ଅମ୍ବାତି ରାୟୁଡୁ

ଉଇକିପିଡ଼ିଆ‌ରୁ
Ambati Rayudu
ବ୍ୟକ୍ତିଗତ ତଥ୍ୟ
ନାମAmbati Thirupathi Rayudu[୧]
ଜନ୍ମ (1985-09-23) ୨୩ ସେପ୍ଟେମ୍ବର ୧୯୮୫ (ବୟସ ୩୮)[୧]
Guntur, Andhra Pradesh, India
ଡାକ ନାମଅମ୍ବା
ଉଚ୍ଚତା5 ft 8 in (173 cm)[୧]
ବ୍ୟାଟିଂ ପ୍ରକାରRight handed
ବୋଲିଂ ପ୍ରକାରRight arm off spin
ଭୂମିକାBatsman; Occasional wicket-keeper
ଅନ୍ତର୍ଜାତୀୟ ତଥ୍ୟ
National side
ପ୍ରଥମ ଦିନିକିଆ (cap 196)24 July 2013 v Zimbabwe
ଶେଷ ଦିନିକିଆ12 July 2015 v Zimbabwe
ଘରୋଇ ଦଳ ତଥ୍ୟ
YearsTeam
2001/02–2009/10Hyderabad
2005/06Andhra
2010/11–presentBaroda
2007/08Hyderabad Heroes
2010–presentMumbai Indians
Career statistics
ପ୍ରତିଯୋଗିତା ODI FC LA T20
ମ୍ୟାଚ ସଂଖ୍ୟା 30 83 78 123
ମୋଟ ରନ 911 5,361 2,316 2,508
ବ୍ୟାଟିଂ ହାର 45.55 45.82 36.18 24.58
ଶତକ/ଅର୍ଦ୍ଧଶତକ 2/5 14/30 2/23 0/14
ସର୍ବାଧିକ ରନ 124* 210 121* 81*
ବଲ ସଂଖ୍ୟା 84 792 270
ଉଇକେଟ 3 10 8
ବୋଲିଂ ହାର 53.00 51.60 32.75
ଇନିଙ୍ଗସରେ ୫ଟି ଉଇକେଟ 0 0 0
ମ୍ୟାଚରେ ୧୦ଟି ଉଇକେଟ 0 0 0
ସବୁଠୁ ଭଲ ବୋଲିଂ 1/5 4/43 4/45
କ୍ୟାଚ/ଷ୍ଟମ୍ପିଙ୍ଗ 5[୨]/0 63/– 30/0 50/3
Source: Cricinfo, 5 June 2014

ଅମ୍ବାତି ତିରୁପତି ରାୟୁଡୁ (ଜନ୍ମ ୨୩ ସେପ୍ଟେମ୍ବର ୧୯୮୫) ଭାରତୀୟ ଜାତୀୟ ଦଳର ଜଣେ ସଦସ୍ୟ । ସେ ଡାହାଣହାତୀ ବ୍ୟଟ୍ସମ୍ୟାନ ଓ କାମଚଳା ଡାହାଣହାତୀ ଅଫ ବ୍ରେକ ବୋଲର । ସେ ୱିକେଟ ରକ୍ଷଣ ମଧ୍ୟ କରନ୍ତି । ସେ ରଣଜୀ ବରୋଦାରୁ ଓ ଆଇପିଏଲ ମୁମ୍ବାଇ ଇଣ୍ଡିଆନ୍ସ ତରଫରୁ ଖେଳନ୍ତି ।

କ୍ୟାରିୟର[ସମ୍ପାଦନା]

ଅମ୍ବାତି ତାଙ୍କ ପ୍ରଥମ ଘରୋଇ କ୍ରିକେଟ ମ୍ୟାଚ ହାଇଦ୍ରାବାଦ ତରଫରୁ ୨୦୦୧/୦୨ ତରଫରୁ ଖେଳିଥିଲେ । ୨୦୧୦/୧୧ରେ ସେ ବରୋଦା ତରଫରୁ ରଣଜୀ ଖେଳିଥିଲେ । ବ୍ୟାଟଙ୍ଗରେ ଉନ୍ନତ ପ୍ରଦଶନ କରି ସେ ୯ଟି ମ୍ୟାଚରେ ୫୬୬ ରନ କରିଥିଲେ । ୨୦୧୨/୧୩ ରଣଜୀରେ ୬୬୬ ରଣ କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ୨୦୧୩ ଇରାନୀ ଟ୍ରଫିରେ ସେ ଅବଶିଷ୍ଟ ଭାରତ ଦଳ ପାଇଁ ଖେଳି ୫୬ ଓ ୧୫୬* ରନ କରିଥିଲେ ।

ଆନ୍ତର୍ଜାତୀୟ ଦିନିକିଆ କ୍ୟାରିୟର[ସମ୍ପାଦନା]

ଜିମ୍ବାୱେ ଟୁର ପାଇଁ ତାଙ୍କୁ ଭାରତୀୟ ଦଳରେ ୨୦୧୩ରେ ପ୍ରଥମ ସୁଯୋଗ ଦିଆଯାଇଥିଲା ।ସୁଯୋଗକୁ ସଦୁପଯୋଗ କରି ସେ ବିରାଟ କୋହଲୀଙ୍କ ସହ ମିଶି ୬୩* ରନ କରିଥିଲେ । ବିରାଟ ସେହି ମ୍ୟାଚରେରେ ଶତକ ଅର୍ଜନ କରିଥିଲେ । ଦୁଇ ଜଣଙ୍କ ଭାଗଦାରି ଭାରତକୁ ବିଜୟୀ କରାଇଥିଲା । ସେହି ବର୍ଷ ତାଙ୍କୁ ଦକ୍ଷିଣ ଆଫ୍ରିକା ଟୁର ପାଇଁ ବଛା ଯାଇଥିଲା । ପରେ ପରେ ତାଙ୍କୁ ଏସିଆ କପ,୨୦୧୪ twenty20 ବିଶ୍ୱକପ ପାଇଁ ମଧ୍ୟ ମନୋନୟନ କରାଯାଇଥିଲା । ଅମ୍ବାତି ତାଙ୍କ ପ୍ରଥମ ଶତକ(୧୨୧*) ୬ ନଭେମ୍ବର ୨୦୧୪ରେ ଶ୍ରୀଲଙ୍କା ବିପକ୍ଷରେ କରିଥିଲେ । ଜିମ୍ବାୱେ ବିପକ୍ଷରେ ସେ ନିଜର ଦୁତୀୟ ଶତକ(୧୨୪*) ଅର୍ଜନ କାରିଥିଲେ । ୨୦୧୫ ବିଶ୍ୱକପ ଦଳରେ ସେ ସଦସ୍ୟ ଥିଲେ ।

ଆଇପିଏଲରେ ପ୍ରଦର୍ଶନ[ସମ୍ପାଦନା]

Season by season at IPL[ସମ୍ପାଦନା]

IPL Batting Statistics of Ambati Rayudu
Year Team Inns Runs HS Ave SR 100 50 4s 6s
2010 Mumbai Indians[୩][୪][୫] 14 356 55* 27.38 144.71 0 2 34 13
2011 16 395 63* 28.21 112.85 0 4 44 9
2012 17 333 81* 37.00 132.14 0 2 21 14
2013 19 265 37 18.92 114.71 0 0 22 4
2014 15 361 68 25.78 125.78 0 2 26 7

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ "Ambati Rayudu". hyderabadheroes.com. Indian Cricket League. Archived from the original on 3 February 2014. Retrieved 29 May 2015.
  2. http://www.espncricinfo.com/india/content/player/33141.html
  3. "Indian Premier League, 2009/10 / Records / Most runs". Retrieved 20 May 2012.
  4. "Indian Premier League, 2011 / Records / Most runs". Retrieved 20 May 2012.
  5. "Indian Premier League, 2012 / Records / Most runs". Retrieved 31 May 2012.