ଅଗ୍ରୋହ ଧାମ

ଉଇକିପିଡ଼ିଆ‌ରୁ
Agroha Dham
Religion
ଅନୁବନ୍ଧଗୁଡ଼ିକହିନ୍ଦୁ ଧର୍ମ
DistrictHisar
Governing bodyAgroha Vikas Trust
Location
ସ୍ଥାନAgroha (town)
StateHaryana
CountryIndia
Architecture
TypeVastu Shastra
Tilak Raj Aggarwal
Website
www.agroha.com/

ଅଗ୍ରୋହ ଧାମ (Devnagari: अग्रोहा धाम) ଭାରତୀୟ ରାଜ୍ୟ ହରିୟଣାର ଅଗ୍ରୋହ ଠାରେଥିବା ଏକ ଆଧୁନିକ ମନ୍ଦିର ପରିସର । ଏହାର ନିର୍ମାଣ 1976 ମସିହାରେ ଆରମ୍ଭ ହେଇ 1984 ମସିହାରେ ପୂର୍ଣ ହେଇଥିଲା । ଏହି ଧାମର ମୁଖ୍ୟ ମନ୍ଦିର ହିନ୍ଦୁ ଦେବୀ ମହାଲକ୍ଷ୍ମୀଙ୍କ ପାଇଁ ସମର୍ପିତ । 

ଇତିହାସ [ସମ୍ପାଦନା]

ସର୍ବଭାରତୀୟ ଅଗ୍ରୱାଲ ସମିତି ତରଫରୁ ମନ୍ଦିର ନିର୍ମାଣ ପାଇଁ 1976 ମସିହାରେ ନିଷ୍ପତ୍ତି ନିଆଯାଇଥିଲା । ଏଥିପାଇଁ ଏକ ଟ୍ରଷ୍ଟ ସ୍ଥାପନ ହେଇ ଭକ୍ତଙ୍କଦ୍ୱାରା ଦାନ କରାଯାଇଥିବା ଜମିରେ ନିର୍ମାଣ କରାଯାଇଥିଲା । ଏହା 1984/85 ମସିହାରେ ପୂର୍ଣ ହେଇଥିଲା । [୧]

ବର୍ଣ୍ଣନା [ସମ୍ପାଦନା]

Hanuman temple
Sheela Mata Temple Agroha

ମୁଖ୍ୟ ମନ୍ଦିର 3 ଭାଗରେ ବିଭକ୍ତ । କେନ୍ଦ୍ର ଭାଗ ଦେବୀ ମହାଲକ୍ଷ୍ମୀ , ପଶ୍ଚିମ ଅଂଶ ଦେବୀ ସରସ୍ୱତୀ ଓ ପୂର୍ବ ଅଂଶ ମହାରାଜ ଅଗ୍ରସେନଙ୍କ ପାଇଁ ଉତଶରଗୀତ । [୨]

ମନ୍ଦିର ପରିସର ଭିତରେ ଶକ୍ତି ସରୋବର ନାମକ ଏକ ବୃହତ ସରୋବର ଖନନ କରାଯାଇଛି । 1988 ମସିହାରେ ଏହାକୁ ଭାରତର 41ଟି ମୁଖ୍ୟ ନଦୀରୁ ଜଳ ଆଣି ଭର୍ତି କରାଯାଇଥିଲା । ଏହାର ଉତ୍ତର ପଶ୍ଚିମ ଅଂଶରେ ସମୁଦ୍ର ମନ୍ଥନର ଦୃଶ୍ୟ ରହି ଏକ ଚଟ୍ଟନ ନିର୍ମିତ । ଏହା ନିକଟରେ ଏକ ପ୍ରକୃତିକ ଚିକିସ୍ଥା କେନ୍ଦ୍ର ରହିଛି । ଏଠାରେ ଯୋଗ ସହାୟତାରେ ଚିକିସ୍ଥା କରାଯାଇଥାଏ । ମନ୍ଦିର ନିକଟରେ କ ପାର୍କ ଓ ବୋଟିଙ୍ଗ କ୍ଲବ ମଧ୍ୟ ନିର୍ମିତ ହେଇଛି । .[୩]

ଅଗ୍ରୋହ ବିକାଶ ଟ୍ରଷ୍ଟ [ସମ୍ପାଦନା]

ମନ୍ଦିରର ବିକାଶ ଓ ପରିଚାଳନା "ଅଗ୍ରୋହ ବିକାଶ ଟ୍ରଷ୍ଟ" କରିଥାଏ । .[୪]

ଯାତ୍ରା [ସମ୍ପାଦନା]

ପ୍ରତି ବର୍ଷ ଶରଦ ପୁର୍ଣିମା  ସମୟରେ ଏଠାରେ ଅଗ୍ରୋହ କୁମ୍ଭ ମେଳାର ଆୟୋଜନ କରାଯାଇଥାଏ । .[୫]

ପୁନଶ୍ଚ ଦେଖଣା [ସମ୍ପାଦନା]

  • Agroha Mound

ଆଧାର [ସମ୍ପାଦନା]

ବାହାର ଲିଙ୍କ [ସମ୍ପାଦନା]