ଗୋବିନ୍ଦ ପୋଦ୍ଦାର

ଉଇକିପିଡ଼ିଆ‌ରୁ
ଗୋବିନ୍ଦ ପୋଦ୍ଦାର
ବ୍ୟକ୍ତିଗତ ତଥ୍ୟ
ନାମଗୋବିନ୍ଦ ଭକ୍ତରଞ୍ଜନ ପୋଦ୍ଦାର
ଜନ୍ମ (1991-09-09) ୯ ସେପ୍ଟେମ୍ବର ୧୯୯୧ (ବୟସ ୩୨)
ରାଉରକେଲା, ଓଡ଼ିଶା, ଭାରତ
ଡାକ ନାମuttam
ବ୍ୟାଟିଂ ପ୍ରକାରଡାହାଣହାତୀ
ବୋଲିଂ ପ୍ରକାରଡାହାଣହାତୀ ଅଫ ବ୍ରେକ
ଘରୋଇ ଦଳ ତଥ୍ୟ
YearsTeam
2009–presentଓଡ଼ିଶା
Career statistics
ପ୍ରତିଯୋଗିତା ପ୍ରଥମ ଶ୍ରେଣୀ List A T20
ମ୍ୟାଚ 36 21 20
ମୋଟ ରନ 1898 610 562
ବ୍ୟାଟିଂ ହାର 33.89 33.88 33.05
ଶତକ/ଅର୍ଦ୍ଧଶତକ 3/12 1/3 0/02
ସର୍ବାଧିକ ରନ 148* 136 61
ବଲ ସଂଖ୍ୟା 180 54 60
ଉଇକେଟ 7 1 1
ବୋଲିଂ ହାର 88.28 118.00 86.00
ଇନିଙ୍ଗସରେ ୫ଟି ଉଇକେଟ
ମ୍ୟାଚରେ ୧୦ଟି ଉଇକେଟ
ସବୁଠୁ ଭଲ ବୋଲିଂ 2/70 1/52 1/24
କ୍ୟାଚ/ଷ୍ଟମ୍ପିଙ୍ଗ 21/– 6/– 7/–
Source: Cricinfo, 02 November 2015

ଗୋବିନ୍ଦ ଭକ୍ତରଞ୍ଜନ ପୋଦ୍ଦାର (୯ ସେପ୍ଟେମ୍ବର ୧୯୯୧) ଜଣେ ଭାରତୀୟ କ୍ରିକେଟ ଖେଳାଳି । ପୋଦ୍ଦାର ହେଉଛନ୍ତି ଡାହାଣହାତୀ ବ୍ୟଟ୍ସମ୍ୟାନ ଓ କାମଚଳା ଅଫ ବ୍ରେକ ବୋଲର । ଓଡ଼ିଶା ପାଇଁ ସେ ରଣଜୀ ଖେଳନ୍ତି । ଚଳିତ ସିଜିନରେ ସେ ବିଦର୍ଭ ଓ ମହାରାଷ୍ଟ୍ର ବିପକ୍ଷରେ ୨ଟି ଶତକ ଅର୍ଜନ କରିଥିଲେ । ପୋଦ୍ଦାର ତାଙ୍କର ପଦାର୍ପଣ ମ୍ୟାଚରେ ବରୋଦା ବିପକ୍ଷରେ ଶତକ ହାସଲ କରିଥିଲେ । ବର୍ତ୍ତମାନ ସେ ଓଡ଼ିଶା ରଣଜୀ ଦଳର ଉପଧିନାୟକ ଅଛନ୍ତି ।[୧]

ଆଧାର[ସମ୍ପାଦନା]

  1. "Player profile: Govinda Podder". ESPNcricinfo. Retrieved 28 October 2015.