ଭାଟିକାନ ସିଟିର ରାଷ୍ଟ୍ରମୁଖ୍ୟଙ୍କ ତାଲିକା

ଉଇକିପିଡ଼ିଆ‌ରୁ

ଛାଞ୍ଚ:Politics of the Vatican City


ଭାଟିକାନ ସିଟିର ୧୯୨୯ ରେLateran Treaty ଅନୁସାରେ ଏକ ସ୍ୱତନ୍ତ୍ର ଦେଶର ମର୍ଯ୍ୟାଦା ପାଇଲା । ତେବେ ଏଠାରେ ଗଣତନ୍ତ୍ର ପରି ନିର୍ବାଚନ କିମ୍ବା ରାଜତନ୍ତ୍ର ପରି ରାଜା ନ ରହି ଏହାର ମୁଖ୍ୟ ହିସାବରେ ଖ୍ରୀଷ୍ଟିୟାନ ଧର୍ମର ମୁଖ୍ୟ ପୋପ ହିଁ ରହନ୍ତି । ବର୍ତ୍ତମାନ ୧୩ ମାର୍ଚ , ୨୦୧୩ରୁ ପୋପ ଫ୍ରାନସିସ ଆସନ ଗ୍ରହଣ କଳା ପରେ ସେ ଭାଟିକାନ ସିଟିର ମଧ୍ୟ ମୁଖ୍ୟ ଶାସକ ଭାବରେ କାର୍ଯ୍ୟ କରାଉଛନ୍ତି ।  

ପ୍ରଚ୍ଛଦ ଇତିହାସ [ସମ୍ପାଦନା]

ରୋମାନ ସାମ୍ରାଜ୍ୟ ଥିବା ବେଳେ ଏହା ଯେତେବେଳେ ଖଡା ବିଖଣ୍ଡିତ ହେବାକୁ ବସିଲା ବିଭିନ୍ନ ଅଞ୍ଚଳର ପ୍ରଭାବହୀନ ରାଜକୀୟ ସରକାରମାନଙ୍କ ସ୍ଥାନ ବିଶପମାନେ ଗ୍ରହଣ କରି ନିଜେ ପ୍ରସାଶନ ଭାର ଗ୍ରହଣ କାଲେ । ସେମାନେ ସମ୍ରାଟଙ୍କ ଅଧୀନରେ ରହିଥିଲେ ।ରୋମ [୧] ସହରର ଚତୁର୍ପାର୍ଶ୍ୱରେ ଏହିପରି ରାଜ୍ୟ ସବୁ ରହିଲା ଯାହାକୁ "ପାପାଳ ଷ୍ଟେଟ" କୁହାଗଲା । ଏହି ସାନୁ ଜାଗା ସମ୍ରାଟ ନେପୋଲିଅନ ନିଜ ଅକ୍ତିଆରକୁ ନେଇ ଯାଇଥିଲେ । ୨୦ ସେପ୍ଟେମ୍ବର , ୧୮୭୦ରେ ଭିକ୍ଟର ଏମାନୁଏଲ II ରୋମକୁ ଅଧିକାରକୁ ନେଇ ତାକୁ ଇଟାଲୀ ଦେଶର ରାଜଧାନୀ କଲେ । ତତ୍କାଳୀନ ପୋପ ପୀୟୂଷ IX ଓ ତାଙ୍କର ଉତ୍ତରାଧିକାରିମାନେ ଏହାକୁ ବିରୋଧ କରିଆସୁଥିଲେ । ତଥାପି ଶାସନ ଅଧିକାରରୁ ବଞ୍ଚିତ ହେଇ ଏହା ପରଠୁ ପୋପ ଆଧ୍ୟାତ୍ମିକ ଦିଗକୁ ଧ୍ୟାନ ଦେଇ ରହିଲେ । [୨]

ତେବେ ୧୯୨୯ ମସିହାରେ ଫେବ୍ରୁୟାରୀ ୧୧ରେ Lateran treatyରେ ଦେଶ ସମୂହ ସ୍ୱାଧୀନ ଭାଟିକନ ସିଟି ଗଠନ ପାଇଁ ଚୁକ୍ତି ବଦ୍ଧ ହେଲେ । ଏହାର ପ୍ରଶାସନ ଭାର ଗାଦିରେ ଥିବା ପୋପ ରହିବେ ବୋଲି ନିର୍ଧାରିତ ହେଲା । ସେହି ଅନୁସାରେ ପୋପମାନେ ସମ୍ପୂର୍ଣ୍ଣ କ୍ଷ୍ୟମତା ସହ ଭାଟିକାନ ସିଟିକୁ ଶାସନ କରି ଆସୁଛନ୍ତି ।  ବର୍ତ୍ତମାନ ପର୍ଯ୍ୟନ୍ତ ୮ ଜଣ ପୋପ ଭାଟିକନ ସିଟିର ଶାସନ ମୁଖ୍ୟ ହିସାବରେ ରହିଲେଣି । 

ଭାଟିକାନ ଶାସନ ମୁଖ୍ୟଙ୍କ ତାଲିକା [ସମ୍ପାଦନା]

Regnal name Accession Death/resignation Portrait Coat of arms Birth name
Pius XI 11 February 1929 10 February 1939
Ambrogio Damiano Achille Ratti
Pius XII 2 March 1939 9 October 1958
Eugenio Marìa Giuseppe Giovanni Pacelli
John XXIII 28 October 1958 3 June 1963
Angelo Giuseppe Roncalli
Paul VI 21 June 1963 6 August 1978
Giovanni Battista Enrico Antonio Maria Montini
John Paul I 26 August 1978 28 September 1978
Albino Luciani
John Paul II 16 October 1978 2 April 2005
Karol Józef Wojtyła
Benedict XVI 19 April 2005 28 February 2013
Joseph Alois Ratzinger
Francis 13 March 2013 present
-- current pope
Jorge Mario Bergoglio

ଆଧାର[ସମ୍ପାଦନା]

  1. Transactions, American Philosophical Society (vol. 72, Part 4, 1982 ISBN 978-1-42237473-3), p. 16
  2. Wetterau, Bruce.