ବନ୍ଧାଗୁଡ଼ା

ଉଇକିପିଡ଼ିଆ‌ରୁ

[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

Bandhaguda
ବନ୍ଧାଗୁଡ଼ା
Village
Country India
StateOdisha
DistrictGanjam
Population
 • Total୬,୦୦୦
Languages
Time zoneUTC+5:30 (IST)
PIN
761106
Telephone code06822
ଯାନବାହାନ ପଞ୍ଚୀକରଣOR-07/OD-07
Nearest citySheragada, Aska, Berhampur
Avg. Summer Temperature42 °C (108 °F)
Websiteodisha.gov.in

ବନ୍ଧାଗୁଡ଼ା ଭାରତୀୟ ରାଜ୍ୟ ଓଡ଼ିଶାର ଗଞ୍ଜାମ ଜିଲ୍ଲାର ଏକ ଗ୍ରାମ ।[୧] ଏହା ଶେରଗଡ଼ା ବ୍ଲକ ଅଧୀନରେ ଏକ ଗ୍ରାମପଞ୍ଚାୟତ ମଧ୍ୟ ।[୨] ଏହି ଅଞ୍ଚଳର ମୁଖ୍ୟ ଗ୍ରାମ ହିସାବରେ ଏହାଆଖ ଅଞ୍ଚଳର ୧୫ଟି ଗ୍ରାମକୁ ପ୍ରାଥମିକ ଶିକ୍ଷା ଦେଇଥାଏ ।[୩] ବ୍ରହ୍ମପୁର ସହରଠାରୁ ଏହାର ଦୂରତା ୫୫ କିଲୋମିଟର । 

ଜୀବିକା[ସମ୍ପାଦନା]

ଏଠାରେ ଅଧିକାଂଶ ଅଧିବାସୀ ଚାଷ ଉପରେ ନିର୍ଭରଶୀଳ । ଏଠାରେ ଜଳସେଚନର ସୁବିଧା ନଥିବାରୁ ମାତ୍ର ଗୋଟିଏ ଫସଲ ଚାଷ ହେବା ସହ ପନିପରିବା ଉତ୍ପନ୍ନ ହେଇଥାଏ । 

ଶିକ୍ଷା [ସମ୍ପାଦନା]

ଏଠାରେ ୨ଟି ପ୍ରାର୍ଥମିକ ସ୍କୁଲ ଅଞ୍ଚଳର ଗ୍ରାମମାନଙ୍କ ପାଇଁ ପ୍ରାଥମିକସ୍ତରର ଶିକ୍ଷା ଦେଇଥାଏ । 

ସଂସ୍କୃତି [ସମ୍ପାଦନା]

ମୁଖ୍ୟତଃ ହିନ୍ଦୁ ରହୁଥିବା ଗ୍ରାମରେ ଶ୍ରୀକୃଷ୍ଣ ମନ୍ଦିର ସହ ଶିବ ମନ୍ଦିର ଓ ମାଁ କାଳୀ ମନ୍ଦିର ରହିଛି । ଗ୍ରାମରେ ସମସ୍ତ ପ୍ରକାର ଯାନୀ ଯାତ୍ରା ରୀତିମତ ଭାବରେ ହେଇଥାଏ । 

ଆଧାର[ସମ୍ପାଦନା]

  1. "Bandhaguda Population - Ganjam, Orissa". www.census2011.co.in. census 2011. Retrieved 20 August 2019.
  2. "GANJAM District - Sheragada Block - Bandhaguda Panchayat - Bandhaguda Information". www.naveenpatnaik.com. www.naveenpatnaik.com. Archived from the original on 20 August 2019. Retrieved 20 August 2019.
  3. "ହିଞ୍ଜିଳି ନିର୍ବାଚନ ମଣ୍ଡଳୀର ଭୋଟ ଗ୍ରହଣ କେନ୍ଦ୍ର" (PDF). cdn.s3waas.gov.in. s3waas.gov.in. Retrieved 20 August 2019.

External links[ସମ୍ପାଦନା]