ରେମୁଣା

ଉଇକିପିଡ଼ିଆ‌ରୁ

[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

ରେମୁଣା
ରେମୁଣାର କ୍ଷୀରଚୋରା ଗୋପୀନାଥ ମନ୍ଦିର
କ୍ଷୀରଚୋରା ଗୋପୀନାଥ ମନ୍ଦିର
ଦେଶ ଭାରତ
ରାଜ୍ୟଓଡ଼ିଶା
ଜିଲ୍ଲାବାଲେଶ୍ୱର
ବିଧାନ ସଭା ନିର୍ବାଚନ ମଣ୍ଡଳୀରେମୁଣା
Elevation
20 m (70 ft)
Time zoneଭାରତୀୟ ମାନକ ସମୟ (+୫.୩୦)
ପିନ କୋଡ଼
୭୫୬୦୧୯
ଟେଲିଫୋନ କୋଡ଼୦୬୭୮୨୭

ରେମୁଣା ଓଡ଼ିଶାର ବାଲେଶ୍ୱରର ଏକ ବିଧାନ ସଭା ନିର୍ବାଚନ ମଣ୍ଡଳୀବିଜ୍ଞାପିତ ଅଞ୍ଚଳ ପରିଷଦ

ଭୂଗୋଳ[ସମ୍ପାଦନା]

ରେମୁଣା 37°3′45″N 95°40′37.44″W / 37.06250°N 95.6770667°W / 37.06250; -95.6770667ଠାରେ ଅବସ୍ଥିତ ।[୧] ଏହାର ହାରାହାରି ଉଚ୍ଚତା ୨୦ ମିଟର (୬୫ ଫୁଟ) ।

ନଦୀ[ସମ୍ପାଦନା]

  • ସପ୍ତସରା ନଦୀ
  • ସୋନ ନଦୀ
  • ଗଙ୍ଗାହାର ନଦୀ

ଜନଗଣନା[ସମ୍ପାଦନା]

୨୦୦୧ ଜନଗଣନା ଅନୁସାରେ ରେମୁଣାର ଜନସଂଖ୍ୟା ୨୮,୯୫୮ । ପୁରୁଷ ୫୨ % ଓ ମହିଳା ୪୮% । ହାରାହାରି ସାକ୍ଷରତା ହାର ୬୩% ଯାହା ଜାତୀୟ ସାକ୍ଷରତା ହାର ୫୯.୫%ରୁ ଅଧିକ । ପୁରୁଷ ସାକ୍ଷରତା ୬୯% ଓ ମହିଳା ସାକ୍ଷରତା ୫୩% । ମୋଟ ଜନସଂଖ୍ୟାର ୧୪%ରୁ ଅଧିକ ୬ ବର୍ଷରୁ କମ ବୟସର ।

ପର୍ଯ୍ୟଟନ[ସମ୍ପାଦନା]

ପୁରାତନ ଐତିହ୍ୟ[ସମ୍ପାଦନା]

ଗମନା ଗମନ[ସମ୍ପାଦନା]

ଏହା ବାଲେଶ୍ୱର ସହରଠାରୁ ୯ କି.ମି. ଦୂରରେ ଅବସ୍ଥିତ । ଏଠାରେ ରହିବା ନିମନ୍ତେ ଥିବା ଏକ ସରକାରୀ ଯାତ୍ରୀ ନିବାସ ରହିଛି ।[୩] ଓ ଅନେକ ଲଜ ଓ ହୋଟେଲ ଅଛି ।

କଳା[ସମ୍ପାଦନା]

ରେମୁଣା ଓଡ଼ିଶାରେ ଓ ସାରା ଭାରତରେ କଂସାପିତ୍ତଳ ବାସନ ପାଇଁ ଜଣାଶୁଣା ।ଏଠାକାର ସ୍ଥାନୀୟ କଳାକାର ସୂକ୍ଷ୍ମ କୋଟିକମ କରା ଏହି ବାସନ ଏଠାକାର ବିପଣୀରେ ବିକ୍ରି ହେବା ସହିତ ବାହାରକୁ ମଧ୍ୟ ପଠାଯାଇଥାଏ ।

ଆଧାର[ସମ୍ପାଦନା]

ଛାଞ୍ଚ:ବାଲେଶ୍ୱର