ଲେସଲି କ୍ଲାଉଡିଅସ

ଉଇକିପିଡ଼ିଆ‌ରୁ
Leslie Walter Claudius
ବ୍ୟକ୍ତିଗତ ସୂଚନା
ଜନ୍ମ (1927-03-25)୨୫ ମାର୍ଚ୍ଚ ୧୯୨୭
Bilaspur, British India
ମୃତ୍ୟୁ ୨୦ ଡିସେମ୍ବର ୨୦୧୨(2012-12-20) (ବୟସ ୮୫)
Kolkata, West Bengal, India
ଉଚ୍ଚତା 5'4" (162 cm)
Playing position Halfback
Senior career
Years Team Apps (Gls)
Bengal Nagpur Railway
National team
1948–1960 India 100+
Medal record
Men's Field Hockey
Competitor for  ଭାରତ
Olympic Games
Gold 1948 London Team
Gold 1952 Helsinki Team
Gold 1956 Melbourne Team
Silver 1960 Rome Team
Asian Games
Silver 1958 Tokyo Team competition

ଲେସଲି ୱାଲ୍ଟର କ୍ଲାଉଡିଅସ (25 ମାର୍ଚ 1927[୧] – 20 ଡିସେମ୍ବର , 2012[୨]) 2012ଜଣେ ଭାରତୀୟ ହକି ଖେଳାଳି ଥିଲେ । ସେ ବିଳାସପୁରର ଦକ୍ଷିଣ ପୂର୍ବ ରେଳବାଇ ଇଂରାଜୀ ମିଡିଆମ ସ୍କୁଲରେ ପଥ ପଢିଥିଲେ । ସେହି ସ୍କୁଲରୁ ଅନେକ ଭାରତୀୟ ଜାତୀୟ କ୍ରୀଡାବିଦ ବାହାରିଥିଲେ । 

 ଲେସଲି ଅନନ୍ୟତମ ଭାରତୀୟ ହକି ଖେଳାଳି ଉଧାମ ସିଂହଙ୍କ ସହ 4 ଥର ଅଲିମ୍ପିକ ପଦକ ପାଇଥିବା ମାତ୍ର ଦୁଇଜଣ ଖେଳାଇଙ୍କ ମଧ୍ୟରେ ରହିଥିଲେ । ସେ 1948 , 1952 ଓ 1956 ଅଲିମ୍ପିକରେ ସ୍ୱର୍ଣ ପଦକ ଜିତିବା ସହ 1960 ନିଜ ଅଧିନାୟକତ୍ୱରେ ରୌପ୍ୟ ପଦକ ଜିତିଥିଲେ । ସେ ପ୍ରଥମ ଖେଳାଳି ଭାବେ ଭାରତ ପାଇଁ 100 ଟିରୁ ଉର୍ଦ୍ଧ ମେଚ ଖେଳିଥିଲେ । ଅଲିମ୍ପିକ ବ୍ଯତୀତ ସେ ଅଷ୍ଟ୍ରେଲିଆ , ନିଉଜିଲାଣ୍ଡ , ମଳୟସିଆ ଅନନ୍ୟ ଇଉରୋପୀୟ ଦେଶ ଗସ୍ତରେ ଯାଇ ଦଳ ସହ ଖେଳିଥିଲେ । ସେ ସକ୍ରିୟ ଖେଳରୁ 1956 ମସିହାରେ ଅବସର ନେଇଥିଲେ । ତାଙ୍କୁ 1971 ମସିହାରେ ସରକାରଙ୍କଦ୍ୱାରା ସମ୍ମାନଜନକ ପଦ୍ମଶ୍ରୀ ଉପାଧି ପ୍ରଦାନ କରାଯାଇଥିଲା ।[୩]

ଜୀବନୀ [ସମ୍ପାଦନା]

ପ୍ରାରମ୍ଭିକ ଜୀବନୀ [ସମ୍ପାଦନା]

 ଲେସଲି ପ୍ରଥମରୁ ଫୁଟବଲ ଖେଳୁଥିଲେ । ସେ ବେଙ୍ଗଲ -ନାଗପୁର ରେଳବାଇ ତରଫରୁ ଫୁଟବଲରେ ପ୍ରତିନିଧିତ୍ୱା ମଧ୍ୟ କରିଥିଲେ । ପରେ ତତ୍ କାଳୀନ କୋଚ ତଥା 1936 ଅଲିମ୍ପିକରେ ସ୍ୱର୍ଣ ପଦକ ବିଜେତା ପୂର୍ବତନ ଭାରତୀୟ ଜାତୀୟ ଖେଳାଳି ଡିକି କାର୍ଙ୍କଦ୍ୱାରା ପ୍ରଭାବିତ ହେଇ ତାଙ୍କ ନିର୍ଦ୍ଦେଶନାରେ ବେଙ୍ଗଳା ନାଗପୁର ରେଳବାଇର ହକି ଦଳରେ ସାମିଲ ହେଲେ । ଏହି ଦଳ ଟୁର୍ଣାମେଣ୍ଟରେ ଦ୍ୱିତୀୟ ସ୍ଥାନ ପାଇଲା ଓ ତାହା ପରଠୁ ଲେସଲି ଫୁଟବଲ ଛାଡି ପୂର୍ଣା ମାତ୍ରାରେ ହକିରେ ଧ୍ୟାନ ଦେଲେ । .[୪]

ଆନ୍ତର୍ଜାତିକ ପ୍ରଦର୍ଶନ [ସମ୍ପାଦନା]

1948 , 1952 , 1956ରେ ସ୍ୱର୍ଣ ଓ 1960 ଅଲିମ୍ପିକରେ ରଜତ ପଦକ ବିଜେତା ହକି ଦଳର ସଦସ୍ୟ ଥିବା ଲେସଲି ପ୍ରଥମ ଖେଳାଳି ଭାବରେ 100ରୁ ବେସୀ ଥର ଜାତୀୟ ଦଳକୁ ଆନ୍ତର୍ଜାତୀୟ ସ୍ତରରେ ପ୍ରତିନିଧିତ୍ୱ କରିଥିଲେ । ସେ ପ୍ରଥମ କରି 1959 ମସିହାରେ ଅଧିନାଯକ ହେଇଥିଲେ । ସେତେବେଳେ କିମ୍ବଦନ୍ତୀ ପୁରୁଷ ଧ୍ୟାନ ଚାନ୍ଦ ଦଳର କୋଚ ଥିଲେ । 1960ରେ ତାଙ୍କ ଦଳ ଅଲିମ୍ପିକରେ ରଜତ ପଦକ ପାଇଥିଲା ।  [୪]

ମାନେଜର[ସମ୍ପାଦନା]

ବାଙ୍କକ ଏସିୟ କ୍ରୀଡ଼ାରେ  1978 ମସିହାରେ ମେନେଜର ଭାବରେ ଥିଲେ । 

ବ୍ୟକ୍ତିଗତ ଜୀବନ [ସମ୍ପାଦନା]

ଲେସଲି ଆଙ୍ଗ୍ଲୋ -ଇଣ୍ଡିଆନ ଥିଲେ । ତାଙ୍କ ପୁତ୍ର ରବର୍ଟ ମଧ୍ୟ ଭାରତୀୟ ଦଳ ପାଇଁ ଖେଳିଥିଲେ । ରବର୍ଟଙ୍କ ରାସ୍ତା ଦୁର୍ଘଟଣାରେ ପରଲୋକ ହେଇଥିଲା । ତାଙ୍କର ଅନନ୍ୟ ତିନି  ପୁତ୍ର ମଧ୍ୟରୁ ଜଣେ ତାଙ୍କ ସହ କଲିକତାରେ ରହୁଥିଲେ ଓ ଅନ୍ୟ ଦୁଇଜଣ ମେଲବର୍ନ ସହରରେ ରହୁଥିଲେ । 

ପୁରସ୍କାର ଓ ସମ୍ମାନ ସବୁ [ସମ୍ପାଦନା]

  • In 1971 he was awarded the Padma Shri.
  • Mention in the Guinness Book of World Records along with Udham Singh for having won the most number of Olympic medals in field hockey.[୫]
  • In 2011 The West Bengal Chief Minister Mamata Banerjee presented the Bharat Gaurav award instituted by East Bengal Club to Leslie Claudius.[୬]
  • For the 2012 Olympics the Bushey tube station was renamed after Claudius in the special "Olympic Legends Map". He was one of six all time hockey greats who were honored in this manner.
  • In 2012 he was awarded The Banga Bibhushan.[୭]

ମୃତ୍ୟୁ[ସମ୍ପାଦନା]

କଲିକତାଠାରେ ଲେସଲିଙ୍କ ପରଲୋକ 20 ଡିସେମ୍ବର 2012ରେ ଘଟିଥିଲା ଓ ତାଙ୍କୁ ତଳ ସରକୁଳର ରୋଡ କବରଖାନାରେ କବର ଦିଆଯାଇଥିଲା । 

ପୁନଶ୍ଚ ଦେଖଣା [ସମ୍ପାଦନା]

  • List of Indian field hockey captains in Olympics

ଆଧାର [ସମ୍ପାଦନା]

  1. "Olympics". sports-reference. Retrieved 20 December 2012.
  2. "Hockey legend Leslie Claudius passes away". DNA India. PTI. 20 Dec 2012. Retrieved 2012-12-20.
  3. http://www.sports-reference.com/olympics/athletes/cl/leslie-claudius-1.html
  4. ୪.୦ ୪.୧ "Leslie Claudius Profile". Iloveindia. Retrieved 22 July 2013.
  5. "Indian hockey great Leslie Claudius passes away". Firstpost. FP sports. 20 Dec 2012. Retrieved 2012-12-20.
  6. http://www.thehindu.com/todays-paper/tp-national/tp-otherstates/an-honour/article2315178.ece
  7. http://www.thehindubusinessline.com/news/sports/bengal-hockey-needs-to-get-its-act-together/article4108650.ece