧ ବୋଲି ମଧ୍ୟ କୁହାଯାଏ । ଏହାକୁ ଲଜ୍ଜ୍ୟା ଜନକ ସମୟ ବୋଲି କୁହାଯାଏ । ମିଡ଼ିଆ ଏବଂ ବିଜ୍ଞାପନ ମାଧ୍ୟମରେ ଏହା ସହ ନିଜ ପରିବାର ସଦସ୍ୟଙ୍କୁ ସଚେତନ କରାଯାଉଛି । କିଛି ପରମ୍ପରା ଏବଂ ମାନସିକତା ମଧ୍ୟ ଲୋକଙ୍କ ମଧ୍ୟ ଏବେ ବି ଅନେକ ଭୁଲ ଧାରଣା ରହିଛି[୧]

ଧାର୍ମିକ ବିଶ୍ୱାସ[ସମ୍ପାଦନା]

ବିଭିନ୍ନ ପରମ୍ପରା ଅନୁସାରେ ଏହାକୁ ନେଇ ଭିନ୍ନଭିନ୍ନ ମତ ପ୍ରକାଶ ପାଇଛି । ୧୯୮୦ ମସିହାରେ ୟୁନାଇଟେଡ଼ ଷ୍ଟେଟରେ କିଛି ଅଲଗା ଧାରଣା ମଧ୍ୟ ରହିଥିଲା[୨]। ଯେମିତିକି ଋତୁଶ୍ରାବ ସମୟରେ କୌଣସି ପୁଅ ସହିତ ଝିଅଟିଏ କଥା ହୋଇନପାରିବା । ୧ରୁ ୩ ପ୍ରତିଶତ ଝିଅ ତାଙ୍କ ସଠିକ ଭାବେ ବାପାଙ୍କ ସହ ଆଲୋଚନା କରିବା ଉଚିତ ମନେ କରନ୍ତି ନାହିଁ ।

ହିନ୍ଦୁ ପରମ୍ପରା ବିଶ୍ୱାସ[ସମ୍ପାଦନା]

ହିନ୍ଦୁ ପରମ୍ପରା ଅନୁସାରେ ମଧ୍ୟ ଭିନ୍ନ ଭିନ୍ନ ବିଶ୍ୱାସ ରହିଛି । ଯେମିତିକି ମହିଳାମାନଙ୍କୁ ରୋଷେଇ ଘରକୁ ଯିବା ପାଇଁ ବାରଣ କରାଯାଇଥାଏ[୩] । ଏହାସହ ମନ୍ଦିର ଯିବାକୁ ମଧ୍ୟ ବାରଣ କରାଯାଇଥାଏ । ଏପରିକି ମହିଳାଙ୍କୁ ପୁରୁଷ ମାନଙ୍କୁ ଛୁଇଁବାକୁ ମଧ୍ୟ ମନାକରାଯାଇଥାଏ[୪]

ଆଧାର[ସମ୍ପାଦନା]

  1. Durkheim, E. 1963. [1898] La prohibition de l’inceste et ses origines. L’Année Sociologique 1: 1-70. Reprinted as Incest. The nature and origin of the taboo, trans. E. Sagarin. New York: Stuart.
  2. Research & Forecasts, Inc. (1981). "The Tampax Report: Summary of Survey Results on a Study of Attitudes towards Menstruation". New York: Research and Forecasts.
  3. Bhartiya, Aru (November 2013). "Menstruation, Religion and Society". International Journal of Social Science and Humanity.
  4. Dunnavant, Nicki (2012). "Restriction and Renewal, Pollution and Power, Constraint and Community: The Paradoxes of Religious Women's Experiences of Menstruation". Sex Roles: A Journal of Research.