ସେଲେନିଅମ ଡାଇସଲଫାଇଡ

ଉଇକିପିଡ଼ିଆ‌ରୁ
ସେଲେନିଅମ ଡାଇସଲଫାଇଡ
Clinical data
Trade namesSelseb, Selsun Blue, others
SynonymsSelenium sulfide
AHFS/Drugs.commonograph
Pregnancy
category
  • US: C (Risk not ruled out)
Routes of
administration
Topical
ATC code
Legal status
Legal status
Identifiers
  • Selenium disulfide
CAS Number
PubChem CID
ChEMBL
ECHA InfoCard100.028.458 Edit this at Wikidata
Chemical and physical data
FormulaS2Se
Molar mass143.09
Density3 g/cm3
Melting point111 °C (232 °F)
Boiling point118 to 119 °C (244 to 246 °F) (decomposes)
Solubility in waternegligible mg/mL (20 °C)

ସେଲେନିଅମ ଡାଇସଲଫାଇଡ (Selenium disulfide) ଏକ ଔଷଧ ଯାହା ପିଟିରିଆସିସ ଭର୍ସିକଲର (pityriasis versicolor) ଓ ସେବୋରିକ ଡର୍ମାଟାଇଟିସ (seborrhoeic dermatitis) (ରୁପି) ରୋଗମାନଙ୍କର ଚିକିତ୍ସାରେ ବ୍ୟବ‌ହାର କରାଯାଏ ।[୧] ଲୋସନ ବା ସାମ୍ପୁ ଆକାରରେ ଏହା ବ୍ୟବ‌ହାର କରାଯାଏ ।[୨] ଚିକିତ୍ସା ବନ୍ଦ କରିଦେଲେ ରୁପି ଆଉଥରେ ଆରମ୍ଭ ହୋଇଯାଏ ।[୩]

ଏହାର ପାର୍ଶ୍ୱ ପ୍ରତିକ୍ରିୟାରେ କେଶ ହାନି, ଚର୍ମ ଇରିଟେସନ, ଦୁର୍ବଳତା ଓ ଥକ୍କା ଅନୁଭବ ଲାଗିପାରେ ।[୧] ୨ରୁ ୫ ବର୍ଷ ତଳର ପିଲାଙ୍କୁ ଏହା ଦିଆଯାଏନାହିଁ ।[୩][୧] ଗର୍ଭାବସ୍ଥାସ୍ତନ୍ୟପାନ ସମୟରେ ଏହାର ପ୍ରଭାବର ଅନୁଶୀଳନ ହୋଇନାହିଁ ।[୪] ଏହା ଏକ ଅଜୈବ ଯୌଗିକ ପଦାର୍ଥ (inorganic compound) ଯାହାର ଫର୍ମୁଲା ଏସଇଏସ (SeS2) ।[୫]

ଯୁକ୍ତରାଷ୍ଟ୍ର ଆମେରିକାରେ ସେଲେନିଅମ ଡାଇସଲଫାଇଡ ସନ ୧୯୫୧ରେ ଚିକିତ୍ସାରେ ବ୍ୟବ‌ହାର ନିମନ୍ତେ ସ୍ୱୀକୃତ ହୋଇଥିଲା । [୩] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[୬] ଜେନେରିକ ଔଷଧ ନାମରେ (generic medication) ସେଲେନିଅମ ଡାଇସଲଫାଇଡ ଦୋକାନରେ ବିନା ପ୍ରେସକ୍ରିପସନରେ ବିକ୍ରୟ ହୁଏ ।[୨] ଯୁକ୍ତରାଷ୍ଟ୍ର ଆମେରିକାରେ ଏକ ମାସର ଚିକିତ୍ସା ନିମନ୍ତେ ୨୫ ଆମେରିକୀୟ ଡଲାରରୁ କମ୍ ଖର୍ଚ୍ଚ ହୁଏ ।[୨] ସଂଯୁକ୍ତ ରାଷ୍ଟ୍ରରେ ଏକ ୧୦୦ମି:ଲି: ସାମ୍ପୁ ବୋତଲର ମୂଲ୍ୟ ପ୍ରାୟ ୧.୯୬ ପାଉଣ୍ଡ ।[୭]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ WHO Model Formulary 2008 (PDF). World Health Organization. 2009. p. 297. ISBN 9789241547659. Retrieved 8 December 2016.
  2. ୨.୦ ୨.୧ ୨.୨ Hamilton, Richart (2015). Tarascon Pocket Pharmacopoeia 2015 Deluxe Lab-Coat Edition. Jones & Bartlett Learning. p. 194. ISBN 9781284057560.
  3. ୩.୦ ୩.୧ ୩.୨ "Selenium Sulfide". The American Society of Health-System Pharmacists. Retrieved 8 January 2017.
  4. "Selenium sulfide topical Use During Pregnancy | Drugs.com". www.drugs.com. Retrieved 13 January 2017.
  5. Mitchell, Stephen C. (2003). Biological Interactions Of Sulfur Compounds (in ଇଂରାଜୀ). CRC Press. p. 174. ISBN 9780203362525.
  6. "WHO Model List of Essential Medicines (19th List)" (PDF). World Health Organization. April 2015. Retrieved 8 December 2016.
  7. British national formulary : BNF 69 (69 ed.). British Medical Association. 2015. p. 829. ISBN 9780857111562.