ୟୁରୁ ୟୁରୁ ଦେ-ଓ

ଉଇକିପିଡ଼ିଆ‌ରୁ

'ୟୁରୁ ୟୁରୁ ଦେ-ଓ' (ଜାପାନୀ: ユルユルでDE-O!, ଇଂରାଜୀ: Yuruyuru DE-O!) ହେଉଛି କ୍ରେୟନ ଶିନ-ଚାନ ଆନିମେର ଏକ ଗୀତ । ଏହା ଏକ ଜାପାନୀ ସଙ୍ଗିତ ଅଟେ।

ପ୍ରସାରଣ[ସମ୍ପାଦନା]

ଏହା ସର୍ବପ୍ରଥମେ ଟିଭି ଆସାହି ଜାପାନରେ ୨୦୦୫ ମସିହା ଜାନୁଆରୀରେ ପ୍ରସାରିତ ହୋଇଥିଲା ।
ଏହା କ୍ରେୟନ ଶିନ-ଚାନ ଆନିମେର ୯ମ ଥୀମ୍ ସଙ୍ଗିତ ଥିଲା ।
ଏହାର ଶେଷ ପ୍ରସାରଣ ଅକ୍ଟୋବର୍ ୨୦୦୯ରେ ହୋଇଥିଲା ।
ଏହା ଶିନ୍ଚାନର ୫ଟି ଫିଲ୍ମରେ ମଧ୍ୟ ବ୍ୟବହାର ହୋଇଛି ।
ଏହି ଗୀତଟି ନିପ୍ପୋନ୍ କୋଲୋମ୍ବିଆ କମ୍ପାନୀଦ୍ୱାରା ବିକ୍ରି କରାଯାଇଥିଲା ।

ରଚନା[ସମ୍ପାଦନା]

ଏହାର ନିର୍ଦ୍ଦେଶକ ଅଟନ୍ତି ୟୁଜି ମୁତୋ
ଏହାର ଲେଖକ ଅଟନ୍ତି ୟାସୁନାରି ନାକାମୁରା
ଏହାର ଗାୟକ ଅଟନ୍ତି ଆକିକୋ ୟାଜିମା

ମୂଳ ଜାପାନୀ[ସମ୍ପାଦନା]

ユルリユルユル お元気?

クルリクルクル うずまき。

オシリふりふりみりょくてき

ふればみんなでシ・ア・ワ・セ!

とーちゃん、かーちゃん、ひまわりシロも

ユルりユルユル、クルリクルクル

オシリふいふり

YO !YO! YO! YO! YO!

DE-O DE-O

お姉さん見て見て。。

DE-O DE-O

オラのまるいオシリ

DE-O DE-O

こんなオラのうまれた5年

DE-O DE-O

うーん、ドキがムネムネ!

こんなことしちゃ あずかしい

だけでそれが気持ちは よーん

オラはユルユルおどるだけ

オラはハハハ笑うだけ

エ~へ〜 これがけっこう難しい


ଇଂରାଜୀ ଅନୁବାଦନ[ସମ୍ପାଦନା]

Swing swing swing how are you?

Spin spin spin like a whirlpool

Shaking the butt is attractive

Shaking it will make everyone ha-pp-y!!

Father, mother, himawari, shiro too

Swing swing swing

Spin spin spin

Shake your butt

YO !YO! YO! YO! YO!

DE-O DE-O

Hey baby, see see..

DE-O DE-O

My circular butt

DE-O DE-O

The five years since I was born

DE-O DE-O

Mmm, my throbbing chest!

This is a bit embarrasing

But the feeling is so good!

I will dance by swinging

I will laugh saying ha ha ha

E~he~ This is a bit difficult

ଓଡ଼ିଆରେ ଅନୁବାଦନ[ସମ୍ପାଦନା]

ଝୁଲେରେ ଝୁଲେ ଝୁଲେ ଭଲ ଅଛୁ କି?

ବୁଲେରେ ବୁଲେ ବୁଲେ ଭଉଁରୀ ପରି

ନିତମ୍ବ ହଲେଇବା ଆକର୍ଷଣିୟ

ହଲେଇଲେ ସମସ୍ତଙ୍କୁ ମଜା ଆସିବ

ବାବା ମାମା ହିମାୱାରୀ ଶିରୋ ମଧ୍ୟ

ଝୁଲରେ ଝୁଲ ଝୁଲ

ବୁଲରେ ବୁଲ ବୁଲ

ନିତମ୍ବ ହଲହଲ

ୟୋ! ୟୋ!ୟୋ!ୟୋ!ୟୋ!

ଦେ-ଓ ଦେ-ଓ

ଟୋକି ଲୋ ଦେଖେ ଦେଖେ

ଦେ-ଓ ଦେ-ଓ

ମୋର ଗୋଲାକାର ନିତମ୍ବ

ଦେ-ଓ ଦେ-ଓ

ମୋର ଜନ୍ମ ହେଇଥିବା ଏହି ପାଞ୍ଛ ବର୍ଷ

ଦେ-ଓ ଦେ-ଓ

ଉଉଁ , ଧକଧକ କରେ ଛାତି !

ଏଇଟା ଟିକିଏ ଲାଜର କଥା ,

କିନ୍ତୁ ଏଥିରେ ଆସେ ବହୁତ ମଜା

ମୁଁ ତ ନାଚିବି ଝୁଲିଝୁଲି କି

ମୁଁ ତ ହସିବି ହାଃ ହାଃ ହାଃ କରିକି

ଏ~ହେ~ ଏଇଟା ଟିକିଏ କଷ୍ଟ ଅଟେ

ଆହୁରି ଦେଖନ୍ତୁ[ସମ୍ପାଦନା]