ସୂଚନା ଡିଜାଇନ

ଉଇକିପିଡ଼ିଆ‌ରୁ

{{Data Visualization}}

ସୂଚନା ଡିଜାଇନ ଉପଲବ୍ଧ ସୂଚନା ସମୂହକୁ ସକ୍ରିୟ ଓ ଉପଯୋଗୀ ଭାବରେ ଉପସ୍ଥାପନ କରିବାର ଏକ ପ୍ରଣାଳୀ । ଏହା ସୂଚନାକୁ ସାଧାରଣ ଲୋକ ଭଲ ଭାବରେ ଜାଣିବା ଓ ବୁଝିପାରିବାରେ ସାହାଯ୍ୟ କରିଥାଏ । ଏହା ତଥ୍ୟକୁ ପ୍ରଦର୍ଶନ କରିବା ପାଇଁ ଥିବା ଗ୍ରାପ୍ଗିକ ଦିଶୟନ ପରି ଆକର୍ଷକ ଓ କଳାତ୍ମକ ନ ହେଇ ମଧ୍ୟ ସରଲା ଓ ସାବଲୀଳ ଭାବରେ ସୂଚନାକୁ ପ୍ରଦର୍ଶନ କରିଥାଏ । ଏହା " ତଥ୍ୟ ପ୍ରଦର୍ଶନ " ପଦ୍ଧତି ସହ ସମାଜସ୍ୟ ରଖିଥାଏ ଓ ତଥ୍ୟ ପ୍ରଦଶନ ବିଦ୍ୟାର ପାଠ୍ୟକ୍ରମର ଅଂଶବିଶେଷ ଭାବରେ ଏହା ଶିକ୍ଷା ଦିଅ ଯାଇଥାଏ । .[୧]

ସୂଚନା ଦିଜାଇନ ପ୍ରକୃତରେ ଏକ କୈଫିଯତ ଦେବାର ଶୈଳୀ । ଏହା ପୃଥିବୀର ବିଭିନ୍ନ ଘଟଣା ଓ ବିଷୟର କୈଫିଯତ ଦେଇଥାଏ , ଯାହାଦ୍ୱାରା ଜ୍ଞାନ ଓ କାର୍ଯ୍ୟରେ ସହାୟତା ହୁଏ । [୨]

ଇତିହାସ [ସମ୍ପାଦନା]

୧୦୭୦ ଦଶକରେ  ବହୁମୂଖୀ ଶିକ୍ଷଣ ପଦ୍ଧତି ସମୂହ ହିସାବରେ ଏହି ସୂଚନା ଡିଜାଇନର ଉଦ୍ଭବ ହେଇଥିଲା । କିଛି ଗ୍ରାଫିକ ଡିଜାଇନର ଏହି ନାମ ଗ୍ରହଣ କରି Information Desaign Journalନାମକ ଏକ ପ୍ରକାଶନ ୧୯୭୯ରେ ବାହାର କରିଥିଲେ । ପରେ ସୂଚନା ଡିଜାଇନ  ଉପରେ ଅନ୍ତର୍ଜାତିକ ସୂଚନା ଡିଜାଇନ ପ୍ରତିଷ୍ଠାନ (IIID)  ୧୯୮୭ରେ ପ୍ରତିଷ୍ଠିତ ହେଇଥିଲା । ଏହା ସହ Information Desaig Association  ମଧ୍ୟ ୧୯୯୧.[୩]ରେ ପ୍ରତିଷ୍ଠିତ ହେଲା । ତତ୍ ପୂର୍ବରୁ ଏଡୱାର୍ଡ ଟୁଫଟେ  "The Visual Display of Quantitative Information". ନାମକ ପୁସ୍ତକ ପ୍ରକାଶନ ୧୯୮୨ ମସିହାରେ କରିଥିଲେ । ଏହି ପରିପେକ୍ଷୀ ରେ " information graphics" ଶବ୍ଦର ବ୍ୟବହାର ଆରମ୍ଭ ହେଇଥିଲା । 

ପ୍ରାରମ୍ଭିକ ଉଦାହରଣ [ସମ୍ପାଦନା]

୧୮୬୧ରେ ନାପୋଲିଆନଙ୍କ ସୈନ୍ୟ ଅଗ୍ରଣୀ ଦର୍ଶାଉଥିବା ଏ୩କ ଭିସୁୟାଲ ଗ୍ରାଫିକ 
  • ୱିଲିୟମ ପ୍ଲାୟଫାୟରଙ୍କ ମେପରେ ଇଂଲଣ୍ଡର ବାଣିଜ୍ୟକୁ ଦର୍ଶାଉଥିବା ଚିତ୍ରସେ ଏଥିରେ ବାର , ଲାଇନ ଓ ଏରିୟା ଚାର୍ଟର ପ୍ରୟୋଗ କରିଥିଲେ  [୪][୫]
  • ୧୮୫୦ରେ ଲଣ୍ଡନରେ କୋଲେରା ବ୍ୟାଧିର ସଞ୍ଚରଣ ଦର୍ଶାଇବା ପାଇଁ ଜନ ସ୍ନୋ ଏକ ଗ୍ରାଫ କରିଥିଲେ[୬]
  • ୧୮୬୧ରେ ନାପୋଲିଆନଙ୍କ ସେନାଙ୍କ ଅଗ୍ରଣୀ ଦେଖାଇବାକୁ ଚାର୍ଲସ ମିନାର୍ଡ  ଏକ ଗ୍ରାଫ ଡିଜାଇନ କରିଥିଲେ[୭]
  • ୧୯୩୦ରେ ଭାଷା ସମୂହ ଦେଖେଇବାକୁ ଓଟୋ ନେଉରଥ ଏକ ଗ୍ରାଫିକାଲ ଡିଜାଇନ କରିଥିଲେ [୮]
  • Florence Nightingale's information graphic depicting army mortality rates[୯]
  • Florence Nightingale's ସେନାବାହିନୀରେ ସୈନ୍ୟ ମୃତ୍ୟୁ ହାରକୁ ନେଇ ଫ୍ଲୋରେନ୍ସ ନାଇଟିଙ୍ଗଲ ଏକ ଡିଜାଇନ କରିଥିଲେ [୧୦]

ପ୍ରଯୁକ୍ତି ସମୂହ [ସମ୍ପାଦନା]

ଜୀବନ କଳାକୁ ଦର୍ଶାଉଥିବା ଏକ ଡିଜାଇନ 
ବାଙ୍ଗାଲୋରରୁ ଯାଉଥିବା ଟ୍ରେନ ସମୂହର ବିବରଣୀର ଭିଜୁଆଲ ଗ୍ରାଫିକ 

ସାବଲୀଳତା [ସମ୍ପାଦନା]

ସୂଚନା ଡିଜାଇନରେ ସରଳତା ଅବଲମ୍ବନ ଏକ ମୁଖ୍ୟ ଆଭିମୁଖ୍ଯ । ଏହି ପଦ୍ଧତିରେ ସୂଚନାର ପରିମାଣ ଗତ ନ୍ୟୁନତା ଘଟିଥିଲେ ମଧ୍ୟ ତାହା ସରଳୀକରଣ ଯୋଗୁଁ ଟହୁ ବୁଝିବା ସାଧାରଣ ଲୋକଙ୍କ ପାଇଁ ସୁବିଧା ହେଇଥାଏ । 

ପୁନଶ୍ଚ ଦେଖଣା [ସମ୍ପାଦନା]

  • Cartography
  • Chief Experience Officer (CXO)
  • Content management
  • Data Visualization
  • Epidemiology
  • Information architecture
  • Knowledge visualization
  • New Epoch Notation Painting
  • Plain language
  • Signage
  • Statistics
  • Technical communication
  • Technical illustration
  • Typography
  • Visual literacy
  • Wayshowing/Wayfinding
  • Web indexing

ଆଧାର [ସମ୍ପାଦନା]

  1. http://www.design.ccsu.edu/
  2. Per Mollerup, Data Design: Visualising quantities, locations, connections, Bloomsbury Academic, 2015
  3. "The Origins of the Information Design Association" (PDF). University of Reading. 2008. Archived from the original (PDF) on 2016-03-03. Retrieved 2013-01-30.
  4. "First Ever Area Charts Created 200+ Years Ago". AnyChart. Retrieved 25 December 2015.
  5. Tufte, Edward (1983). The Visual Display of Quantitative Information. Cheshire, Connecticut: Graphics Press. ISBN 0961392142.
  6. Crosier, Scott. "John Snow: The London Cholera Epidemic of 1854". University of California, Santa Barbara. Archived from the original on 2017-12-11. Retrieved 2016-11-09.
  7. Corbett, John. "Charles Joseph Minard: Mapping Napoleon's March, 1861". Center for Spatially Integrated Social Science. Retrieved 21 September 2014.
  8. Popova, Maria. "The Invention of ISOTYPE: How a Vintage Visual Language Paved the Way for the Infographics Age". Brain Pickings. Retrieved 25 December 2015.
  9. Small, Hugh. "Florence Nightingale's statistical diagrams".
  10. Edward Tufte-Presentation-August 2013

ବାହାର ଲିଙ୍କ [ସମ୍ପାଦନା]