ଆର୍କୋସର

ଉଇକିପିଡ଼ିଆ‌ରୁ
Archosaurs
ଜୀବାଶ୍ମ କାଳ:
Early TriassicPresent, 250–0 Ma
Birds and crocodilians (in this case a yellow-billed stork and a Nile crocodile) are the only extant archosaurs.
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ e
ସାମ୍ରାଜ୍ୟ: ପ୍ରାଣୀ ସାମ୍ରାଜ୍ୟ
ଗୋଷ୍ଠୀ: ବାଇଲାଟେରିଆ
ପର୍ବ: କୋର୍ଡାଟା
ମହାଶ୍ରେଣୀ: ଟେଟ୍ରାପୋଡା
ଶ୍ରେଣୀ: ରେପ୍ଟିଲିଆ
ଗୋଷ୍ଠୀ: ଇଉକ୍ରୋକୋପୋଡା
ଗୋଷ୍ଠୀ: ଆର୍ଚ୍ଚୋସୌରିଆ
Cope, 1869
Subgroups
Synonyms

Arctopoda Haeckel, 1895
Avesuchia Benton, 1999

ଆର୍କୋସର (Archosaur) ହେଉଛି ଏକ ଡାଇଆପ୍‌ସିଡ୍ ଅଣ୍ଡଜ ପ୍ରାଣିମାନଙ୍କର ଏକ ସମୂହ , ଯାହାର ଜୀବିତ ବଂଶଜସବୁ ପକ୍ଷୀକ୍ରୋକୋଡ଼ିଲିଆନ୍ ଅଟନ୍ତି । ଏହି ସମୂହ (group)ରେ ସମସ୍ତ ବିଲୁପ୍ତ ଡାଇନୋସର ପ୍ରଜାତି, ବିଲୁପ୍ତ crocodilian ବଂଶଧର, ଏବଂ ଟେରୋସର ଗୁଡ଼ିକ ମଧ୍ୟ ଅନ୍ତର୍ଭୁକ୍ତ ଅଟନ୍ତି । ଆର୍କୋସର cladeର ଆର୍କୋସୁରିଆ (Archosauria) ହେଉଛି ଏକ କ୍ରାଉନ୍ ଗ୍ରୁପ୍, ଏବଂ ଏଥିରେ ଜୀବିତ ପକ୍ଷୀ ଓ crocodilianମାନଙ୍କର ସବୁଠାରୁ ନିକଟତର ପୂର୍ବଜମାନେ ଅନ୍ତର୍ଭୁକ୍ତ ଅଟନ୍ତି । ଏଥିରେ ଅନ୍ତର୍ଭୁକ୍ତ ଦୁଇଟି ମୁଖ୍ୟ clade ହେଲେ: ସୁଡ଼ୋସୁଚିଆ, ଯେଉଁଥିରେ crocodilians ଓ ଏହାର ବିଲୁପ୍ତ ବଂଶଧରମାନେ ଅନ୍ତର୍ଭୁକ୍ତ , ଏବଂ ଅର୍ନିଥୋସୁଚିଆ, ଯେଉଁଥିରେ ପକ୍ଷୀ ଓ ଏହାର ବିଲୁପ୍ତ ବଂଶଧର ( ଯାଥା ଉଡି ପାରୁନଥିବା ଡାଇନୋସର ଓ ଟେରୋସର)ମାନେ ଅନ୍ତର୍ଭୁକ୍ତ ।


ସ୍ୱତନ୍ତ୍ର ଗୁଣ[ସମ୍ପାଦନା]

ଉତ୍ପତ୍ତି[ସମ୍ପାଦନା]

ଶ୍ରେଣୀବିଭାଗ[ସମ୍ପାଦନା]

ଆଧୁନିକ ଶ୍ରେଣୀବିଭାଗ[ସମ୍ପାଦନା]

ଐତିହାସିକ ଶ୍ରେଣୀବିଭାଗ[ସମ୍ପାଦନା]

ଜୀବାଶ୍ମ ବିଜ୍ଞାନ[ସମ୍ପାଦନା]

ବିଲୁପ୍ତ ଓ ଜୀବିତ[ସମ୍ପାଦନା]

ଆର୍କୋସର ଜୀବନ ଶୈଳୀ[ସମ୍ପାଦନା]

ଅଣ୍ଟା ଖଞ୍ଜା ଏବଂ ଚଳନ[ସମ୍ପାଦନା]

ଖାଦ୍ୟ-ପେୟ ଓ ପାଚନ ତନ୍ତ୍ର[ସମ୍ପାଦନା]

ଶ୍ୱାସକ୍ରିୟା[ସମ୍ପାଦନା]

ଆଧାର[ସମ୍ପାଦନା]

ମୁଖ୍ୟ ଆଧାର[ସମ୍ପାଦନା]

  • Benton, M. J. (2004). Vertebrate Paleontology (3rd ed.). Blackwell Science.
  • Carroll, R. L. (1988). Vertebrate Paleontology and Evolution'. New York: W. H. Freeman.

ବାହାର ଲିଙ୍କ[ସମ୍ପାଦନା]

  • UCMP
  • Paleos reviews the messy history of archosaur phylogeny (family tree) and has an excellent image of the various archosaur ankle types.
  • Mikko's Phylogeny Archive Archosauria