ନିଉ ଜଳପାଇଗୁଡ଼ି ରେଳ ଷ୍ଟେସନ

Coordinates: 26°40′57″N 88°26′38″E / 26.68250°N 88.44389°E / 26.68250; 88.44389
ଉଇକିପିଡ଼ିଆ‌ରୁ
ନିଉ ଜଳପାଇଗୁଡି ରେଳ ଜଙ୍କସନ
Regional rail and Light rail station

নিউ জলপাইগুড়ি জংশন
Station statistics
AddressNew Jalpaiguri Road, Bhaktinagar, Siliguri, Jalpaiguri district, West Bengal
India
Coordinates26°40′57″N 88°26′38″E / 26.68250°N 88.44389°E / 26.68250; 88.44389
Elevation114.00 metres (374.02 ft)
LinesDarjeeling Himalayan Railway,
Howrah–New Jalpaiguri line,
Haldibari-New Jalpaiguri line,
New Jalpaiguri–Alipurduar–Samuktala Road line
Barauni-Guwahati line
Platforms9 (2 Narrow Gauge and 7 broad Gauge)
ParkingAvailable
Other information
Opened1961; ପ୍ରକାଶନରେ ଅସୁବିଧା: ଅଜଣା ଚିହ୍ନ "୦" । ପ୍ରକାଶନରେ ଅସୁବିଧା: ଅଜଣା ଚିହ୍ନ "୦" । (1961)
ElectrifiedUnder Construction
CodeNJP
Zone(s) Northeast Frontier Railway zone
Division(s) Katihar
Owned byIndian Railway
OperatorNortheast Frontier Railway zone
Station statusFunctioning
Location
New Jalpaiguri railway station is located in West Bengal
New Jalpaiguri railway station
New Jalpaiguri railway station
Location in West Bengal

ନିଉ ଜଳପାଇଗୁଡି ରେଳ ଷ୍ଟ୍ରେସନ (ସଂକ୍ଷିପ୍ତ ରେ  : NJP Station)ଏକ ଭାରତୀୟାରେଲ ଷ୍ଟ୍ରେସନ । ଏହା ପଶ୍ଚିମ ବଙ୍ଗ ରାଜ୍ୟର ମହାନଗର  ଶିଲିଗୁଡିଠାରେ ଅବସ୍ଥିତ । ସହର ନୂତନ ତମ ଏହିଷ୍ଟେସନ ଏଠାକୁ ବ୍ରଡ ଗଜ ଆସିଲା ପରେ ହେଇଥିଲା । 

ଇତିହାସ [ସମ୍ପାଦନା]

ଦେଶ ବିଭାଜନ ପରେ ଆଗରୁ ଥିବା କଲିକତା - ସିଲିଗୁଡି ଲାଇନର ଅଧିକାଂଶ ପୂର୍ବ ପାକିସ୍ଥାନ ବା ବର୍ତ୍ତମାନର ବଙ୍ଗଳାଦେଶରେ ରହିଗଲା । ତେଣୁ ନୂତନ ଭାବେ ଏଠାକୁ ବ୍ରଡ ଗଜ ଲାଇନ ନିରଣିତ ହେଲା ପରେ ନିଉ ସିଲିଗୁଡି ଷ୍ଟେସନ ମଧ୍ୟ ହେଲା । ଏଠାରୁ ଉତ୍ତର ବଙ୍ଗ , ସିକ୍କିମ , ଭୂତନୋ ଆସାମ ଆଦି ସ୍ଥାନକୁ ଯାତାୟତ ପାଇଁ ମୁଖ୍ୟ ଦ୍ୱାର ଭାବରେ ବ୍ୟବହାର ହେଲା । [୧]

ସେବା ସମୂହ [ସମ୍ପାଦନା]

ଏହି ଷ୍ଟେସନ ଭାରତୀୟ ରେଳବାଇର 100ଟି ମୁଖ୍ୟ ବୁକିଙ୍ଗ ଷ୍ଟେସନ ମଧ୍ୟରେ ରହିଛି । [୨]

ଗୋଆ ବ୍ଯତୀତ ଦେଶ ରାନନୀ ସମସ୍ତ ଅଞ୍ଚଳକୁ ଏଠାରୁ ଟ୍ରେନ ସଂଯୋଗ ରହିଛି । ଏହାକୁ ସର୍ବ ସ୍ୱଚ୍ଛ ଷ୍ଟେସନ ହିସାବରେ ଗଣନା କରାଯାଏ । ଉତ୍ତର ବଙ୍ଗ ଅଞ୍ଚଳ ରୀହ ସର୍ବାଧିକ ବ୍ୟସ୍ତ ଷ୍ଟେସନ। 

ଏଠାରୁ ଦିଲ୍ଲୀକୁ 15ଟି , କଲିକତାକୁ 16ଟି , ବାଙ୍ଗାଳୟରେ କୁ4ଟି , ମୁମ୍ବାଇକୁ 4ଟି ଚେନ୍ନଇକୁ 7ଟି ଟ୍ରେନ ସହ ଅନନ୍ୟ ଟ୍ରେନ ଚାଲିଥାଏ । 

Gallery[ସମ୍ପାଦନା]

ଆଧାର samuh[ସମ୍ପାଦନା]

  1. "India: the complex history of the junctions at Siliguri and New Jalpaiguri". IRFCA. Retrieved 2011-11-12.
  2. "Indian Railways Passenger Reservation Enquiry". Availability in trains for Top 100 Booking Stations of Indian Railways. IRFCA. Retrieved 10 July 2013.

ବାହ୍ୟ ଆଧାର [ସମ୍ପାଦନା]

ବାହାର ଭିଡିଓ
video icon Sealdah-New Cooch Behar Uttarbanga Express arriving at New Jalpaiguri