ଫୋର୍ଟ ୱିଲିୟମ, କଲିକତା

ଉଇକିପିଡ଼ିଆ‌ରୁ

Fort William
Kolkata, West Bengal, India
Fort William, a view from the inside, c. 1828
Fort William is located in Kolkata
Fort William
Fort William
Coordinates22°33′28″N 88°20′17″E / 22.5577°N 88.3380°E / 22.5577; 88.3380
TypeFortress, garrisoned and armoured Army Headquarters.
Site information
Controlled by
Site history
Built1696–1702
In use1781–present
Battles/warsBattle of Plassey (1757)
Garrison information
GarrisonEastern Command

ଫୋର୍ଟ ୱିଲିୟମ ଭାରତୀୟ ରାଜ୍ୟ ପଶ୍ଚିମ ବଙ୍ଗର କଲିକତାସ୍ଥିତ ଏକ ଦୁର୍ଗ । ଏହା ହୁଗୁଳି ନଦୀର ପର୍ବ ତଟ ଅଞ୍ଚଳରେ ଅବସ୍ଥିତ । ଏହାକୁ ବ୍ରିଟିଶମାନେ ନିର୍ମାଣ କରି ଇଂଲଣ୍ଡର ରାଜା ୱିଲିୟମ ୩ଙ୍କ ସମ୍ମାନାର୍ଥେ ନାମକରଣ କରିଥିଲେ । ଏହା ସାମ୍ନାରେ କଲିକତାର ବୃହତ୍ତମ ପଡ଼ିଆ "ମଇଦାନ" ଅବସ୍ଥିତ । ଆଜି ଦୁର୍ଗ ହେଉଛି ଭାରତୀୟ ସେନାର ଇଷ୍ଟର୍ନ କମାଣ୍ଡର ମୁଖ୍ୟାଳୟ |

ଆଧାର [ସମ୍ପାଦନା]