ବନ୍ଧାଗୁଡ଼ା

ଉଇକିପିଡ଼ିଆ ରୁ
Jump to navigation Jump to search
Bandhaguda

ବନ୍ଧାଗୁଡ଼ା
Village
Country India
StateOdisha
DistrictGanjam
ଜନସଂଖ୍ୟା
 • ମୋଟ୬,୦୦୦
Languages
ସମୟ ମଣ୍ଡଳUTC+5:30 (IST)
ପିନ କୋଡ଼
761106
Telephone code06822
ଗାଡ଼ି ପଞ୍ଜିକରଣOR-07/OD-07
Nearest citySheragada, Aska, Berhampur
Avg. Summer Temperature୪୨ °C (୧୦୮ °F)
ୱେବସାଇଟodisha.gov.in

ବନ୍ଧାଗୁଡ଼ା ଭାରତୀୟ ରାଜ୍ୟ ଓଡ଼ିଶାର ଗଞ୍ଜାମ ଜିଲ୍ଲାର ଏକ ଗ୍ରାମ ।[୧] ଏହା ଶେରଗଡ଼ା ବ୍ଲକ ଅଧୀନରେ ଏକ ଗ୍ରାମପଞ୍ଚାୟତ ମଧ୍ୟ ।[୨] ଏହି ଅଞ୍ଚଳର ମୁଖ୍ୟ ଗ୍ରାମ ହିସାବରେ ଏହାଆଖ ଅଞ୍ଚଳର ୧୫ଟି ଗ୍ରାମକୁ ପ୍ରାଥମିକ ଶିକ୍ଷା ଦେଇଥାଏ ।[୩] ବ୍ରହ୍ମପୁର ସହରଠାରୁ ଏହାର ଦୂରତା ୫୫ କିଲୋମିଟର । 

ଜୀବିକା[ସମ୍ପାଦନା]

ଏଠାରେ ଅଧିକାଂଶ ଅଧିବାସୀ ଚାଷ ଉପରେ ନିର୍ଭରଶୀଳ । ଏଠାରେ ଜଳସେଚନର ସୁବିଧା ନଥିବାରୁ ମାତ୍ର ଗୋଟିଏ ଫସଲ ଚାଷ ହେବା ସହ ପନିପରିବା ଉତ୍ପନ୍ନ ହେଇଥାଏ । 

ଶିକ୍ଷା [ସମ୍ପାଦନା]

ଏଠାରେ ୨ଟି ପ୍ରାର୍ଥମିକ ସ୍କୁଲ ଅଞ୍ଚଳର ଗ୍ରାମମାନଙ୍କ ପାଇଁ ପ୍ରାଥମିକସ୍ତରର ଶିକ୍ଷା ଦେଇଥାଏ । 

ସଂସ୍କୃତି [ସମ୍ପାଦନା]

ମୁଖ୍ୟତଃ ହିନ୍ଦୁ ରହୁଥିବା ଗ୍ରାମରେ ଶ୍ରୀକୃଷ୍ଣ ମନ୍ଦିର ସହ ଶିବ ମନ୍ଦିର ଓ ମାଁ କାଳୀ ମନ୍ଦିର ରହିଛି । ଗ୍ରାମରେ ସମସ୍ତ ପ୍ରକାର ଯାନୀ ଯାତ୍ରା ରୀତିମତ ଭାବରେ ହେଇଥାଏ । 

ଆଧାର[ସମ୍ପାଦନା]

  1. "Bandhaguda Population - Ganjam, Orissa". www.census2011.co.in. census 2011. Retrieved 20 August 2019.
  2. "GANJAM District - Sheragada Block - Bandhaguda Panchayat - Bandhaguda Information". www.naveenpatnaik.com. www.naveenpatnaik.com. Retrieved 20 August 2019.
  3. "ହିଞ୍ଜିଳି ନିର୍ବାଚନ ମଣ୍ଡଳୀର ଭୋଟ ଗ୍ରହଣ କେନ୍ଦ୍ର" (PDF). cdn.s3waas.gov.in. s3waas.gov.in. Retrieved 20 August 2019.

External links[ସମ୍ପାଦନା]