ସରାଇପାଳି

ଉଇକିପିଡ଼ିଆ‌ରୁ

[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

ସରାଇପାଲି
city
Nickname: 
SPL
Country India
StateChhattisgarh
DistrictMahasamund
Government
 • TypeNagar Palika
 • BodyNagar Palika Parishad Saraipali
Population
 (2011)
 • Total୨୦,୧୧୮
Languages
Time zoneUTC+5:30 (IST)
493558
493558
ଯାନବାହାନ ପଞ୍ଚୀକରଣCG

ସରାଇପାଳି ,  ଭାରତୀୟ ରାଜ୍ୟ ଛତିଶଗଡ଼ର ମହାସମୁନ୍ଦ ଜିଲ୍ଲାର ଏକ ସହର । ଏଠାରୁ ମଧ୍ୟ ପ୍ରଦେଶ ରାଜ୍ୟର ପ୍ରଥମ ମୁଖ୍ୟ ମନ୍ତ୍ରୀ ସ୍ୱର୍ଗତ ରବୀଶଙ୍କର ଶୁକ୍ଲା ନିର୍ବାଚିତ ହେଇଥିଲେ । 

ଭୌଗୋଳିକ ଅବସ୍ଥିତି [ସମ୍ପାଦନା]

ସରାଇପାଳିର ଭୌଗୋଳିକ ଅବସ୍ଥିତି   21.33°N 83.0°Eଠାରେ । ଏହା ଓଡ଼ିଶା ରାଜ୍ୟ ଓ ଛତିଶଗଡ଼ ରାଜ୍ୟର ସୀମା ଅଞ୍ଚଳରେ ଅବସ୍ଥିତ । ଏହି ସହର ରାଜ୍ୟ ରାଜଧାନୀ ରାୟପୁରଠାରୁ 157 କିଲୋମିଟର ଦୂରରେ ଅବସ୍ଥିତ । ଓଡ଼ିଶାର ପଦ୍ମପୁର ଓ ବରଗଡ ସହରଠାରୁ ଏହାର ଦୂରତା ଯଥାକ୍ରମେ ମାତ୍ର 37 କିଲୋମିଟର ଓ 66 କିଲୋମିଟର । 2011 ଜନଗଣନା ଅନୁସାରେ ଏହା ଛତିଶଗଡ଼ ରାଜ୍ୟର ସର୍ବାଧିକ ବୃଦ୍ଧି ଲାଭ କରୁଥିବା ସହର ମଧ୍ୟରୁ ଏକତମ । ଏଠାରେ ରେଳ ପଥ ବା ବିମାନ ବନ୍ଦର ନାହି , କିନ୍ତୁ ରାସ୍ତାଦ୍ୱାରା ଏହା ସଂଯୁକ୍ତ । 

Politics[ସମ୍ପାଦନା]

The present President of Municipality is Smt. Saraswati Chandrakumar Patel (BJP) and MLA of Saraipali is Shree Ramlal Chauhan (BJP). 1st Mla- Pt.Ravishankar Shukla 1st president of municipal co.-Lt.Virendra Singh 1st Female president of municipal co.-Smt Shani Amar Bagga

ଶିଷ୍ୟା [ସମ୍ପାଦନା]

  • ଏଠାରେ ପର୍ଯ୍ୟାପ୍ତ ସଂଖ୍ୟାରେ କଲେଜ , ସ୍କୁଲ , ଇଂରାଜୀ ମିଡିଆମ ସ୍କୁଲ ସମୂହ ରହିଛି । 

ଦର୍ଶନୀୟ ସ୍ଥାନ [ସମ୍ପାଦନା]

  • ଶ୍ରୀ ଦୂର୍ଗା ମନ୍ଦିର 
  • ଗାୟତ୍ରୀ ମାତା ମନ୍ଦିର 
  • ପଞ୍ଚାବନ ଶିବ ମନ୍ଦିର 
  • ଶ୍ରୀ ରାମ ମନ୍ଦିର 
  • ଶ୍ରୀ ଶିବ ମନ୍ଦିର 
  • ଶ୍ରୀ ବାବା ମନ୍ଦିର 
  • ଶନି ଦେବ ମନ୍ଦିର 
  • ରାଧା କୃଷ୍ଣମନ୍ଦିର 

ଏହା ବ୍ଯତୀତ ଏଠାରେ ଚର୍ଚ , ମସଜିଦ .ଓ ଗୁରୁଦ୍ୱାରା ମାନ ରହିଛି । 


ଜନସଂଖ୍ୟା [ସମ୍ପାଦନା]

2011 ଜନଗଣନା ଅନୁସାରେ ସରାଇପାଳିର ଜନସଂଖ୍ୟା 20,118 ଥିଲା ।[୧] ଏହା ମଧ୍ୟରୁ ପୁରୁଷ ସଂଖ୍ୟା 52 % ଥିଲା ବେଳେ ମହିଳା ସଙ୍ଖ୍ୟା 48 % ଥିଲା । ସରାଇପାଳିର ସାକ୍ଷ୍ୟରତା ହାର 69 % ଥିଲା । 6 ବର୍ଷରୁ କମ ସଂଖ୍ୟା 14 % ଥିଲା । 

References[ସମ୍ପାଦନା]

  1. "Census of India 2001: Data from the 2001 Census, including cities, villages and towns (Provisional)". Census Commission of India. Archived from the original on 2004-06-16. Retrieved 2008-11-01.