ଡାକ୍ଲାଟାସଭିର

ଉଇକିପିଡ଼ିଆ‌ରୁ
ଡାକ୍ଲାଟାସଭିର
Clinical data
Pronunciationdak-LAT-as-vir
Trade namesDaklinza[୧]
AHFS/Drugs.commonograph
MedlinePlusa615044
Routes of
administration
ପାଟିରେ (ବଟିକା ଆକାରରେ)
ATC code
Legal status
Legal status
  • CA: Rx-ପ୍ରେସ୍କ୍ରିପସନରେ
  • US: ℞-only
  • ℞ (Prescription only)
Pharmacokinetic data
Bioavailability୬୭7%[୨]
Protein binding୯୯%[୨]
MetabolismCYP3A
Elimination half-life୧୨–୧୫ hours
Excretionମଳ (୫୩% ଅଣରୂପାନ୍ତରିତ ଔଷଧ), ବୃକ୍‌କ
Identifiers
  • Dimethyl N,N'-([1,1'-biphenyl]-4,4'-diylbis{1H-imidazole-5,2-diyl-[(2S)-pyrrolidine-2,1-diyl][(2S)-3-methyl-1-oxobutane-1,2-diyl]})dicarbamate
CAS Number
PubChem CID
DrugBank
ChemSpider
UNII
KEGG
ChEBI
Chemical and physical data
FormulaC40H50N8O6
Molar mass738.89 g/mol
3D model (JSmol)
  • CC(C)[C@@H](C(=O)N1CCC[C@H]1c2[nH]c(cn2)c3ccc(cc3)c4ccc(cc4)c5cnc([nH]5)[C@@H]6CCCN6C(=O)[C@H](C(C)C)NC(=O)OC)NC(=O)OC
  • InChI=1S/C40H50N8O6/c1-23(2)33(45-39(51)53-5)37(49)47-19-7-9-31(47)35-41-21-29(43-35)27-15-11-25(12-16-27)26-13-17-28(18-14-26)30-22-42-36(44-30)32-10-8-20-48(32)38(50)34(24(3)4)46-40(52)54-6/h11-18,21-24,31-34H,7-10,19-20H2,1-6H3,(H,41,43)(H,42,44)(H,45,51)(H,46,52)/t31-,32-,33-,34-/m0/s1
  • Key:FKRSSPOQAMALKA-CUPIEXAXSA-N

ଡାକ୍ଲାଟାସଭିର (ଇଂରାଜୀ ଭାଷାରେ Daclatasvir, ବିକ୍ରୟ ନାମ ଡାକ୍ଲିଞ୍ଜା) ଏକ ଔଷଧ ଯାହା ହେପାଟାଇଟିସ ସି (ଏଚସିଭି) ରୋଗରେ ଅନ୍ୟ ଔଷଧମାନଙ୍କ ସ‌ହିତ ଦିଆଯାଏ ।[୧] ଏହା ସାଥୀରେ ଦିଆଯାଉଥିବା ଅନ୍ୟ ଔଷଧମାନଙ୍କ ନାମ ସୋଫୋବୁଭିର (sofosbuvir), ରିବାଭିରିନ (ribavirin) ଓ ଇଣ୍ଟରଫେରନ (interferon) ଓ ଏହି ଔଷଧମାନ ଭୁତାଣୁ ଅନୁସାରେ ତ‌ଥା ସିରୋସିସ ଉପସ୍ଥିତି ଅନୁସାରେ ଦିଆଯାଏ । [୩] ଦିନ‌କୁ ଥରେ ପାଟିରେ ଏହି ଔଷଧ ଦିଆଯାଏ ।[୧]

ଏହାର ପାର୍ଶ୍ୱ ପ୍ରତିକ୍ରିୟାରେ ମୁଣ୍ଡବଥା, ଥକ୍କା ଅନୁଭବ (feeling tired) ଓ ଅଇ ଇତ୍ୟାଦି ଲକ୍ଷଣ ଦେଖାଯାଏ । ସୋଫୋସବୁଭିର ଓ ରିବାଭିରିନ ସ‌ହିତ ଦେଲେ ମୁଣ୍ଡବଥା, ଥକ୍କା ଅନୁଭବ, ଅଇ ଓ ହେମୋଲାଇଟିକ ଆନିମିଆ (red blood cell breakdown) ଇତ୍ୟାଦି ପ୍ରତିକ୍ରିୟା ଦେଖାଯାଇପାରେ ।[୨] ସେଣ୍ଟ ଜନସ ୱାର୍ଟ (St. John's wort),ରିଫାମ୍ପିନ (rifampin) ବା କାର୍ବାମାଜେପିନ ଔଷଧମାନଙ୍କ ସ‌ହିତ ଏହା ଦିଆଯାଏନାହିଁ ।[୧] ଏହା ଏଚସିଭି ପ୍ରୋଟିନ (NS5A) ଅବରୋଧ କରି କାର୍ଯ୍ୟ କରେ ।[୩]

ଡାକ୍ଲାଟାସଭିର ଔଷଧ ୟୁରୋପରେ ସନ ୨୦୧୪ ଓ ଯୁକ୍ତରାଷ୍ଟ୍ର ଆମେରିକାରେ ସନ ୨୦୧୫ରେ ଡାକ୍ତରୀ ବ୍ୟବ‌ହାର ନିମନ୍ତେ ସ୍ୱୀକୃତ ହେଲା ।[୪] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[୫] ଜାନୁଆରୀ ୨୦୧୬ରେ ଏହି ଔଷଧର ୧୨ ସପ୍ତାହର ଖର୍ଚ୍ଚ ଯୁକ୍ତରାଷ୍ଟ୍ର ଆମେରିକାରେ $୬୩,୦୦୦, ଇଂଲଣ୍ଡରେ $୩୯,୦୦୦, ଫ୍ରାନ୍‌ସରେ $୩୭,୦୦୦, ଓ ଇଜିପ୍ଟରେ $୫୨୫ ହୁଏ ।[୬]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ "Daclatasvir Dihydrochloride". The American Society of Health-System Pharmacists. Archived from the original on 5 November 2016. Retrieved 6 December 2016.
  2. ୨.୦ ୨.୧ ୨.୨ "Daclatasvir label" (PDF). FDA. April 2016.
  3. ୩.୦ ୩.୧ "Daklinza film-coated tablets - Summary of Product Characteristics (SPC) - (eMC)". Electronic Medicines Compendium. September 2016. Archived from the original on 2016-11-09. Retrieved 2017-01-10.
  4. "Hepatitis C Treatment Snapshots: Daclatasvir" (PDF). amFAR TreatAsia. February 2016. Archived from the original (PDF) on 2016-09-03. Retrieved 2017-01-10.
  5. "19th WHO Model List of Essential Medicines" (PDF). WHO. April 2015.
  6. Hill, A; Simmons, B; Gotham, D; Fortunak, J (January 1, 2016). "Rapid reductions in prices for generic sofosbuvir and daclatasvir to treat hepatitis C." J Virus Erad. 2 (1): 28–31. PMC 4946692. PMID 27482432.