Jump to content

ସୀତାକାନ୍ତ ମହାପାତ୍ର

ଉଇକିପିଡ଼ିଆ‌ରୁ
ସୀତାକାନ୍ତ ମହାପାତ୍ର
ଜନ୍ମ (1937-09-17) ୧୭ ସେପ୍ଟେମ୍ବର ୧୯୩୭ (ବୟସ ୮୭)
ବୃତ୍ତିପ୍ରଶାସନିକ ଅଧିକାରୀ
ପ୍ରସିଦ୍ଧିକବି, ସାହିତ୍ୟ ସମାଲୋଚକ
ଉଲ୍ଲେଖନୀୟ କୃତିଶବଦର ଆକାଶ (୧୯୭୧)
ସମୁଦ୍ର (୧୯୭୭)

ସୀତାକାନ୍ତ ମହାପାତ୍ର (ଜନ୍ମ ୧୭ ସେପ୍ଟେମ୍ବର ୧୯୩୭) ଓଡ଼ିଆଇଂରାଜୀ ଭାଷାର ଜଣେ କବିସାହିତ୍ୟ ସମାଲୋଚକ[] ସେ ଭାରତୀୟ ପ୍ରଶାସନିକ ସେବା (ଆଇ.ଏ.ଏସ.)ରେ ୧୯୬୧ରୁ ଦୀର୍ଘକାଳ ଧରି କାମ କରିବା ପରେ ୧୯୯୫ରେ ଅବସର ନେଇ ଦିଲ୍ଲୀର ନ୍ୟାସନାଲ ବୁକ ଟ୍ରଷ୍ଟର ସଭାପତି ଭାବରେ କାମ କରିଆସୁଛନ୍ତି । ଜ୍ଞାନପୀଠ ପୁରସ୍କାର ପାଇବାରେ ସେ ହେଉଛନ୍ତି ୩ୟ ଓଡ଼ିଆ

ରଚନାବଳୀ

[ସମ୍ପାଦନା]

କବିତା

[ସମ୍ପାଦନା]

ପ୍ରବନ୍ଧ

[ସମ୍ପାଦନା]

ଇଂରାଜୀ

[ସମ୍ପାଦନା]

ପଦ, ପୁରସ୍କାର ଓ ସମ୍ମାନ

[ସମ୍ପାଦନା]

ପୁରସ୍କାର ଓ ସମ୍ମାନ

[ସମ୍ପାଦନା]
  1. "Deceptive simplicity". The Hindu. Dec 01, 2002. Archived from the original on June 6, 2011. Retrieved May 24, 2011. {{cite news}}: Check date values in: |date= (help)
  2. ଶାରଳା ପୁରସ୍କାର ସମ୍ମାନିତଙ୍କ ତାଲିକା
  3. "ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କୃତ ପୁସ୍ତକ ଓ ଲେଖକ". ଓଡ଼ିଶା ସାହିତ୍ୟ ଏକାଡେମୀ. Archived from the original on 21 February 2020. Retrieved 9 October 2020.
  4. http://odisha.gov.in/e-magazine/orissaannualreference/ORA-2011/pdf/87-89.pdf
  5. "ବିଷୁବ ପୁରସ୍କାର ବିଜେତା" (PDF). ପ୍ରଜାତନ୍ତ୍ର ପ୍ରଚାର ସମିତି. Retrieved 9 October 2020.
  6. "ଆର୍କାଇଭ୍ କପି". Archived from the original on 2015-02-06. Retrieved 2015-01-22. {{cite web}}: Cite has empty unknown parameter: |1= (help)
  7. "ସାହିତ୍ୟିକମାନଙ୍କର ବୃହତ ଦୃଷ୍ଟିଭଙ୍ଗୀ ଜରୁରୀ". www.dharitri.com. ୧୩ ମାର୍ଚ୍ଚ ୨୦୧୧. Archived from the original on ୨୪ ଫେବୃଆରୀ ୨୦୨୧. Retrieved 24 February 2021. {{cite web}}: Check date values in: |date= and |archivedate= (help)
  8. "ସାହିତ୍ୟର ନାହିଁ ସୀମା, ଜାତି ସମ୍ପ୍ରଦାୟ". No. ଧରିତ୍ରୀ ୧୦/୦୬/୨୦୧୯ ପୃଷ୍ଠା ୧୨. ଧରିତ୍ରୀ. Retrieved 10 June 2019.

ଅଧିକ ତଥ୍ୟ

[ସମ୍ପାଦନା]