ସିମେଇ

ଉଇକିପିଡ଼ିଆ‌ରୁ
ସିମେଇ ଖେଚେଡ଼ି

ସେମିଆ ବା ସିମେଇ (ଭର୍ମିସେଲି/Vermicelli) (ଇଂରାଜୀ ଉଚ୍ଚାରଣ: /ˌvɜrmɨˈtʃɛli/, Italian: [vermiˈtʃɛlli], ଆକ୍ଷରିକ ଅର୍ଥ, "ଛୋଟ ପୋକ") ମଇଦାରୁ ତିଆରି ଏକ ରନ୍ଧାହୋଇପାରିବା ଭଳି ଖାଦ୍ୟ । ଏଥିରୁ ଖିରି, ପଲଉ ଆଦି ତିଆରି କରାଯାଇଥାଏ । ଏହା ଏକ ପ୍ରକାରର ପାସ୍ତାସ୍ପାଗେଟିଠାରୁ ସରୁ ।[୧]

ଇଟାଲିରେ ଇତିହାସ[ସମ୍ପାଦନା]

୧୪ଶ ଶତକରେ ଇଟାଲିରେ ସରୁ ସରୁ ସ୍ପାଗେଟି ସବୁ ବ୍ୟବହାର କରାଯାଉଥିଲା ଯାହାକୁ ସେଠାକାର ଭାଷାରେ ମାଷ୍ଟର ରେଗିଓ ଏମିଲିଆ (Reggio Emilia)ର ବାର୍ଣ୍ଣବା ଦା ଋଇଟିନିସ (Master Barnaba da Reatinis)ଙ୍କ ମତରେ ଟସ୍କାନ ସିମେଇ (vermicelli)କୁ ବୋଲୋନେ (Bologne)ରେ ଓରାଟି (orati), ଭେନିସରେ ମିନୁଟେଲି (minutelli), ରେଜିଓରେ ଫର୍ମିଣ୍ଟିନି (fermentini) ଓ "ମାନ୍ତୁଆ (Mantua)"ରେ ପାଙ୍କାଡେଲି (pancardelle) କୁହାଯାଏ[୨]

ଏସିଆରେ ଇତିହାସ[ସମ୍ପାଦନା]

ଦକ୍ଷିଣ ଏସିଆରେ ଏହା ବହୁଳ ଭାବରେ ଖିଆଯାଇଥାଏ ଯାହା ଇଟାଲିରେ ଖିଆଯାଉଥିବା ଭର୍ମିସେଲିଠାରୁ ଅଲଗା । ଏହା ସେମୋଲିନାରୁ ତିଆରି ହୋଇଥିଲା ବେଳେ ଇଟାଲୀୟ ଭର୍ମିସେଲି ଡରଡ଼ମ ଚୂନା (Durum)ରୁ ତିଆରି । ଏଥିରୁ ତିଆରି ଖାଇବାକୁ ଓଡ଼ିଆରେ ସିମେଇ/ସେମିଆ, ହିନ୍ଦୀଉର୍ଦ୍ଦୁରେ ସେବାଇ କୁହାୟାଏ । ଗୁଜରାଟୀରେ "ସେଓ", କନ୍ନଡ଼ରେ "ସାବିଗେ" କୁହାଯାଇଥାଏ ।

ରନ୍ଧା ଖାଦ୍ୟ[ସମ୍ପାଦନା]

ଦ୍ରଷ୍ଟବ୍ୟ[ସମ୍ପାଦନା]

  1. "Pasta Shapes". National Pasta Association. Archived from the original on 2011-09-03. Retrieved 2010-12-03.
  2. "Professional Pasta website". Archived from the original on 2004-06-17. Retrieved 2011-07-01.