ତିର୍ଥେଶ୍ୱର ଶିବ ମନ୍ଦିର

ଉଇକିପିଡ଼ିଆ‌ରୁ
ତିର୍ଥେଶ୍ୱର ଶିବ ମନ୍ଦିର
Religion
ଅନୁବନ୍ଧଗୁଡ଼ିକହିନ୍ଦୁ ଧର୍ମ
Location
ସ୍ଥାନଭୁବନେଶ୍ୱର
Stateଓଡ଼ିଶା
Countryଭାରତ
Architecture
Typeକଳିଙ୍ଗ ସ୍ଥାପତ୍ୟ କଳା
Elevation26 m (85 ft)

ତିର୍ଥେଶ୍ୱର ଶିବ ମନ୍ଦିର, ଭାରତୀୟ ରାଜ୍ୟ ଓଡ଼ିଶାର ରାଜଧାନୀ ସହର ଭୁବନେଶ୍ୱରଠାରେ ଅବସ୍ଥିତ । 

ଅବସ୍ଥିତି [ସମ୍ପାଦନା]

ତିର୍ଥେଶ୍ୱର ମନ୍ଦିରର ଅବସ୍ଥିତ  20◦ latitude and 14’ 36"N, 85◦ longitude and 50’ 10"E, ଏବଂ ଏହାର ଉଚ୍ଚତା ୮୫ଫୁଟ । 

ଏହା ପୁରୁଣା ଭୁବନେଶ୍ୱର ଅଞ୍ଚଳର ତଳବଜାରଠାରେ ଅବସ୍ଥିତ । ବିନ୍ଦୁସାଗର ପୁଷ୍କରିଣୀଠାରୁ ଲିଙ୍ଗରାଜ ମନ୍ଦିରକୁ ଯିବା ରାସ୍ତାରେ ବାମ ପାର୍ଶ୍ୱରେ ଏହି ମନ୍ଦିର ରହିଛି । ମନ୍ଦିରର ମୁଖ ପଶ୍ଚିମ ଦିଗକୁ ରହିଛି । ଏଠାରେ ଶିବ ଲିଙ୍ଗ ସହ ଯୋନିପୀଠ ମଧ୍ୟ ରହିଛି । ଏହି ମନ୍ଦିରରେ ନିୟମିତ ପୂଜା ଅର୍ଚ୍ଚନା ହୁଏ । 

ଇତିହାସ [ସମ୍ପାଦନା]

ସ୍ଥାପତ୍ୟ କଳାକୁ ଅନୁଧ୍ୟାନ କାଲେ ଏହି ମନ୍ଦିର ଚତୁର୍ଦ୍ଦଶ ଶତାବ୍ଦୀର ଗଙ୍ଗବଂଶ ସମୟରେ ନିର୍ମାଣ ହେଇଥିବାର ଜଣାଯାଇଥାଏ । ଏହି ମନ୍ଦିର ବର୍ତ୍ତମାନ ବେସରକାରି ମାଲିକାନାରେ ପରିଚାଳିତ । ତଳବଜାର ଅଞ୍ଚଳର ବ୍ୟକ୍ତିମାନେ ମନ୍ଦିର ପରିଚାଳନା ଭାର ନିଅନ୍ତି । 

ଯାନିଯାତରା [ସମ୍ପାଦନା]

ମନ୍ଦିରରେ ମହା ଶିବରାତ୍ରି ସହ ଜଳାଭିଷେକ, ସଂକ୍ରାନ୍ତି ଆଦି ନିୟମାନୁସାରେ ପାଳିତ  ହୁଏ । 

ଆଧାର [ସମ୍ପାଦନା]

  • Debala Mitra, ‘Bhubaneswar’ New Delhi, 1958, P. 29.
  • K.C. Panigrahi, Archaeological Remains at Bhubaneswar, Calcutta, 1961. PP. 16–17.
  • L. S.S. O’ Malley, Bengal District Gazetteer Puri, Calcutta 1908, P. 240.
  • M.M. Ganguly, Orissa and Her remains, Calcutta, 1912, PP. 393–394.
  • P.R. Ramachandra Rao, Bhubaneswar Kalinga Temple Architecture, Hyderabad, 1980, P. 29.
  • R.P. Mohapatra, ‘Archaeology in Orissa’. Vol. I, Delhi, 1986. P. 57.
  • R.L. Mitra. The Antiauities of Orissa, Vol.II, Calcutta, 1963, PP. 160–161.
  • T.E. Donaldson, ‘Hindu Temple Art of Orissa’. Vol. I, Leiden, 1985, P. 76.

ବାହାର ଲିଙ୍କ [ସମ୍ପାଦନା]