ସୋନା ମହାପାତ୍ର

ଉଇକିପିଡ଼ିଆ‌ରୁ
ସୋନା ମହାପାତ୍ର
Background information
ଜନ୍ମ (1978-06-17) ୧୭ ଜୁନ ୧୯୭୮ (ବୟସ ୪୫)
ବିଶାଖାପାଟଣା, ଆନ୍ଧ୍ର ପ୍ରଦେଶ
ପେଷାଗାୟିକା, ଗୀତ ଲେଖିକା
ବାଦ୍ୟଯନ୍ତ୍ରକଣ୍ଠ ସଙ୍ଗୀତ

ସୋନା ମହାପାତ୍ର (ଜନ୍ମ: ୧୭ ଜୁନ ୧୯୭୮) ଜଣେ ଭାରତୀୟ ଗାୟିକା ଓ ଗୀତ ଲେଖିକା ।[୧] ଭାରତରେ ଜଣାଶୁଣା,[୨] ସେ ଭାରତ ଓ ଭାରତ ବାହାରେ ଅନେକ ମଞ୍ଚ ସଙ୍ଗୀତ କାର୍ଯ୍ୟକ୍ରମରେ ଓ ସଙ୍ଗୀତ ଆଲବମ, ଏକକ ସଙ୍ଗୀତ ପରିବେଷଣ, ମଞ୍ଚ ପରିବେଷଣ, ସଙ୍ଗୀତ ଭିଡ଼ିଓ, ବଲିଉଡ଼ କଥାଚିତ୍ର ଆଦିରେ ଗୀତ ବୋଲିଛନ୍ତି ।[୩][୪][୫][୬] ସେ ମଧ୍ୟ ଡେଭିଡ଼ ବୋଇ, ଲେଟ୍ସ ଡାନ୍ସ (ଡେଭିଡ଼ ବୋଇଙ୍କ ସଙ୍ଗୀତ)ରେ, ତଥା INXSରେ "ଆଫଟର ଗ୍ଲୋ (INXS ସଙ୍ଗୀତ)ରେ କଣ୍ଠଦାନ କରିଛନ୍ତି ଯାହା ସୁପରିଚିତ ହୋଇଥିଲା ।[୭]

ପ୍ରାରମ୍ଭିକ ଜୀବନ[ସମ୍ପାଦନା]

ସୋନା ମହାପାତ୍ରଙ୍କ ପିତାମାତା ଉଭୟ ଓଡ଼ିଆ ଓ ସେ ଆନ୍ଧ୍ର ପ୍ରଦେଶର ବିଶାଖାପାଟଣାରେ ଜନ୍ମିତ[୮][୯] ସେ ଭାରତର ବିଭିନ୍ନ ସ୍ଥାନରେ ଏବଂ ଆଫ୍ରିକାରେ ପିଲାଦିନ କଟାଇଥିଲେ ।[୧୦]

ସଙ୍ଗୀତ[ସମ୍ପାଦନା]

୨୦୦୭ରେ ମହାପାତ୍ର ତାହାଙ୍କର ପ୍ରଥମ ଆଲବମ ସୋନି ରେକର୍ଡ଼ସରେ ସୋନା ପ୍ରକାଶ କରିଥିଲେ ଯେଉଁଥିରେ ନାନାଦି ପ୍ରକାରର ରକ ସଙ୍ଗୀତ, ରିଦିମ ଓ ବ୍ଲୁ, ଫ୍ଲେମେଙ୍କୋ, ହିନ୍ଦୁସ୍ଥାନି ଶାସ୍ତ୍ରୀୟ ସଙ୍ଗୀତ, ବାଉଲରୋମାନି ସଙ୍ଗୀତBaul and Romani music.[୪][୧୧] ୨୦୦୯ରେ ସେ ଦିଲ ଜଲେ ନାମକ ଏକକ ଆଲବମ ପ୍ରକାଶ କରିଥିଲେ । ସେ ଅମୀର ଖାଁ ପ୍ରଯୋଜିତ ଡେଲି ବେଲି କଥାଚିତ୍ରରେ ବେଦରଦୀ ରାଜା ବୋଲିଥିଲେ [୧୨] ଓ ଏଥିରେ ଏକ ଅତିଥି ଭୂମିକାରେ ଅଭିନୟ କରିଛନ୍ତି ।

ଆଧାର[ସମ୍ପାଦନା]

  1. "On a different note". The Indian Express Group. 19 April 2010. Retrieved 19 July 2010.
  2. Colaco, Jana (24 June 2010). "Monthly live web-certs". Hindustan Times. Archived from the original on 3 January 2013. Retrieved 19 July 2010.
  3. Ojha, Abhilasha (28 November 2009). "Bold designs". Retrieved 19 July 2010.
  4. ୪.୦ ୪.୧ Rashid, Zayna (24 August 2009). "First Look at Sona's Video 'Diljale'". DesiHits. Retrieved 19 July 2010.
  5. Shah, Gouri (23 June 2010). "Now, upload your music on the Web and perform live". California Chronicle. Retrieved 19 July 2010.
  6. "Simbu is a talented singer: Kumaran". Times of India. 27 June 2010. Retrieved 19 July 2010.
  7. Jassi, Pallavi (20 August 2008). "American Twang". The Indian Express Group. Archived from the original on 6 October 2012. Retrieved 19 July 2010.
  8. "Today's rising Talents of Odisha, Stars of tomorrow". Archived from the original on 2011-12-05. Retrieved 2011-11-24.
  9. Sona Mohapatra - The Pride of Odisha 28 July 2011
  10. "Slow Cafe with Sona Mohapatra". www.youtube.com. you tube. Archived from the original on 11 October 2020. Retrieved 11 October 2020.
  11. Radio & Music Reporter (13 September 2006). "Sony BMG launches a new album 'Sona'". IndianTelevision.com. Retrieved 19 July 2010.
  12. "Delhi Belly". Times Of India. 2011-05-29. Retrieved 2011-07-16.[permanent dead link]

ବାହାର ଲିଙ୍କ[ସମ୍ପାଦନା]