ତଳକୁସୁମା ଗୋବିନ୍ଦପୁର ଉଚ୍ଚ ବିଦ୍ୟାଳୟ

ଉଇକିପିଡ଼ିଆ‌ରୁ
ତଳକୁସୁମା ଗୋବିନ୍ଦପୁର ଉଚ୍ଚ ବିଦ୍ୟାଳୟ
ତଳକୁସୁମା ଗୋବିନ୍ଦପୁର ଉଚ୍ଚ ବିଦ୍ୟାଳୟ
ଅବସ୍ଥାନ
କେନ୍ଦ୍ରାପଡ଼ା, ଓଡ଼ିଶା, ଭାରତ
ବିବରଣୀ
Type ଉଚ୍ଚ ବିଦ୍ୟାଳୟ
ପ୍ରତିଷ୍ଠା ୧୮୬୦
ଅଧ୍ୟକ୍ଷ ମାନୋରମା ମିଶ୍ର[୧]
ପ୍ରଧାନ ଶିକ୍ଷକ ପ୍ରଧାନ ଶକ୍ଷକ
କର୍ମଚାରୀ ୧୩
ଶିକ୍ଷକଗଣ
ଶ୍ରେଣୀ ଷଷ୍ଠରୁ ଦଶମ
Affiliation ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ

ତଳକୁସୁମା ଗୋବିନ୍ଦପୁର ଉଚ୍ଚ ବିଦ୍ୟାଳୟ ଓଡ଼ିଶାର କେନ୍ଦ୍ରାପଡ଼ା ଜିଲ୍ଲାରେ ଅବସ୍ଥିତ । ଏହା ଉଭୟ ତଳକୁସୁମା ଓ ଗୋବିନ୍ଦପୁର ଗ୍ରାମରେ ଅବସ୍ଥିତ । [୨]

ତଥ୍ୟ[ସମ୍ପାଦନା]

ଏହି ବିଦ୍ୟାଳୟରେ ଷଷ୍ଠରୁ ଦଶମ ଯାଏଁ ପିଲା ପଢନ୍ତି । ଏଠାରେ ମୋଟ ୯ ଜଣ ଶିକ୍ଷକ ଶିକ୍ଷ୍ୟୟତ୍ରୀ ଅଛନ୍ତି ।

ଇତିହାସ[ସମ୍ପାଦନା]

୧୯୬୦ ମସିହାରେ ଏହି ବିଦ୍ୟାଳୟଟି ବୈଷ୍ନବ ଚରଣ ମହାନ୍ତିଙ୍କଦ୍ୱାରା ପ୍ରତିଷ୍ଠା କରାଯାଇଥିଲା ।

ପରିସର ଓ କୋଠାବାଡି[ସମ୍ପାଦନା]

ଏହି ବିଦ୍ୟାଳୟରେ ମୋଟ ପାଞ୍ଚୋଟି ଘର ଅଛି । ଖେଳ ପଡ଼ିଆ ଓ ପାଠାଗାର ଅଛି।[୩]

ବିଦ୍ୟାଳୟ କାର୍ଯ୍ୟକଳାପ[ସମ୍ପାଦନା]

ଖେଳ[ସମ୍ପାଦନା]

ବିଦ୍ୟାଳୟରେ ଖୋ ଖୋ , କ୍ରିକେଟ, ଫୁଟବଲ, କବାଡି ଇତ୍ୟାଦି ଖେଳାଯାଏ । ଏହି ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଆନ୍ତଜିଲ୍ଲା ଏବଂ ଅନ୍ତରାଜ୍ୟ ସ୍ତରରେ ବିଭିନ୍ନ ଖେଳରେ ଭାଗ ନିଅନ୍ତି ।

କମ୍ପ୍ୟୁଟର ଶିକ୍ଷା[ସମ୍ପାଦନା]

ବିଦ୍ୟାଳୟରେ ମୋଟ ବାରୋଟି କମ୍ପ୍ୟୁଟର ଅଛି । ପିଲାମାନଙ୍କୁ ପିଜିଡ଼ିସିଏ ଶିକ୍ଷା ଦିଆଯାଇଥାଏ ।

ଜଣାଶୁଣା ଛାତ୍ର[ସମ୍ପାଦନା]

ଆଧାର[ସମ୍ପାଦନା]

  1. http://liko.in/schools-in-india/school-id-806023/
  2. "ଆର୍କାଇଭ୍ କପି". Archived from the original on 2015-10-07. Retrieved 2015-10-06. {{cite web}}: Cite has empty unknown parameter: |1= (help)
  3. "ଆର୍କାଇଭ୍ କପି". Archived from the original on 2015-10-07. Retrieved 2015-10-06. {{cite web}}: Cite has empty unknown parameter: |1= (help)