ଜାମନଗର ବିମାନ ବନ୍ଦର

ଉଇକିପିଡ଼ିଆ‌ରୁ
Jamnagar Airport
જામનગર વિમાનમથક
Jāmanagara Vimānamathaka
IATA: JGAICAO: VAJM
ସାରକଥା
Owner Indian Air Force
ପରିଚାଳକ Airports Authority of India
ସେବା Jamnagar, Dwarka, Porbandar, Jamkhambhaliya
ଅବସ୍ଥାନ Jamnagar
ଉଚ୍ଚତା (ସମୁଦ୍ର ଠାରୁ) 69 ft / 21 m
ଦିଗବାରେଣି 22°27′56″N 070°00′45″E / 22.46556°N 70.01250°E / 22.46556; 70.01250
Map
JGA is located in Gujarat
JGA
JGA
JGA is located in India
JGA
JGA
ରନବେ
ଦିଗ ଲମ୍ବ ଭୂମି
ft m
06/24 8,242 2,512 Concrete
Statistics (Apr '15 – Mar '16)
Passenger Movements 84,403 (Increase 10.2%)
Source:[୧][୨]

ଜାମନଗର ବିମାନ ବନ୍ଦର ବା  ଗୋବର୍ଦ୍ଧନପୁର ବିମାନ ବନ୍ଦର  (IATA: JGAICAO: VAJM) ଭାରତୀୟ ରାଜ୍ୟ ଗୁଜରାଟର ଜାମ ନଗରଠାରେ ଅବସ୍ଥିତ । ଏହା ଭାରତୀୟ ବିମାନ ବାହିନୀ ଅଧୀନରେ ଥିବା ବେଳେ ଏଠାରୁ ବେସାମରିକ ଓ ସାମରିକ ଉଭୟ ବିମାନ ଚଳାଚଳ କରିଥାଏ । ଏଠାରୁ ଘରେଇ ଓ ବ୍ଯବସାୟିକ ଉଭୟ ପ୍ରକାର ବିମାନ ଚଳଚଳ କରେ । ଏଠାରେସ୍ଥିତ ଜାଗୁଆର ସ୍କୁଆଡ୍ରନ ଭାରତର ଶ୍ରେଷ୍ଠ ସ୍କୁଆଡ୍ରନ ଭାବରେ ଏୟାର ଚିଫ ମାର୍ଶାଲଙ୍କଦ୍ୱାରା ପୁରସ୍କୃତ ହେଇଥିଲା । 2006 ମସିହାରେ ଏହି ଷ୍ଟେସନକୁ ଷ୍ଟ୍ରେଷ୍ଠ ଉଡାଣ ଷ୍ଟେସନ ଭାବରେ ପୁରସ୍କାର ପ୍ରଦାନ କରାଯାଇଥିଲା ।ଏହା ଗୁଜରାଟର ଏକମାତ୍ର ଏୟାର ପୋଏର ଯହିଁରେ 2ଟି ରାନୱେ ରହିଛି ।  [୩]

ଜିଆଇଡ଼ିବିଦ୍ୱାରା ହେଇଥିବା ସର୍ଭେ ଆକଳନ ଅନୁସାରେ ଏହି ବିମାନ ବନ୍ଦରରେ  2003ରୁ 2008 0ମଧ୍ୟରେ ଟ୍ରାଫିକ 15 % ବୃଦ୍ଧି ହେଇଥିଲା ।ଘରେଇ ଯାତ୍ରୀ ଯାତାୟତ 2016 ପରେ 6 % ବୃଦ୍ଧି ହେବାର ଆକଳନ କରା ଯାଇଛି ।  

ଏପ୍ରିଲ 2015ରେ ଯେମେନ ଦେଶରୁ ଭାରତୀୟ ନାଗରିକମାନଙ୍କୁ ଅପସାରଣ କର ଗଲା ବେଳେ ଏହିଠାରୁ ବିମାନ ପଠା ଯାଇଥିଲା । [୪]

ଟର୍ମିନାଲ [ସମ୍ପାଦନା]

ଏଠାରେ 35 ଏକର ପରିମିତ ସ୍ଥାନ ଉପରେ ଟର୍ମିନାଲ ନିର୍ମିତ ହୋଇଛି । ସମସ୍ତ ସୁବିଧା ଥାଇ ଏଠାରେ ଏୟାର ବସ A320 ଅବତରଣର ସୁବିଧା ରହିଛି । 2012ରୁ ଏହାର ଉନ୍ନତିକରଣ ପାଇଁ ବ୍ୟବସ୍ଥା କରାଯାଇଛି । 

I

ଏୟାର ଲାଇନ ଓ ଗନ୍ତବ୍ୟସ୍ଥଳ [ସମ୍ପାଦନା]

Jଜାମ ନଗରକୁ ମୁମ୍ବାଇ ଏକ ଏୟାର ଇଣ୍ଡିଆ ଆଞ୍ଚଳିକ ଦୈନିକ ସେବା ବର୍ତ୍ତମାନ ରହିଛି । [୫]  

ବିମାନ ସେବା ଗନ୍ତବ୍ୟ 
Air India Regional Mumbai

ରାସ୍ତା [ସମ୍ପାଦନା]

The airport is connected to the city by a four lane highway and is about 8 kilometers from the city.

ଘଟନା ଓ ଦୁର୍ଘଟଣା [ସମ୍ପାଦନା]

  • 2012 ଅଗଷ୍ଟ 30 ତାରିଖରେ ଦୁଇଟି ହେଲିକେପଟର ଏଠାରେ ଦୁର୍ଘଟଣାଗ୍ରସ୍ତ ହେଇ 9 ଜଣ ଅଫିସର ପ୍ରାଣ ହରେଇ ଥିଲେ । 
  • 2015 ଅଗଷ୍ଟ 31ରେ ଏୟାର ଇଣ୍ଡିଆର ଏକ ମିଗ ବିମାନ ଦୁର୍ଘଟଣା ଗ୍ରସ୍ତ ହେଇଥିଲା,  କିନ୍ତୁ ପାଇଲଟ ବର୍ତି ଯାଇଥିଲେ । 

ଆଧାର [ସମ୍ପାଦନା]

  1. http://m.timesofindia.com/city/surat/City-fifth-on-Gujarats-aviation-map/articleshow/51337469.cms/
  2. http://www.aai.aero/traffic_news/traffic_news_2016.jsp
  3. Bharat Rakshak http://www.bharat-rakshak.com/IAF/Images/Special/AirfieldVisits/Jamnagar/ Archived 2013-02-26 at the Wayback Machine.
  4. http://www.telegraphindia.com/1150408/jsp/nation/story_13384.jsp#.
  5. "Air Deccan to connect Jamnagar-Mumbai from Feb 27". Oneindia. 24 February 2006.