ସୁବ୍ରମଣିଆନ ସ୍ୱାମୀ

ଉଇକିପିଡ଼ିଆ‌ରୁ
ସୁବ୍ରମଣିଆନ ସ୍ୱାମୀ
ସମ୍ପାଦକ, ଜନତା ଦଳ
କାର୍ଯ୍ୟକାଳ
୧୯୯୦ – ୨୦୧୩
ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରଣାଳୟ
କାର୍ଯ୍ୟକାଳ
୧୯୯୦ – ୧୯୯୧
ପ୍ରଧାନ ମନ୍ତ୍ରୀଚନ୍ଦ୍ର ଶେଖର ସିଂହ
ଆଇନ ଓ ବିଚାର ମନ୍ତ୍ରୀ
(ଅତିରିକ୍ତ ଦାୟିତ୍ୱ)
କାର୍ଯ୍ୟକାଳ
୧୯୯୦ – ୧୯୯୧
ପ୍ରଧାନ ମନ୍ତ୍ରୀଚନ୍ଦ୍ର ଶେଖର ସିଂହ
ରାଜ୍ୟ ସଭା ସଦସ୍ୟ
କାର୍ଯ୍ୟକାଳ
୧୯୮୮ – ୧୯୯୪
କାର୍ଯ୍ୟକାଳ
୧୯୭୪ – ୧୯୭୬
ଲୋକ ସଭା ସଦସ୍ୟ
କାର୍ଯ୍ୟକାଳ
୧୯୯୮ – ୧୯୯୯
କାର୍ଯ୍ୟକାଳ
୧୯୭୭ – ୧୯୭୯
ବ୍ୟକ୍ତିଗତ ସବିଶେଷ
ଜନ୍ମ (1939-09-15) ୧୫ ସେପ୍ଟେମ୍ବର ୧୯୩୯ (ବୟସ ୮୪)
ମାଇଲାପୁର, ମାଡ୍ରାସ ପ୍ରେସିଡେନ୍ସୀ
ରାଜନୀତିକ ଦଳଭାରତୀୟ ଜନତା ଦଳ (୧୦୧ରୁ ବର୍ତ୍ତମାନ)
ଅନ୍ୟାନ୍ୟ ରାଜନୀତିକ
ସମ୍ବନ୍ଧ
ଜନତା ଦଳ (୧୯୯୦ରୁ ୨୦୧୩ ପର୍ଯ୍ୟନ୍ତ)
ଜୀବନ ସାଥୀ
ରକ୍ସନା ସ୍ୱାମୀ
(m. ୧୯୬୬)
ଶିକ୍ଷାନୁଷ୍ଠାନହିନ୍ଦୁ କଲେଜ, ଦିଲ୍ଲୀ ବିଶ୍ୱବିଦ୍ୟାଳୟ (ବିଏସସି) (ଗଣିତ)
ଭାରତୀୟ ସାଂଖିକ ସଂସ୍ଥାନ (ଏମଏସ ଗଣିତ)
ହାରଭାର୍ଡ଼ ବିଶ୍ୱବିଦ୍ୟାଳୟ (ପିଏଚଡ଼ି)
ପେଷାଅର୍ଥନୀତିଜ୍ଞ
ପ୍ରଫେସର
ଲେଖକ
ଜନନେତା
ୱେବସାଇଟOfficial website

ସୁବ୍ରମଣିଆନ ସ୍ୱାମୀ (ଜନ୍ମ: ୧୫ ସେପ୍ଟେମ୍ବର ୧୯୩୯) ଜଣେ ଭାରତୀୟ ଜନନେତା ଓ ଅର୍ଥନୀତିଜ୍ଞ ।[୧] ସେ ଜନତା ଦଳର ସମ୍ପାଦକ ଥିଲେ । ଜଣେ ହିନ୍ଦୁତ୍ୱର ପ୍ରଚାରକ ଭାବେ ସେ ତାଙ୍କ ଦଳକୁ ୧୧ ଅଗଷ୍ଟ ୨୦୧୩ ତାଙ୍କ ଦଳକୁ ଭାରତୀୟ ଜନତା ପାର୍ଟି ସହ ମିଶାଇ ଦେଇଥିଲେ ।[୨][୩] ସୁବ୍ରମଣିଆନ ଆଗରୁ ଭାରତୀୟ ଯୋଜନା ଆୟୋଗର ସଭ୍ୟ ଓ ଜଣେ କ୍ୟାବିନେଟ ମନ୍ତ୍ରୀ ଭାବେ କାମ କରିଛନ୍ତି । ସେ ଚୀନ, ପାକିସ୍ଥାନ ଏବଂ ଇସ୍ରାଏଲ ଆଦି ଦେଶ ସହ ଭାରତର ବୈଦେଶିକ ସମ୍ପର୍କ ବାବଦରେ ରଚନା ମଧ୍ୟ କରିଛନ୍ତି ।

ବହି, ଗବେଷଣା ନିବନ୍ଧ ଓ ଜର୍ଣ୍ଣାଲ ରଚନା[ସମ୍ପାଦନା]

ତଳ ତାଲିକାରେ ସୁବ୍ରମଣିଆନ ସ୍ୱାମୀଙ୍କ ଲିଖିତ ନାନାଦି ବହି, ଗବେଷଣା ନିବନ୍ଧ ଓ ଜର୍ଣ୍ଣାଲ ରଚନା ରଖାଯାଇଛି ।

ବହି[ସମ୍ପାଦନା]

  • Economic Growth in China and India, 1952–70(Publisher: University of Chicago Press; ISBN 978-0-226-78315-4)
  • Indian economic planning;: An alternative approach (Publisher: Barnes & Noble; ISBN 978-0-389-04202-0)
  • Building a New India: An Agenda for National Renaissance (Publisher: South Asia Books; ISBN 978-81-85674-21-6)
  • India's Labour Standards and the WTO Framework (Publisher: Konark Publishers; ISBN 978-81-220-0585-1)
  • India's economic performance and reforms: A perspective for the new millennium (Publisher: Konark Publishers; ISBN 978-81-220-0594-3)
  • Assassination of Rajiv Gandhi: Unanswered Questions and Unasked Queries (Publisher: Konark Publishers; ISBN 978-81-220-0591-2)
  • India's China perspective (Publisher: Konark Publishers; ISBN 978-81-220-0606-3)
  • Financial Architecture and Economic Development in China and India (Publisher: Konark Publishers; ISBN 978-81-220-0718-3)
  • Trade and Industry in Japan: A Guide to Indian Entrepreneurs and Businessmen (Publisher: Prentice-Hall of India; ISBN 978-81-203-0785-8)
  • Sri Lanka in Crisis: India's Options (Publisher: Har Anand Publications; ISBN 978-81-241-1260-1)
  • Kailas and Manasarovar after 22 years in Shiva's domain (Publisher: Allied Publishers)
  • Hindus Under Siege (Publisher: Har Anand Publications; ISBN 978-81-241-1207-6)
  • Rama Setu: Symbol of National Unity (Publisher: Har Anand Publications; ISBN 978-81-241-1418-6)
  • Terrorism in India: A Strategy of Deterrence for India's National Security (Publisher: Har Anand Publications; ISBN 978-81-241-1344-8)
  • Corruption and Corporate Governance in India: Satyam, Spectrum & Sundaram (Publisher: Har Anand Publications; ISBN 978-81-241-1486-5)
  • 2G Spectrum Scam (Publisher: Har Anand Publications; ISBN 978-81-241-1638-8)
  • Electronic voting machines: unconstitutional and tamperable (Publisher: Vision Books; ISBN 978-81-7094-798-1)

ପ୍ରସଙ୍ଗ, ଗବେଷଣା ନିବନ୍ଧ ଓ ଜର୍ଣ୍ଣାଲ ରଚନା[ସମ୍ପାଦନା]

ପ୍ରସଙ୍ଗ[ସମ୍ପାଦନା]

  • Can India make it? India's path to sustained growth (Publisher: Harvard Asia Pacific review, Volumes 6–8 by Harvard University. Dept. of East Asian Languages and Civilizations, 2002)
  • The response to economic challenge: A comparative economic history of China and India, 1870–1952 (Publisher: The Quarterly journal of economics, Volume 93 by Harvard University by the MIT Press, 1979)

ଗବେଷଣା ନିବନ୍ଧ[ସମ୍ପାଦନା]

  • Economic growth and income distribution in a developing nation (Publisher: Harvard University, 1965)
  • Nuclear policy for India (Publisher: Bharatiya Jana Sangh Publication, 1968)
  • Plan for full employment (Publisher: Bharatiya Jana Sangh, 1970)
  • Theoretical aspects of index numbers (Publisher: Harvard Institute of Economic Research, 1985)
  • Land reforms: an economist's approach (Publisher: Deendayal Research Institute)

ଆଧାର[ସମ୍ପାଦନା]

  1. "Swamy to teach at Harvard". The Hindu. Chennai, India. 15 February 2011. Retrieved 16 October 2011.
  2. "Subramanian Swamy's Janta Party merges with BJP". The Indian Express. 11 August 2013.
  3. "The RSS Game Plan". The Hindu. 22 February 2000.

ଅଧିକ ସୂଚନା[ସମ୍ପାଦନା]

ଅନ୍ୟାନ୍ୟ[ସମ୍ପାଦନା]