କଲିକତା ଚକ୍ରାକାର ରେଳପଥ

ଉଇକିପିଡ଼ିଆ‌ରୁ


କଲିକତା ଚକ୍ରାକାର ରେଳପଥ ବା Kolkata Circular Railway, ଭାରତୀୟ ରେଳବାଇର ପୂର୍ବ ରେଳବାଇ ଜୋନ ଅଧୀନରେ ଥିବା ଏକ ରେଳପଥ, କାଜ କଲିକତା ସହର ଭିତରେ ଯାଇଛି । ଏହା ବିମାନ ବନ୍ଦର ରେଳ ଷ୍ଟେସନରୁ ବାହାରି ପୁଣି ସେହି ଷ୍ଟେସନରେ ଶେଷ ହୋଇଛି । ଏଥିରେ ସମୁଦାୟ 21ଟି ଷ୍ଟେସନ ଥିବାବେଳେ ଏହାର ଦୈର୍ଘ୍ୟ 35 କିଲୋମିଟର । ଏହି ସମ୍ପୂର୍ଣ୍ଣ ଲାଇନ ପାଇଁ ଟ୍ରେନ ସେଆବା ନଥିଲେ ମଧ୍ୟ ଏହାର ଭାଗ ପାଇଁ ଓ ଏଥିରୁ ଅନନ୍ୟ ରେଳପଥକୁ ଟ୍ରେନ ସେବା ସବୁ ରହିଛି । ବିମାନ ବନ୍ଦର ଷ୍ଟେସନରୁ ବୁରେବଜାର[୧] ଦେଇ ମଜେରହାଟ ଓ ବିମାନ ବନ୍ଦରରୁ ବାଲିଗଞ୍ଜ [୨]ଦେଇ ମଜେଠାତକୁ ଟ୍ରେନ ସେବା ରହିଛି । 

History[ସମ୍ପାଦନା]

କଲିକତା ଚକ୍ରାକାର ରେଳପଥ

ଷ୍ଟେସନ ସବୁର ତାଲିକା ଓ ବିବରଣୀ [ସମ୍ପାଦନା]

Stations
# Station Name Connections Picture
English Bengali
(a) Bimanbandar বিমানবন্দর Kolkata Metro Line 4 and Kolkata Metro Line 6
(b) Jessore Road যশোহর রোড Kolkata Metro Line 4
(c) Dum Dum Cantonment দম দম ক্যানটনমেন্ট Kolkata Metro Line 4
1 Dum Dum Junction দম দম জংশন Line 1, Kolkata Metro (Dum Dum metro station)
2 Patipukur পাতিপুকুর None
3 Kolkata railway station কোলকাতা রেলওয়ে স্টেশন Major Railway Station of Eastern Railway
4 Tala টালা None
5 Bagbazar বাগবাজার None
6 Shovabazar Ahiritola শোভাবাজার অহিড়ীতলা None
7 Burrabazar বড়বাজার None
8 B.B.D. Bagh বি.বা.দি. বাগ None
9 Eden Gardens ইডেন গার্ডেন্স None
10 Prinsep Ghat প্রিন্সেপ ঘাট None
11 Kidderpore খিদিরপুর None
12 Remount Road রিমাউন্ট রোড None
13 Majerhat মাঝেরহাট Line 3, Kolkata Metro (under construction)
14 New Alipore নিউ আলিপুর None
15 Tollygunge টালিগঞ্জ Line 1, Kolkata Metro (Rabindra Sarobar metro station)
16 Lake Gardens লেক গার্ডেন্স None
17 Ballygunge বালিগঞ্জ None
18 Park Circus পার্ক সার্কাস None
19 Sir Gurudas Banerjee Halt স্যার গুরুদাস ব্যানার্জি হল্ট None
20 Bidhannagar Road বিধাননগর রোড None

ଏୟାର ପୋର୍ଟ ଯାଏ ପରିବର୍ଦ୍ଧନ [ସମ୍ପାଦନା]

ଏହି ରେଳପଥକୁ ନେତାଜୀ ସୁବାସ ଚନ୍ଦ୍ର ବୋଷ ଅନ୍ତର୍ଜାତିକ ବିମାନ ବନ୍ଦର ଯାଏ ପରିବର୍ଦ୍ଧନ କରାଯାଇଛି । 


ଆଧାର [ସମ୍ପାଦନା]

Transport in Kolkata