ବ୍ୟବହାରକାରୀ:Dinesh.das.171/ଦ ୱିକେଣ୍ଡ୍

ଉଇକିପିଡ଼ିଆ‌ରୁ
The Weeknd
ଜନ୍ମ
Abel Makkonen Tesfaye

(1990-02-16) ୧୬ ଫେବୃଆରୀ ୧୯୯୦ (ବୟସ ୩୪)
Toronto, Ontario, Canada
ବୃତ୍ତିସମୂହ
  • Singer
  • songwriter
  • record producer
ସକ୍ରିୟ ବର୍ଷ2010–present
Musical career
ଶୈଳୀ
ବାଦ୍ୟଯନ୍ତ୍ରVocals
ଲେବଲ
ଅନ୍ୟ ଅଂଶଗ୍ରହଣ
ୱେବସାଇଟtheweeknd.com

ଏବେଲ୍ ମେକୋନେନ୍ ଟେସ୍ଫାଏ (ଜନ୍ମ ଫେବୃଆରୀ ୧୬ ୧୯୯୦) ହେଉଛନ୍ତି ଜଣେ କାନାଡିଆନ୍ ଗାୟକ,ସଂଗୀତ ଲେଖକ,ଏବଂ ସଂଗୀତ ପ୍ରଯୋଜକ।[୨]

୨୦୧୦ ଶେଷ ମସିହା ବେଳକୁ,ଟେସ୍ଫାଏ ଦ ୱିକେଣ୍ଡ୍ ନାମରେ youtubeରେ ଅନେକ ଗୀତ ପ୍ରକାଶ କରିଥିଲେ।୨୦୧୧ ଶେଷ ସୁଦ୍ଧା ସେ House of Balloons,Thusrday ଏବଂ Echos of Silence ନାମରେ ତିନୋଟି ୯-ଗୋଟି ସଂଗୀତ ଥିବା ସଂଗୀତ ଆଲବମ ଉନ୍ମୋଚନ କରିଥିଲେ। ଏହି ଆଲବମ ଗୁଡିକ ୨୦୦୨ରେ ଅତି ପ୍ରଶଂସା ପାଇଥିଲା [୩],ସେ ପରେ ଏକ ସଙ୍କଳନ ଆଲବମ Trilogy ପ୍ରକାଶ କରିଥିଲେ ଯେଉଁଥିରେ କି ସେ ୩୦ ସଂଗୀତ ପ୍ରକାଶ କରିଥିଲେ। ଏଥିରେ ନୂତନ ରୂପେ ତିଆରି କରିଥିବା ପୁରୁଣା ତାଙ୍କ ସଂଗୀତ ଓ ତିନୋଟି ନୂଆ ଗୀତ ଥିଲା।ଏହା ରିପୁବ୍ଲିକ୍ ରେକର୍ଡ ଅଧୀନରେ ତାଙ୍କ ନିଜ ଲେବଲ xo ସହ ପ୍ରକାଶ ପାଇଥିଲା।

୨୦୧୩ରେ ସେ ତାଙ୍କ ପ୍ରଥମ ଆଲବମ୍ kiss land ପ୍ରକାଶ କାଟିଥିଲେ, ଓ ଏହି ଆଲବମ୍ ଟିକୁ ତାଙ୍କ ଏକକିୟ ରୂପେ ପ୍ରକାଶ କରିଥିବା The Hills ଆଉ can't feel my face ଗୀତ ମାନ ଅଧିକ ଖ୍ୟାତି ପାଇବାରେ ସହାୟକ ହୋଇଥିଲେ।ତାଙ୍କ ଦ୍ୱିତୀୟ ଆଲବମ୍ beauty behind madness Billboard 200ରେ ପ୍ରଥମ ସ୍ଥାନରେ ପହଂଚି ପାରିଥିବା ତାଂଙ୍କ ପ୍ରଥମ ଆଲବମ୍ ହୋଇଥିଲା। ଏହି ଆଲବମ୍ର earned it ତୃତୀୟ ସ୍ଥାନରେ ଓ the hills can't feel my face ବିଲବୋର୍ଡ଼ରେ ପ୍ରଥମ ସ୍ଥାନରେ ରହିଥିଲେ।ଏକ ସମୟରେ ଏହି ଗୀତ ଗୁଡିକ ବିଲବୋର୍ଡ଼ର HOT R&B chartରେ ପ୍ରଥମ,ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିଗ୍ରହଣ କରିଥିଲେ,ଏବଂ ଏହି ସଫଳତା ପ୍ରାପ୍ତ କରିଥିବା ପ୍ରଥମ ଗାୟକ ଅଟନ୍ତି।[୪] ଦ ୱିକେଣ୍ଡ୍ ତିନୋଟି GRAMMY ଏବଂ ୯ଟି Juno Awards ଜିତିଛନ୍ତି।[୫] ସେପ୍ଟେମ୍ବର ୨୦୧୬ରେ ତାଙ୍କ ତୃତୀୟ ଆଲବମ୍ STAR BOY ଓ ଏହାର ମୁଖ୍ୟ ଗୀତ STAR BOYର ଉନ୍ମୋଚନର ଘୋଷଣା କରିଥିଲେ। ତାଙ୍କର ଏହି ଆଲବମ୍ ଟ୍ ମଧ୍ୟ Billboard hot 100ରେ ପ୍ରଥମ ସ୍ଥାନ ଅଧିକାର କରିଥିଲା।

==ବାଲ୍ୟ ଜୀବନ==

ଏବେଲ୍ ମେକୋନେନ୍ ଟେସ୍ଫାଏ ଫେବୃଆରୀ ୧୬ ୧୯୯୦ରେ Toronto ,Ontarioରେ ଜନ୍ମ ଗ୍ରହଣ କରିଥିଲେ। ଏବଂ ସେହି ସହର ଶେଷରେ ଥିବା Scarboroughରେ ବାଲ୍ୟ ଜୀବନ ଅତିବାହିତ କରିଥିଲେ।[୬][୭]ସେ ମେକୋନେନ୍ ଓ ସମ୍ରା ଟେସ୍ଫାଏଙ୍କ ଏକ ମାତ୍ର ସନ୍ତାନ ଥିଲେ। ତାଙ୍କ ପିତା ମାତା ୧୯୮୦ର ଇଥିଓପିଆନ୍ରୁ କାନାଡ଼ା ଆପ୍ରବାସୀ ଥିଲେ।[୬][୮][୯][୧୦]

ଆଧାର[ସମ୍ପାଦନା]

  1. "The Weeknd Just Dropped Almost $20 Million on a Hidden Hills Mansion". E! Online (in ଆମେରିକୀୟ ଇଂରାଜୀ). Retrieved 2017-09-14.
  2. "Page 6 of Sex, Drugs and R&B: Inside The Weeknd's Dark Twisted Fantasy". Rolling Stone. Retrieved 1 November 2015.
  3. "House of Balloons – The Weeknd". Metacritic. Retrieved 16 March 2012.
  4. "Alone on the podium: The Weeknd becomes first artist to take over Billboard R&B chart" Archived 1 March 2016 at the Wayback Machine.. CBC Music, 17 July 2015.
  5. "The Weeknd really cleaned up this Juno Awards weekend" (in ଇଂରାଜୀ). CBC News. Retrieved 2 March 2017.
  6. ୬.୦ ୬.୧ Caramanica, Jon (27 July 2015). "Can The Weeknd Turn Himself Into the Biggest Pop Star in the World?". The New York Times Magazine. Archived from the original on 13 October 2015.
  7. Kellman, Andy. "The Weeknd Biography". AllMusic. Archived from the original on 13 October 2015. Retrieved 13 October 2015.
  8. "Sex, Drugs and R&B: Inside The Weeknd's Dark Twisted Fantasy". 21 October 2015. Retrieved 26 October 2015.
  9. Mistry, Anupa. "Daily Disc: The Weeknd's 'Echoes Of Silence'". Torontostandard.com. Retrieved 30 December 2012.
  10. Eeels, Josh (21 October 2015). "Sex, Drugs and R&B: Inside The Weeknd's Dark Twisted Fantasy". Rolling Stone. Wenner Media LLC. Retrieved 11 November 2015.