ବ୍ୟବହାରକାରୀ:Dinesh.das.171/ଏଲ୍ଲେନ ଜନ୍ଶନ୍ ଶାର୍ଲିଫ

ଉଇକିପିଡ଼ିଆ‌ରୁ
Ellen Johnson Sirleaf
24th President of Liberia
Assumed office
18 January 2006
Vice PresidentJoseph Boakai
ପୂର୍ବ ଅଧିକାରୀGyude Bryant
ବ୍ୟକ୍ତିଗତ ସବିଶେଷ
ଜନ୍ମ
Ellen Johnson

(1938-10-29) ୨୯ ଅକ୍ଟୋବର ୧୯୩୮ (ବୟସ ୮୫)
Monrovia, Liberia
ରାଜନୀତିକ ଦଳUnity Party
ଜୀବନ ସାଥୀJames Sirleaf (Divorced)
ସନ୍ତାନ4
ଶିକ୍ଷାନୁଷ୍ଠାନMadison Business College
University of Colorado, Boulder
Harvard University

ଏଲ୍ଲେନ ଜନ୍ଶନ୍ ଶାର୍ଲିଫ (ଜନ୍ମ ୨୯ ଅକ୍ଟୋବର,୧୯୩୮) ହେଉଛନ୍ତି ଲିବେରିଆର ୨୪ତମ ରାଷ୍ଟ୍ରପତି,(୨୦୦୬ ମସିହାରୁ)।ସେ ୧୯୭୯ରୁ ୧୯୮୦ ଯାଏଁ ରାଷ୍ଟ୍ରପତି ୱିଲିଅମ ଟୋଲବର୍ଟଙ୍କ ଅଧିନୟରେ ଅର୍ଥ ମନ୍ତ୍ରୀ ରୂପେ କାମ କରୁଥିଲେ। ସେ ୧୯୯୭ ଚାର୍ଲସ୍ ଟାଇଲର୍ ଜୟଲାଭ କରିଥିବା ରାଷ୍ଟ୍ରପତି ନିର୍ବାଚନରେ ଦ୍ୱିତୀୟ ସ୍ଥାନରେ ଥିଲେ।ସେ ୨୦୦୫ ରାଷ୍ଟ୍ରପତି ନିର୍ବାଚନ ଜିତି ୧୬ ଜାନୁୟାରୀ ୨୦୦୬ରେ ପଦବୀ ଗ୍ରହଣ କରିଥିଲେ,ପୁଣିଥରେ ୨୦୧୧ ନିର୍ବାଚନରେ ନିର୍ବାଚିତ ହୋଇ ପଦବୀରେ ରହିଲେ। ଶାର୍ଲିଫ ୨୦୧୬ରେ ଆଫ୍ରିକାର ମହିଳାମୁଖ୍ୟ ରୂପେ ନିର୍ବାଚିତ ହୋଇଥିଲେ।ସେ ପ୍ରଥମ ମହିଳା ଅଧକ୍ଷ ରୂପେ ୨୦୧୬ ଜୁନ୍ ମାସରେ Economic community of west African statesରେ ନିର୍ବାଚିତ ହୋଇଥିଲେ। ଶାର୍ଲିଫ ୨୦୧୧ରେ "ଲେମାଃ ଗବୋଈ",ଓ "ଟୱାକୋଲ କର୍ମାନ"ଙ୍କ ସହିତ ୨୦୧୧ "ନୋବେଲ ଶାନ୍ତି" ପୁରସ୍କାର ଗ୍ରହଣ କରିଥିଲେ। ଏମାନେ " ମହିଳା ମାନଙ୍କ ଅଧିକାର ଓ ମହିଳା ମାନଙ୍କ ପାଇଁ ଅହିଂସା ପଦ୍ଧତିରେ ଲଢ଼ିବା "ପାଇଁ ଜଣା ସୁଣା।