ବରୀନ୍ଦର ସରନ

ଉଇକିପିଡ଼ିଆ‌ରୁ
ବ୍ୟକ୍ତିଗତ ତଥ୍ୟ
ନାମBarinder Balbir Singh Sran
ଡାକ ନାମBarry[୧]
ଉଚ୍ଚତା6 ft 3[୨] in (1.91 m)
ବ୍ୟାଟିଂ ପ୍ରକାରLeft-handed
ବୋଲିଂ ପ୍ରକାରLeft-arm fast-medium
ଭୂମିକାBowler
ଅନ୍ତର୍ଜାତୀୟ ତଥ୍ୟ
National side
ପ୍ରଥମ ଦିନିକିଆ (cap 207)12 January 2016 v Australia
ଦିନିକିଆ ଜାମା ନମ୍ବର51
ଘରୋଇ ଦଳ ତଥ୍ୟ
YearsTeam
2011/12–presentPunjab
2015Rajasthan Royals (squad no. 51)
2016–presentSunrisers Hyderabad (#51)
Career statistics
ପ୍ରତିଯୋଗିତା ODI FC LA T20
ମ୍ୟାଚ ସଂଖ୍ୟା 6 11 9 10
ମୋଟ ରନ 155 14 17
ବ୍ୟାଟିଂ ହାର 19.37 4.66 17.00
ଶତକ/ଅର୍ଦ୍ଧଶତକ –/– 0/0 0/0 0/0
ସର୍ବାଧିକ ରନ 33 9 9*
ବଲ ସଂଖ୍ୟା {{{deliveries1}}} 1817 497 174
ଉଇକେଟ 7 32 19 8
ବୋଲିଂ ହାର 18.66 34.06 26.94 27.12
ଇନିଙ୍ଗସରେ ୫ଟି ଉଇକେଟ 0 1 0 0
ମ୍ୟାଚରେ ୧୦ଟି ଉଇକେଟ n/a 0 n/a n/a
ସବୁଠୁ ଭଲ ବୋଲିଂ 3/56 6/61 4/60 3/26
କ୍ୟାଚ/ଷ୍ଟମ୍ପିଙ୍ଗ 1/– 1/– 2/– 1/–
Source: Cricinfo, 13 January 2016

ବରୀନ୍ଦର ବାଳବୀର ସିଂହ ସରନ (ଜନ୍ମ 10 ଡିସେମ୍ବର, 1992 ) ଜଣେ ଭାରତୀୟ ଅନ୍ତର୍ଜାତିକ କ୍ରିକେଟ ଖେଳାଳି। ସେ ଜଣେ ଦ୍ରୁତ ଗତି ବୋଲର । ସେ ପଞ୍ଜାବ ରାଜ୍ୟ ପାଇଁ ଘରେଇ କ୍ରିକେଟ ଖେଳିବା ସହ IPLରେ 2015 ପର୍ଯ୍ୟନ୍ତ ରାଜସ୍ଥାନ ରୟାଲ ଦଳ ପାଇଙ୍ଖେଲୁଥିଲେ ।[୩][୪] ସେ ଭାରତ ପାଇଁ ପ୍ରଥମ ଏକଦିବସୀୟ ଅନ୍ତର୍ଜାତିକ ମେଚ 2016 ମସିହା ଜାନୁୟାରୀ ମାସରେ ଅଷ୍ଟ୍ରେଲିଆ ବିରୁଦ୍ଧରେ ଖେଳିବା ସହ ଜିମ୍ବାବ୍ୱେ ବିରୁଦ୍ଧରେ ପ୍ରଥମ T20 ମେଚ ଖେଳିଥିଲେ । [୫] T20ରେ ସେ ଜିମ୍ବାବ୍ୱେ ବିରୁଦ୍ଧରେ ମାତ୍ର 10 ରନ ଦେଇ 4ଟି ୱିକେଟ ନେଇଥିଲେ ଯାହା ଟି20 ମେଚରେ ଭାରତର ଶ୍ରେଷ୍ଠ ବୋଲିଂ ରହିଛି । [୬]

ଘରେଇ ଖେଳ ପ୍ରଦର୍ଶନ [ସମ୍ପାଦନା]

17 ବର୍ଷ ହେବା ଯାଏ ବରୀନ୍ଦର କ୍ରିକେଟ ନ ଖେଳି ବକସିଙ୍ଗ ଓ ଦୌଡାଳି ଭାବରେ ଖେଳ ଜଗତରେ ଥିଲେ । ସେ ସେଥିରେ ପୁରସ୍କାର ମଧ୍ୟ ପାଇଥିଲେ । ତେବେ 2011-12 ସିଜନରେ ସେ ପଞ୍ଜାବ ଦଳ ପାଇଁ ରଣଜୀ ଟ୍ରଫି ଓ T20 ଦଳରେ ଖେଳିବା ପରେ ଆହତ ଜନିତ କାରଣରୁ 2014 ମସିହା ଯାଏ ଖେଳରୁ ଦୂରରେ ରହିଥିଲେ । 2015 IPLରେ ସେ ରାଜସ୍ଥାନ ରୟାଲ .[୭]ପାଇଁ ଚୁକ୍ତିବଦ୍ଧ ହେଇ ମାତ୍ର ଗୋଟିଏ ମେଚ ଖେଳି ଥିଲେ [୮]

ଅନ୍ତର୍ଜାତିକ ପ୍ରଦର୍ଶନ [ସମ୍ପାଦନା]

ମାତ୍ର 8ଟି ଲିଷ୍ଟ  A ମେଚ ଖେଳିଥିବା ବରୀନ୍ଦର ଭାରତୀୟ ଏକଦିବାସୀୟ ଜାତୀୟ ଦଳରେ ଅଷ୍ଟ୍ରେଲିଆ ଗସ୍ତରେ ଖେଳି ପର୍ଥଠାରେ ପ୍ରଥମ ମେଚରେ  ଫିଞ୍ଚ , ବର୍ନର ଓ ସ୍ମିଥଙ୍କୁ ଆଉଟ କରି ଥିଲେ । .[୫] ତାହା ପରେ ସେ ଭାରତୀୟ ଦଳ ସହ ଜିମ୍ବାବ୍ୱେ ଗସ୍ତରେ ଯାଇଥିଲେ । 

ଅନ୍ତର୍ଜାତିକ ପୁରସ୍କାର [ସମ୍ପାଦନା]

T20 ଅନ୍ତର୍ଜାତିକ [ସମ୍ପାଦନା]

Player of the Series Awards[ସମ୍ପାଦନା]

# Series Series Performance Result
1 Zimbabwe vs India in Zimbabwe 8-1-41-6 ; DNB.  India won the series 2-1.[୯]

Man of the match awards[ସମ୍ପାଦନା]

No. Opponent Venue Date Match Performance Result
1 Zimbabwe Harare Sports Club, Harare 20 June 2016 4-0-10-4 ; DNB  India won by 10 wickets.[୧୦]

ଆଧାର [ସମ୍ପାଦନା]

  1. "Kohli, Dhawan hit fine form in warm-up win". Wisden India. Retrieved 12 January 2016.
  2. Farrell, Melinda. "The day of the debutants". Perth: ESPNcricinfo. Retrieved 12 January 2016.
  3. "Rajasthan Royals Squad / Players". ESPNcricinfo. Retrieved 16 May 2015.
  4. "Barinder Sran". CricketArchive. Retrieved 20 December 2015.
  5. ୫.୦ ୫.୧ "India tour of Australia, 1st ODI: Australia v India at Perth, Jan 12, 2016". ESPNcricinfo. ESPN Sports Media. 12 January 2016. Retrieved 12 January 2016.
  6. "India tour of Zimbabwe, 2nd T20I: Zimbabwe v India at Harare, Jun 20, 2016". ESPN Cricinfo. Retrieved 20 June 2016.
  7. "Barinder Singh Sran". rajasthanroyals.com. Archived from the original on 4 March 2016. Retrieved 20 December 2015.
  8. "Barinder Singh Sran". rajasthanroyals.com. Archived from the original on 4 March 2016. Retrieved 20 December 2015.
  9. "Zimbabwe vs India T20I Series, 2016". ESPNcricinfo. 22 June 2012. Retrieved 22 June 2016.
  10. "India in Zimbabwe T20I Series - 2nd T20I Scorecard".

ବାହାର ଲିଙ୍କ [ସମ୍ପାଦନା]