ଜୟପୁର ଆନ୍ତର୍ଜାତିକ ବିମାନ ବନ୍ଦର

Coordinates: 26°49′27″N 075°48′44″E / 26.82417°N 75.81222°E / 26.82417; 75.81222
ଉଇକିପିଡ଼ିଆ‌ରୁ

ଜଯପୁର ଅନ୍ତର୍ରାଷ୍ଟ୍ରୀୟ ବିମାନ ବନ୍ଦର
जयपुर अन्तर्राष्ट्रीय हवाई अड्डा
Jaipur Aṅtarrāṣhṭrīya Havāī Aḍḍā
IATA: JAIICAO: VIJP
ସାରକଥା
ବିମାନ ବନ୍ଦର ପ୍ରକାର Public
ପରିଚାଳକ Airports Authority of India
ସେବା Jaipur
ଅବସ୍ଥାନ Jaipur, Rajasthan, India
ଉଚ୍ଚତା (ସମୁଦ୍ର ଠାରୁ) 1,263 ft / 385 m
ଦିଗବାରେଣି 26°49′27″N 075°48′44″E / 26.82417°N 75.81222°E / 26.82417; 75.81222
Map
JAI is located in Rajasthan
JAI
JAI
JAI is located in India
JAI
JAI
ରନବେ
ଦିଗ ଲମ୍ବ ଭୂମି
ft m
09/27 11,500 3,505 Concrete/Asphalt
15/33 5,223 1,592 Asphalt
Statistics (July 2016)
Passenger movements 311,752(Increase43.8%)
Aircraft movements 2602(Increase33.7%)
Cargo tonnage 1487(Increase172.8%)
Source: AAI[୧]

ଜଯପୁର ଆନ୍ତର୍ଜାତିକ ବିମାନ ବନ୍ଦର (IATA: JAIICAO: VIJP)IATA: JAI, ICAO: VIJP) ଭାରତୀୟ ରାଜ୍ୟ ରାଜସ୍ଥାନର ରାଜଧାନୀ ଜଯପୁରଠାରେ ଏହା ଅବସ୍ଥିତ । ଏହାକୁ ୨ରୁ ୫ ମିଲିୟନ ଯାତ୍ରୀ ବାର୍ଷିକ ଯାତାୟତ କରୁଥିବା ଶ୍ରେଣୀର ବିମାନ ବନ୍ଦର ମଧ୍ୟରେ ବିଶ୍ୱର ଶ୍ରେଷ୍ଠ ବିମାନ ବନ୍ଦର ହିସାବରେ ୨୦୧୫ରେ ପୁରସ୍କୃତ କରାଯାଇଥିଲା । [୨]

ଜଯପୁର ସହର.[୨]ର କେନ୍ଦ୍ରରୁ ୧୩ କିଲୋମିଟର ଦୁରବର୍ତୀ ସଙ୍ଗାନରରେ ସ୍ଥାପିତ ଏହି ବିମାନ ବନ୍ଦରକୁ ୨୦୦୫[୩] ମସିହାରେ ଆନ୍ତର୍ଜାତିକ ବିମାନ ବନ୍ଦରର ମାନ୍ୟତା ମିଳିଥିଲା । ଏଠାରେ ଏକ ସଙ୍ଗେ ୧୪ଟି ବିମାନ ରହିପାରିବାର ବ୍ୟବସ୍ଥା ଥିବା ବେଳେ ଏହାର ଟର୍ମିନାଲରେ ଏକ ସମୟରେ ୧,୦୦୦ ଯାତ୍ରୀଙ୍କ ବ୍ୟବହାର ପାଇଁ ଯଥେଷ୍ଟ ସୁବିଧା ରହିଛି । [୪]

ଜଯପୁର ଅନ୍ତର୍ଜାତିକ ବିମାନ ବନ୍ଦର 
ଟର୍ମିନାଲ ୨ର ରନୱେ 
ଟର୍ମିନାଲ ୨ ଭିତର ଦୃଶ୍ୟ 

ସ୍ଥାପତ୍ୟ[ସମ୍ପାଦନା]

ନୂତନ ଭାବେ ନିର୍ମିତ ଘରେଇ ଉଡାଣ ଟର୍ମିନାଲ ଜୁଲାଇ ୨୦୦୯ରେ ଉଦଘାତିତ ହେଇଥିଲା । .[୫][୬] cctv ପରି ସମସ୍ତ ଅତ୍ୟାଧୁନିକ ସୁବିଧା ସହ ଏହି ଟର୍ମିନାଲ ଏକ ସଙ୍ଗେ ୫୦୦ ଯାତ୍ରୀଙ୍କ ପାଇଁ ବ୍ୟବସ୍ଥା କରିଥାଏ । ୨୦୧୫ରେ ସମାପ୍ତ ହେଇଥିବା ପ୍ରଶସ୍ତି କରଣ ପରେ ଏଠାରେ ବଡ଼ ବିମାନ ଅବତରଣ ମଧ୍ୟ ସୁବିଧା କରା ଯାଇଛି ।  [୭]

କାର୍ଗୋ ପରିବହନ [ସମ୍ପାଦନା]

୨୦୧୨ ମସିହାରୁ ଏହାର ଟର୍ମିନାଲ ୧ର ପରିବର୍ତ୍ତନ କରାଯାଇ ଏହାକୁ କେବଳ କାର୍ଗୋ ନିମନ୍ତେ ବ୍ୟବହାର ଉପଯୋଗୀ କରାଗଲା ।  [୮]

ଘଟଣାବଳି [ସମ୍ପାଦନା]

  • ୧୮ ଫେବୃଆରୀ ୧୦୬୯ରେ ଭାରତୀୟ ଏୟାର ଲାଇନର ଏକ ବିମାନ ଉଡାଣ ସମୟରେ ଏଠାରେ ଦୁର୍ଘଟଣା ଘଟି ଥିଲା । ତେବେ ଏଥିରେ ଥିବା ୩୦ ଜଣ ଯାତ୍ରୀ ସୁରକ୍ଷିତ ରହିଥିଲେ ।.[୯]
  • ୯ ଅଗଷ୍ଟ ୧୯୭୧ ଭାରତୀୟ ଏୟାରଲାଇନର ବିମାନ ଉଡାଣ ବେଳେ କ୍ଷ୍ତିଗ୍ରସ୍ତ ହେଇଥିଲା । .[୧୦]
  • ଜାନୁଆରୀ ୫, ୨୦୧୪ରେ ଭାରତୀୟ ବିମାନ ସେବାର ଏକ ବିମାନ ଇମ୍ଫାଲରୁ ଦିଲ୍ଲୀ ଆସୁଥିବା ବେଳେ  ଘନ କୁହୁଡି ଯୋଗୁ ଦିଲ୍ଲୀରେ ଅବତରଣ କରି ନ ପାରି ଏଠାକୁ ଆସିଥିଲା । ତେବେ ଚକ ଫାଟିବାରୁ ଏହା ଦୁର୍ଘଟଣା ଗ୍ରସ୍ତ ହେଲା । ତେବେ ଏଥିରେ ଥିବା ୭୦ ଜଣ ଯାତ୍ରୀ ଓ ସମସ୍ତ କର୍ମଚାରୀ ସୁରକ୍ଷିତ ରହିଥିଲେ ।[୧୧][୧୨][୧୩]

ଆଧାର [ସମ୍ପାଦନା]

  1. http://www.aai.aero/traffic_news/traffic_news_2016.jsp
  2. ୨.୦ ୨.୧ "Airport Service Quality Awards".
  3. "Jaipur airport to get international status". The Times of India. 29 ଡିସେମ୍ବର 2005. Archived from the original on 29 ସେପ୍ଟେମ୍ବର 2012. Retrieved 8 ନଭେମ୍ବର 2016.
  4. "Jaipur airport expansion". 11 ଜୁଲାଇ 2011. Retrieved 30 ଜୁନ 2014. {{cite news}}: More than one of |accessdate= and |access-date= specified (help)
  5. "New domestic terminal set for take-off on 1 July". The Times of India. 21 ଜୁନ 2009. Archived from the original on 7 ସେପ୍ଟେମ୍ବର 2011. Retrieved 8 ନଭେମ୍ବର 2016.
  6. "Passengers welcomed on Terminal-2". The Times of India. 2 ଜୁଲାଇ 2009. Archived from the original on 6 ଜୁନ 2011. Retrieved 8 ନଭେମ୍ବର 2016.
  7. "Terminal 1 ¦ Rajasthan for you". Rajasthan for you blog. Retrieved 4 ମଇ 2016.
  8. "Terminal 1 ¦ Rajasthan for you". Rajasthan for you blog. Retrieved 4 ମଇ 2016.
  9. "VT-CJH Accident Description". Aviation Safety Network. Retrieved 23 ଜାନୁଆରୀ 2011.
  10. "Accident description". Aviation Safety Network. Retrieved 5 ସେପ୍ଟେମ୍ବର 2009.
  11. "ASN Aircraft accident Airbus A320-231 VT-ESH Jaipur International Airport". Aviation Safety Network. Retrieved 25 ମାର୍ଚ୍ଚ 2015.
  12. Monalisa Arthur. "Air India pilot greeted passengers after fog-stricken plane's dramatic brush with death". No. 23:41 GMT, 6 January 2014. Daily Mail Online. Retrieved 25 ମାର୍ଚ୍ଚ 2015.
  13. "First person account: Air India passenger on Guwahati-Delhi flight recounts horror : India, News - India Today". No. 7 January 2014. India Today. Retrieved 25 ମାର୍ଚ୍ଚ 2015.

ବାହାର ଲିଙ୍କ [ସମ୍ପାଦନା]