ରଘୁବଂଶ

ଉଇକିପିଡ଼ିଆ‌ରୁ

ରଘୁବଂଶ (ସଂସ୍କୃତ: रघुवंश, Raghuvaṃśa)ଏକ ସଂସ୍କୃତ ମହାକାବ୍ୟ । ଏହା ପ୍ରାଚୀନ ଭାରତର ସ୍ୱନାମଦଧନ୍ୟ କବି ଓ ବିଦ୍ୱାନ କାଳିଦାସଙ୍କଦ୍ୱାରା ରଚିତ ଏକ ମହାନ ଗ୍ରନ୍ଥ । ଏହାର ପ୍ରକୃତ ଲେଖନ କାଳ ବିଷୟରେ ପ୍ରମାଣ ମିଳିନଥିଲେ ମଧ୍ୟ କବି କାଲିସଦାସ ତାଙ୍କର ଶିଖରରେ 5 ମ ଶତାବ୍ଦୀ[୧]ରେ ରହିଥିବାରୁ ସେହି ସମୟର ରଚିତ ଏକ ମହା କାବ୍ୟ । ଏଥିରେ 19ଟି ସର୍ଗ ବା ବିଭାଗ ରହିଛି । ରଘୁ ବଂଶର ରାଜା ଦିଲୀପ ଓ ତାଙ୍କ ବଂଶଧର ମାନକ ବିଷୟ କାହାଣୀ ଏଥିରେ ଅଗ୍ନୀବରଣଙ୍କ ସମୟ ଯାଏ ବର୍ଣିତ । ଏଠି ମଧ୍ୟରେ ରାଜା ରଘୁ , ରାଜା ଦଶରଥ ,ରାଜା ରାମାଙ୍କ ବିଷୟ ରହିଛି । ଏହି ଗ୍ରନ୍ଥ ଉପରେ 10 ମ ଶତାବ୍ଦୀରେ କାଶ୍ମିରୀ ବିଦ୍ୱାନ ବଲ୍ଲଭଦେବ[୨]ଙ୍କ ଲେଖା  ଓ 1350ରୁ 1450 ମସିହାରେ ମଲ୍ଲିନଥଙ୍କ ରଚିତ "ସଞ୍ଜିବନୀ" ଗ୍ରନ୍ଥରେ ଦେଖା ଯାଏ ।  

ଭୌଗୋଳିକ ଓ ଏଇତିହାସିକ ଆଧାର [ସମ୍ପାଦନା]

The warrior Raghu leads a military expedition to Transoxiana. He defeats and subjugates local people along the way (presumably on his march through Central Asia) until he reaches the Vankshu, as the ancient Indians called the Oxus River. There, Raghu's army battles the Hepthalites, or White Huns, whom the Indians called Hunas and Mlecchas (barbarians). The Hepthalites are defeated, and the Raghuvamsha boasts of "The exploits of Raghu, whose valor expressed itself amongst the husbands of the Huna women, became manifest in the scarlet color of their cheeks."

ମହାକାବ୍ୟରେ ବ୍ଯବହ୍ରୁତ ମେତ୍ରେ ସମୂହ [ସମ୍ପାଦନା]

ଏହି ମହାକାବ୍ୟ 21ଟି ସନ୍ସ୍କ୍ର୍ଟ ମେତ୍ରେ  ରେ ଲେଖା ଯାଇଛି । ସେଗୁଡିକ ଅନୁଷ୍ଟୁପ , ଇନ୍ଦ୍ରବଜ୍ର , ଉପଜାତି , ଉପେନ୍ଦ୍ର ବଜ୍ର ଇତ୍ୟାଦି । , [୩]

ପୁନଶ୍ଚ ଦେଖଣା[ସମ୍ପାଦନା]

  • Kalidasa
  • Indian literature
  • Sanskrit literature
  • Sanskrit drama
  • Chandragupta Vikramaditya
  • Gupta Empire
  • Kambojas
  • Hunas

ଆଧାର [ସମ୍ପାଦନା]

  • Basham, A.L. (2000). The Wonder that was India (3rd ed.). London: South Asia Books. ISBN 0-283-99257-3
  • Maenchen-Helfen, Otto (1973). The World of the Huns. Berkely: University of California Press.
  • Jordanes, Getica.
  1. http://www.britannica.com/biography/Kalidasa
  2. Dominic Goodall and Harunaga Isaacson, The Raghupañcikā of Vallabhadeva, Volume 1, Groningen, Egbert Forsten, 2004.
  3. Raghuvaṃśa of Kālidāsa - Edited with extracts & Notes etc by Narayan Ram Acharya Kavyatirtha, Chaukhambha Publishers, Varanasi, 2nd ed (2002), Appendix 2

ବାହାର ଲିଙ୍କ [ସମ୍ପାଦନା]