ହାଙ୍ଗଳ

ଉଇକିପିଡ଼ିଆ‌ରୁ

[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

Hanagal
ಹಾನಗಲ್
Hangal
town
Hangal Tarakeshwara temple
Hangal Tarakeshwara temple
Nickname: 
Panagal
Country India
StateKarnataka
DistrictHaveri
Lok Sabha ConstituencyHaveri
Elevation
555 m (1,821 ft)
Population
 (2011)
 • Total୨୮,୧୫୯
Languages
Time zoneUTC+5:30 (IST)
PIN
581 104
Telephone code08379
ISO 3166 codeIN-KA
ଯାନବାହାନ ପଞ୍ଚୀକରଣKA-27
Websitewww.hanagaltown.gov.in

ହାଙ୍ଗଳ, ଭାରତୀୟ ରାଜ୍ୟ କର୍ଣାତକର ଏକ ଏଇତିହାସିକ ସହର । ଏହା ହୁବଲି-ଧରବାଦର 75 କିଲୋମିଟର ଦକ୍ଷିଣକୁ ରହିଛି । ଏହା ତୁଙ୍ଗଭଦ୍ରା ନଦୀର ପଶ୍ଚିମକୁ 35 କିଲୋମିରତ ଦୂରରେ ଅବସ୍ଥିତ । ଆରବ ସାଗର ମଧ୍ୟ ଏହା ନିକଟରେ ରହିଛି । ଏହା ଏକ କୃଷିପ୍ରଧାନ ଅଞ୍ଚଳ । 

.[୧]

ଏହା ପ୍ରାଚୀନ କଡମ୍ବ ସମ୍ଭ୍ରାଜୀର ରାଜଧାନୀ ରହିଥିଲା । 485 ମସିହା ସମୟରେ କଡମ୍ବ ସମ୍ଭରଜ୍ୟ ଏକ ବିଶାଳ ରାଜ୍ୟ ଥିଲା । ସେହି ସମୟରେ ନିର୍ମିତ ଜୈନ ମନ୍ଦିର ଏଠାରେ ରହିଛି । 

4  2001 ଜନଗଣନା ଅନୁସାରେ ହାଙ୍ଗଳର ଜନସଂଖ୍ୟା 25.011 ଥିଲା । ଏହା ମଧ୍ୟରୁ 51 % ପୁରୁଷ ରହିଥିବା ବେଳେ 49 % ମହିଳା ଥିଲେ । ଏଠାରେ ସାକ୍ଷ୍ୟରତା ହାର 64 % ଥିଲା ଓ 6 ବର୍ଷରୁ କମ ସଂଖ୍ୟା 14 % ରହିଥିଲା ।  under six years of age.

ଏଠାରେ ଚାଲୁକ୍ୟ ଓ ହୋୟଶାଳା ରାଜବଂଶ ସମୟର ଅନେକ ପ୍ରାଚୀନ ମନ୍ଦିର ସମୂହ ରହିଛି । 

Hangal Tarakeshwara temple

ତାରକେଶ୍ୱରୀ ମନ୍ଦିର [ସମ୍ପାଦନା]

ଦୁର୍ଗରେ ଥିବା ଜୈନ ମନ୍ଦିର [ସମ୍ପାଦନା]

Photo Gallery



ପୁନଶ୍ଚ ଦେଖଣା [ସମ୍ପାଦନା]

  • Akki Alur
  • Kadambas
  • Western Chalukyas
  • Banavasi
  • Halasi
  • Kundgol
  • Balligavi
  • Haveri
  • Sagara

ଆଧାର [ସମ୍ପାଦନା]

ବାହାର ଲିଙ୍କ [ସମ୍ପାଦନା]